୩ ଦିନିଆ କର୍ନାଟକ ଗସ୍ତରେ ଶାହା: ଚାମୁଣ୍ଡେଶ୍ୱରୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରି କଲେ ରୋଡ ଶୋ’

ବେଙ୍ଗାଲୁରୁ,୨୪।୪: ବିଧାନସଭା ନିର୍ବାଚନ ପାଇଁ କର୍ନାଟକରେ ରାଜନୈତିକ ଉଷ୍ମତା ଦେଖାଦେଇଛି। ଏହି ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର କର୍ନାଟକ ମୈଶୁରର ଶ୍ରୀ ଚାମୁଣ୍ଡେଶ୍ୱରୀ…

ଛତିଶଗଡ଼ରେ ଲୁଚି ରହିଛି ଗୁଡ୍ଡୁ ମୁସଲିମ୍‌

ରାୟପୁର,୨୪।୪: ଗ୍ୟାଙ୍ଗଷ୍ଟର ଅତିକ୍‌ ଅହମ୍ମଦଙ୍କ ସହଯୋଗୀ ଗୁଡ୍ଡୁ ମୁସଲିମ୍‌ଙ୍କୁ ଧରିବାକୁ ନେଇ ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ବିଭିନ୍ନ ରାଜ୍ୟରେ ଖୋଜାଖୋଜି କରୁଛି। ଇତିମଧ୍ୟରେ ଗୁଡ୍ଡୁ…

୧୦୦ କୋଟି କ୍ଲବ୍‌ରେ ସଲମାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’

ମୁମ୍ବାଇ: ଇଦ ଅବସରରେ ମୁକ୍ତିଲାଭ କରିଥିବା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ’ କେବଳ ଦେଶରେ ନୁହେଁ ବିଶ୍ୱବ୍ୟାପୀ…

କାରଖାନାରେ ନିଆଁ ଲାଗି ୪ମୃତ୍ୟୁ

ମହାରାଷ୍ଟ୍ର,୨୪।୪: ମହାରାଷ୍ଟ୍ରର ନାଗପୁର ଜିଲାର ଏକ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟି ୪ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡରେ ଆଉ ତିନିଜଣ ଆହତ ହୋଇଛନ୍ତି ଯେଉଁମାନଙ୍କୁ ଡାକ୍ତରଖାନା…

ଭାଜପା ଶୂନରେ ପହଞ୍ଚିବ: ନୀତୀଶ-ତେଜସ୍ବୀଙ୍କୁ ଭେଟିବା ପରେ ମମତାଙ୍କ ମନ୍ତବ୍ୟ

କୋଲକାତା,୨୪।୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସୋମବାର କୋଲକାତାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ଏହି ବୈଠକ ପରେ ମମତା…

ଏଫଆଇଆର୍‌ ନ ରଖିବାରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହିଳା କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୨୪।୪: ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣାରେ ବସିଥିବା ମହିଳା କୁସ୍ତିଯୋଦ୍ଧାମାନେ ସୁପ୍ରିମକୋର୍ଟରେ ଏକ ମାମଲା ଦାଖଲ କରିଛନ୍ତି। ମଙ୍ଗଳବାର…

ଯୌତୁକ ନିର୍ଯାତନା ଅଭିଯୋଗ

ଭଦ୍ରକ ଅଫିସ,୨୪।୪: ଭଦ୍ରକ ଜିଲା ବାସୁଦେବପୁର ଥାନା ବଡ ଆନନ୍ଦପୁର ଗ୍ରାମରେ ବଧୂ ହତ୍ୟା ହୋଇଥିବା ନେଇ ଭଦ୍ରକ ଏସପିଙ୍କ ଠାରେ ମୃତାଙ୍କ ମା ସୋମବାର ଅଭିଯୋଗ…

ହନୁମାନ ଜୟନ୍ତୀରେ ଆକ୍ରମଣ, ହତ୍ୟାକାଣ୍ଡକୁ ନିନ୍ଦା

ଛତ୍ରପୁର,୨୪।୪(ଡି.ଏନ୍‌.ଏ.): ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ବେଳେ ସମନ୍ବୟ ସମିତି ପକ୍ଷରୁ ଆୟୋଜିତ ଶାନ୍ତିପୂର୍ଣ୍ଣ ବାଇକ୍‌ ଶୋଭାଯାତ୍ରା ବେଳେ ହୋଇଥିବା ଆକ୍ରମଣକୁ ହିନ୍ଦୁ ସମାଜ ପକ୍ଷରୁ ଦୃଢ଼…

ଦିଲ୍ଲୀ ମେୟର ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା: ମହିଳା କାଉନସିଲର ଭାଜପାରେ ସାମିଲ

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀରେ ହେବାକୁ ଥିବା ମେୟର ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି(ଏଏପି)କୁ ଝଟକା ଲାଗିଛି। ଆମ ଆଦମୀ ପାର୍ଟିର ମହିଳା କାଉନସିଲର ସୁନୀତା ଭାଜପାରେ ଯୋଗ…

ମମତାଙ୍କୁ ଭେଟିବେ ନୀତିଶ

କୋଲକାତା, ୨୪।୪: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳ ଏକଜୁଟ ହେବାରେ ଲାଗିଛନ୍ତି। ଆସନ୍ତା ନିର୍ବାଚନରେ ବିରୋଧୀ ଦଳ ଏକାଠି ହୋଇ ଦେଶରେ ଏନଡିଏ ସରକାରକୁ…