ଏରିଅଲର ‘ଶେୟାର ଦି ଲୋଡ୍‌’

ନୂଆଦିଲ୍ଲୀ,୨୬।୪: ଦେଶର ପ୍ରମୁଖ ଡିଟରଜେଣ୍ଟ ବ୍ରାଣ୍ଡ୍‌ ଏରିଏଲ ପକ୍ଷରୁ ଏକ ଅଭିନବ ଅଭିଯାନ ‘ଶେୟାର ଦି ଲୋଡ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୨୦୧୫ ପରଠାରୁ…

ଅବହେଳାରୁ ଅଟକିଛି କେନ୍ଦ୍ରୀୟ ବିଦ୍ୟାଳୟ

ଯୋଡ଼ା,୨୬।୪(ଡି.ଏନ.ଏ.) କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାକୁ ନେଇ ସରକାରଙ୍କ ଅବହେଳା ପଦାରେ ପଡ଼ିଛି। ଏନେଇ ଚମ୍ପୁଆରେ ଆନ୍ଦୋଳନ, ବନ୍ଦ ଡାକରା ପ୍ରଭୃତି ଅଞ୍ଚଳବାସୀ…

ମାରୁତି ସୁଜୁକିର ନ୍ୟୁ ସୁପର କ୍ୟାରି

ନୂଆଦିଲ୍ଲୀ,୨୬।୪: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌(ଏମ୍‌ଏସ୍‌ଆଇଏଲ୍‌)ର ଅପ୍‌ଗ୍ରେଡେଡ୍‌ ହାଲୁକା କମର୍ସିଆଲ ଭେଇକିଲ ନ୍ୟୁ ସୁପର କ୍ୟାରିର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।…

ପିଏମ୍‌ କେୟାର୍ସ ପାଣ୍ଠିର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ,୨୬ା୪(ପି.ଟି.): ପିଏମ୍‌ କେୟାର୍ସ ପାଣ୍ଠିରେ ବହୁତ କିଛି ଲୁଚାଛପାରେ ଚାଲିଥିବା କଂଗ୍ରେସ ଅଭିଯୋଗ କରିଛି। ଏଥିରେ କ’ଣ ପାଇଁ ସ୍ବଚ୍ଛତା କିମ୍ବା ଉତ୍ତରଦାୟିତ୍ୱ ନାହିଁ ବୋଲି ଦଳ…

ଯୋଗୀ ନିଜ ଉପରୁ କେତେ ମାମଲା ହଟାଇଛନ୍ତି: ଅଖିଳେଶ

ଲକ୍ଷ୍ନୌ,୨୬ା୪: ଗ୍ୟାଙ୍ଗ୍‌ଷ୍ଟର ଅତିକ୍‌ ଅହମ୍ମଦଙ୍କ ମୃତ୍ୟୁ ପରେ ଉତ୍ତର ପ୍ରଦେଶରେ ଦଙ୍ଗାକାରୀମାନଙ୍କ ଅବସାନ ଘଟିଛି ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୧୭ ପୂର୍ବର ସମାଜବାଦୀ ପାର୍ଟି (ଏସ୍‌ପି)…

କିଓସ୍କ ବ୍ୟାଙ୍କ ଠକେଇ, ହାତବାନ୍ଧି ବସିଛି ପୋଲିସ

ଫୁଲବାଣୀ ଅଫିସ,୨୬।୪: କନ୍ଧମାଳ ଜିଲା ଫୁଲବାଣୀ ସହରରେ ଥିବା କିଓସ୍କ ବ୍ୟାଙ୍କି ସଂସ୍ଥା ହିତାଧିକାରୀଙ୍କ ଲକ୍ଷାଧିକ ଟଙ୍କା ଉଠାଇ ନେବା ଘଟଣାକୁ ଆଉ ଦୁଇ ଦିନ ପରେ…

ଲିଙ୍ଗ ନିରୂପଣ ଆଧାରିତ ଗର୍ଭପାତ ଅସମାନତା ବଢ଼ାଇବ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨୬ା୪(ପି.ଟି.): ଲିଙ୍ଗ ନିରୂପଣ ଆଧାରିତ ଗର୍ଭପାତ ଦେଶରେ ଲିଙ୍ଗଗତ ଅସମାନତା ବଢ଼ାଇବ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଲୋକଙ୍କ ମାନସିକତାରେ ପରିବର୍ତ୍ତନ ନ ଆସିବା ପର୍ଯ୍ୟନ୍ତ ଏଭଳି…

ଭାରତୀୟ ବଂଶୋଦ୍ଭବଙ୍କୁ ଆଜି ଫାଶୀ ଦେବ ସିଙ୍ଗାପୁର

ସିଙ୍ଗାପୁର,୨୬ା୪ : ନିଶା ଚୋରା କାରବାର ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବା ଭାରତୀୟ ବଂଶୋଦ୍ଭବ ଟାଙ୍ଗାରାଜୁ ସୁପିଆଙ୍କୁ ସିଙ୍ଗାପୁର ସରକାର ବୁଧବାର ଫାଶୀ ଦେବାକୁ ଯାଉଛି। ମୃତ୍ୟୁଦଣ୍ଡକୁ ବିରୋଧ…

ପୁଟିନ୍‌ଙ୍କ ଗିରଫ ପରଓ୍ବାନାକୁ ନେଇ ଚିନ୍ତାରେ ରୁଷିଆ

ମସ୍କୋ,୨୬ା୪ : ଯୁଦ୍ଧ ଅପରାଧ ଅଭିଯୋଗରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ଙ୍କ ବିରୋଧରେ ଅନ୍ତର୍ଜାତୀୟ ଫୌଜଦାରି କୋର୍ଟ (ଆଇସିସି) ଗତ ମାସରେ ଗିରଫ ପରଓ୍ବାନା ଜାରି କରିଥିବାରୁ…

‘ଶିକ୍ଷା, ଦକ୍ଷତା ବିକାଶକୁ ନେଇ ଭାରତ-ସିଙ୍ଗାପୁର କାମ କରିବେ’

ଭୁବନେଶ୍ୱର ୨୬।୪ (ବ୍ୟୁରୋ): ନୂଆ ଜାତୀୟ ଶିକ୍ଷାନୀତି ଆଧାରରେ ଦେଶର ଯୁବବର୍ଗଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଶିକ୍ଷା ଓ ଦକ୍ଷତା ପରିସଂସ୍ଥାନର ରୂପାନ୍ତରଣ ପାଇଁ…