ଟ୍ରମ୍ଫଙ୍କ ଉପରେ ବଳାତ୍କାର ଅଭିଯୋଗ ଆଣିଲେ ପୂର୍ବତନ ସ୍ତମ୍ଭକାର

ଓ୍ବାଶିଂଟନ,୨୬।୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଅଡୁଆ କମିବାର ନାଁ ନେଉନି। ଟ୍ରମ୍ଫ ଏବେ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି। ହେଲେ…

ବ୍ରିଟେନରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଓଡ଼ିଶାର ବିଶ୍ୱନାଥ ଦେଲେ ୨୫୦ କୋଟି…

ଲଣ୍ଡନ,୨୬।୪ : ଲଣ୍ଡନରେ ବ୍ରିଟେନର ପ୍ରଥମ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଜଣେ ମୂଳ ଭାରତୀୟ କୋଟିପତି ୨୫୦ କୋଟି ଟଙ୍କା ଦାନ କରିଛନ୍ତି। ଏହି ମନ୍ଦିର…

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ, ପୋଲିସ କମିଶନରଙ୍କୁ ନୋଟିସ

କଟକ ଅଫିସ,୨୬।୪: କଟକ, ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ବାୟୁ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି। ଅଧିକାଂଶ ବାୟୁ ପ୍ରଦୂଷଣ ଗାଡ଼ି ଚଳାଚଳ ଯୋଗୁ ହେଉଥିବା…

ଗୋଟିଏ ଦିନରେ ୪୪ ପ୍ରତିଶତ ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଆସନରୁ ଏକନାଥଙ୍କର ହେବ ଛୁଟି!

ମୁମ୍ବାଇ,୨୬।୪: ମହାରାଷ୍ଟ୍ରର ଏକନାଥ ଶିନ୍ଦେ ସରକାରଙ୍କୁ ନେଇ କିଛିଦିନ ହେବ ଚର୍ଚ୍ଚା ଯୋର ଧରିଛି। ଇତିମଧ୍ୟରେ ଶିବାସନା(ୟୁବିଟି) ଏକ ବଡ ଦାବି କରିଛି। ଶିବସେନା (ୟୁବିଟି) ଦାବି…

ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ନିର୍ଦ୍ଦେଶ

କଟକ ଅଫିସ,୨୬।୪: ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗରେ ୫ ସଦସ୍ୟ ପଦ ଖାଲି ପଡ଼ିବା ସମ୍ପର୍କିତ ଏକ ଜନସ୍ବାର୍ଥ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି।…

ସଂରକ୍ଷଣ ନେଇ ଲୋକଙ୍କୁ ଠକୁଛି ଭାଜପା: କଂଗ୍ରେସ…

ନୂଆଦିଲ୍ଲୀ,୨୬।୪ : ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ କର୍ନାଟକରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏଭଳି ପରିସ୍ଥିତିରେ ସମସ୍ତ ଦଳର ନେତାମାନେ ପରସ୍ପର ଉପରେ…

କନ୍ୟାଘର ଆଗରୁ ବରକୁ ଉଠାଇନେଲା ପୋଲିସ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ବିବାହ ଉତ୍ସବ ପାଇଁ କନ୍ୟାପକ୍ଷ ସଜବାଜ ହୋଇଥିଲେ। ଗ୍ରାମରେ ବର ସମେତ ବରଯାତ୍ରୀ ମଧ୍ୟ ପହଞ୍ଚତ୍ ଯାଇଥିଲେ। ବାଜା ବାଜିବା ସହ ବାଣ ବି ଫୁଟିଥିଲା।…

ଜାପାନ ସ୍ପେସକ୍ରାଫ୍ଟ ସହିତ ସମ୍ପର୍କ ବିଛିନ୍ନ…

ଟୋକିଓ,୨୬।୪ : ଭାରତର ବିକ୍ରମ ଲାଣ୍ଡର ପରି ଜାପାନର ଏକ ସ୍ପେସକ୍ରାଫ୍ଟ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଚନ୍ଦ୍ରରେ ଅବତରଣ କରିବାରେ ଜାପାନର ସ୍ବପ୍ନ ପୂରଣ ହୋଇ ପାରି…

ଅବହେଳିତ ପାତାଳି ଶ୍ରୀକ୍ଷେତ୍ର

ସୋନପୁର,୨୬।୪ (ନି.ପ୍ର.) ସୁବର୍ଣ୍ଣପୁର ଜିଲା କୋଟ ସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ର ହେଉଛି ପଶ୍ଚିମ ଓଡିଶାର ଅନ୍ୟତମ ଧାର୍ମିକ ପର୍ଯ୍ୟଟନସ୍ଥଳୀ। ପାତାଳି ଶ୍ରୀକ୍ଷେତ୍ରର ରହିଛି ଅନେକ ଖ୍ୟାତି। କିମ୍ବଦନ୍ତୀ…