ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ଗୃହରେ ହଙ୍ଗାମା: ଅପରାହ୍ନ ୨ଟା ଯାଏ ଲୋକ ସଭା ସ୍ଥଗିତ

ନୂଆଦିଲ୍ଲୀ,୧୪।୩: ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ସଂସଦରେ ହଟ୍ଟଗୋଳ ହୋଇଛି। ଲୋକ ସଭାରେ ପ୍ରଶ୍ନକାଳ ଆରମ୍ଭରୁ  ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ବିରୋଧୀ ହଙ୍ଗମା କରିଥିଲେ। ଯାହା…

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭଗବାନ କୃଷ୍ଣଙ୍କ ସହ ତୁଳନା କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୪।୩: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭଗବାନ କୃଷ୍ଣଙ୍କ ସହ ତୁଳନା କରିଛନ୍ତି। ଏଥିସହ କେନ୍ଦ୍ର ମନ୍ତ୍ରୀ ଉତ୍ତରପ୍ରଦେଶର ଆଇନ ଶୃଙ୍ଖଳା…

ଖାତା ବୋଝେଇ ଗାଡ଼ିରେ ନିଶା ସାମଗ୍ରୀ, ୩ ଗିରଫ

ପଦ୍ମପୁର,୧୪।୩(ଡି.ଏନ.ଏ.): ଏକ ଖାତା ବୋଝେଇ ବୋଲେରୋ (ନଂ. ଓଡି୧୭ଭି/୮୬୮୭) ଯୋଗେ କଟକରୁ ବରଗଡ଼କୁ ବ୍ୟାପକ କଫ୍‌ ସିରପ୍‌ ଓ ନିଶା ଇଞ୍ଜେକସନ ଚୋରା ଚାଲାଣ ବେଳେ ପଦ୍ମପୁର…

ରୁଷିଆ-ୟୁକ୍ରେନକୁ ନେଇ ବଡ଼ ଯୋଜନା କରୁଛନ୍ତି ଚାଇନା ରାଷ୍ଟ୍ରପତି

ବେଜିଂ,୧୪।୩: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ରୁଷିଆ ଗସ୍ତରେ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ମସ୍କୋରେ ସେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ। ସି ଜିନପିଙ୍ଗଙ୍କ ଏହି…

ଅଙ୍ଗନୱାଡି କର୍ମୀଙ୍କୁ ଢାଲ କରି ସାଇବର ଠକେଇ

ବରଗଡ଼ ଅଫିସ୍‌,୧୪।୩: ବରଗଡ଼ ଜିଲାରେ ଅଙ୍ଗନୱାଡ଼ି କର୍ମୀଙ୍କୁ ଢ଼ାଲ କରି ଜଣେ ହିତାଧିକାରୀଙ୍କଠାରୁ ୪୫୦୦ ଟଙ୍କା ଠକେଇ ହୋଇଛି। ଏ ନେଇ ସୋମବାର ବରଗଡ଼ ବ୍ଲକ ତୋରା…

ରକ୍ତ କର୍କଟରେ ଆକ୍ରାନ୍ତ, ଚିକିତ୍ସାରେ ଅର୍ଥ ବାଧକ

ରାଉରକେଲା ଅଫିସ,୧୪।୩: ରାଉରକେଲା ସେକ୍ଟର-୧୬ରେ ରହୁଥିବା ଗରିବ ମହିଳା ସୁବର୍ଣ୍ଣମାଳା ପଟ୍ଟନାୟକ ରକ୍ତ କର୍କଟରେ ପୀଡ଼ିତ ଅଛନ୍ତି। ଏହି ରୋଗର ଉଚ୍ଚତର ଚିକିତ୍ସା ପାଇଁ ଅଧିକ ଅର୍ଥ…

ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବୃଦ୍ଧଙ୍କ ମୃତ୍ୟୁ

ଭଦ୍ରକ ଅଫିସ,୧୪।୩: ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପରିସରରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଚରମ୍ପା ଅଞ୍ଚଳର ଶେଖ ସୋବାନ ବୋଲି ଜଣାପଡିଛି । ମଙ୍ଗଳବାର…

ଭଗବାନ ଶ୍ରୀକୃଷ୍ଣଙ୍କୁ ବିବାହ କଲେ ଯୁବତୀ

ଲକ୍ଷ୍ନୌ,୧୪।୩: ଉତ୍ତରପ୍ରଦେଶର ଅରୌୟା ଜିଲାରେ ଜଣେ ଯୁବତୀ ଭଗବାନ କୃଷ୍ଣଙ୍କୁ ବିବାହ କରିଛନ୍ତି। ସମସ୍ତ ରୀତିନୀତି ସହିତ ବିବାହ ସମ୍ପନ୍ନ ହୋଇଛି। ଅରୌୟା ନିବାସୀ ରକ୍ଷା ସୋଲାଙ୍କିଙ୍କ…

ଦମ୍ପତିଙ୍କ ନାମରେ ମାମଲା, ସ୍ବାମୀ ଗିରଫ

ଢେଙ୍କାନାଳ ଅଫିସ,୧୪ା୩: ଢେଙ୍କାନାଳ ସହରସ୍ଥିତ ଏକ ବ୍ୟାଙ୍କରେ ଥିବା ଟାଉନ ପ୍ଲାନିଂ ଅଞ୍ଚଳର ଶୁକଦେବ ନାୟକଙ୍କ ଫିକ୍ସଡ୍‌ ଡିପୋଜିଟ୍‌କୁ ଚଞ୍ଚକତା କରି ଭାଙ୍ଗି ୩୭ ଲକ୍ଷ ଟଙ୍କା…