ସ୍ତ୍ରୀଙ୍କ କ୍ୟାନସର ଅପରେଶନ ସଫଳ, ଟୁଇଟ୍‌ କରି ସ୍ବାସ୍ଥ୍ୟ ଅପ୍‌ଡେଟ ଦେଲେ ସିଦ୍ଧୁ

ଚଣ୍ଡିଗଡ,୨୪।୪: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ସ୍ତ୍ରୀ ନବଜୋତ କୌର ସିଦ୍ଧୁଙ୍କ ଅପରେଶନ ସଫଳ ହୋଇଛି। ସିଦ୍ଧୁ ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।…

ଟେନିସରୁ ଅବସର ପରେ ଅଭିନୟ ପ୍ରତି ମନ ବଳାଇଲେଣି ସାନିଆ

ମୁମ୍ବାଇ: ଟେନିସ ତାରକା ସାନିଆ ର୍ମିଜା ନିକଟରେ ଅବସର ନେବା ପରେ ଏବେ ଅଭିନୟ କରିବାକୁ ମନ ବଳାଇଲେଣି। କୁହାଯାଉଛି ସାନିଆଙ୍କୁ ଖୁବ୍‌ଶୀଘ୍ର ଜଣାଶୁଣା ନିର୍ମାତା ଏକତା…

ପଛୁଆ ବର୍ଗଙ୍କ ସାମାଜିକ ସ୍ଥିତିର ତଥ୍ୟ ସଂଗ୍ରହ ପାଇଁ ତାଲିମ କର୍ମଶାଳା

ସୋରଡା,୨୪।୪ (ଡିଏନଏ) ପଛୁଆ ବର୍ଗଙ୍କ ସାମାଜିକ , ଶିକ୍ଷାଗତ ସ୍ଥିତିର ତଥ୍ୟ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ସ୍ଥାନୀୟ ଏନଏସି ପରିସରରେ ସୋମବାର ଗଣନାକାରୀ…

ପଦ୍ମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତ ବାର୍ଷିକୀ ଉତ୍ସବ

ସୋରଡା,୨୪।୪: (ଡିଏନଏ) ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମର ନୂତନଉନ୍ନୀତ ଉଚ୍ଚ ବିଦ୍ୟାଳୟର ଆଜି ଶତବାର୍ଷିକୀ ଉତ୍ସବ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ…

ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ‘ଅପରେଶନ କାବେରୀ’ ଆରମ୍ଭ

ନୂଆଦିଲ୍ଲୀ,୨୪।୪: ଆଫ୍ରିକୀୟ ଦେଶ ସୁଦାନରେ ସେନା ଏବଂ ସାମରିକ ବାହିନୀ ମଧ୍ୟରେ ଚାଲିଥିବା ବିବାଦରେ ଏ ପର୍ଯ୍ୟନ୍ତ ୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଭାରତ ସମେତ…

ଓଏସ୍‌ଏସ୍‌ସି ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ

ଭୁବନେଶ୍ବର,୨୪।୪(ବ୍ୟୁରୋ): ଗୃହ ଓ ନଗର ଉନ୍ନୟନ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ ହୋଇଛି । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ଏହି ପରୀକ୍ଷାକୁ ବାତିଲ…

‘୨ରୁ ଅଧିକ ସନ୍ତାନ ଥିବା ଏମ୍‌ପି-ବିଧାୟକଙ୍କୁ ନିର୍ବାଚନ ଲଢିବା ଉପରେ ରୋକ୍‌ ଲଗାଇବା ଉଚିତ୍‌’

ନୂଆଦିଲ୍ଲୀ,୨୪।୪: କଂଗ୍ରେସ ଦଳର ବରିଷ୍ଠ ନେତା ଅଜିତ ପାୱାର ଭାରତର ଜନସଂଖ୍ୟାକୁ ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପୁଣେର ବାରାମତୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ…

ମହମ୍ମଦ ଶାହାବୁଦ୍ଦିନ ଚୁପୁ ହେଲେ ବାଂଲାଦେଶର ୨୨ତମ ରାଷ୍ଟ୍ରପତି, ଜାଣନ୍ତୁ ତାଙ୍କର ରାଜନୈତିକ ଯାତ୍ରା

ବାଂଲାଦେଶ, ୨୪।୪: ପୂର୍ବତନ ବିଚାରପତି ତଥା ବରିଷ୍ଠ ରାଜନେତା ମହମ୍ମଦ ଶାହାବୁଦ୍ଦିନ ବାଂଲାଦେଶର ୨୨ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ବଙ୍ଗଭବନର ଐତିହାସିକ ଦରବାର ହଲ୍‌ରେ…

ବାରଣ୍ଡାରେ ଶୋଇଥିବା ବେଳେ ତଣ୍ଟି କାଟିଦେଲେ ଦୁର୍ବୃତ୍ତ

ପାଟଣା,୨୪।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ନୂଆ ସାହିରେ ସୋମବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ବାରଣ୍ଡାରେ ଯୁବକ ଶୋଇଥିବା ବେଳେ ଜଣେ ଦୁର୍ବୃତ୍ତ…

ରାଶିଫଳ: ମଙ୍ଗଳବାର , ଏପ୍ରିଲ ୨୫ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ କଥା କଟାକଟିଜନିତ ମତାନ୍ତର ଆଶଙ୍କା ରହିଛି। ଅବଶ୍ୟ ପରକ୍ଷଣରେ ଅନ୍ୟାନ୍ୟ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ ସମାଧାନ ହୋଇପାରେ। ଯାତ୍ରା, କର୍ମାରମ୍ଭ…