ମେ’୨୧ ସୁଦ୍ଧା ବ୍ରଜଭୂଷଣଙ୍କୁ ଗିରଫ କରିବାକୁ ଦାବି

ନୂଆଦିଲ୍ଲୀ,୭।୫: ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ମୁଖ୍ୟ ବ୍ରଜଭୂଷଣ ଶରଣ ସିଂଙ୍କ ବିରୋଧରେ ଦିଲ୍ଲୀରେ ଯନ୍ତରମନ୍ତରରେ କୁସ୍ତିଯୋଦ୍ଧା ଧାରଣାରେ ବସିଛନ୍ତି। ଏହି ସମୟରେ କୁସ୍ତିଯୋଦ୍ଧାଙ୍କ ସପକ୍ଷରେ ଦିଲ୍ଲୀରେ…

ଜେଲରେ ଥାଇ ଜ୍ୟାକଲିନଙ୍କୁ ଚିଠି ଲେଖିଲେ ସୁକେଶ

ମୁମ୍ବାଇ: ୨୦୦ କୋଟି ଠକେଇ ମାମଲାରେ ତିହାର ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖରଙ୍କ ନାମ ପ୍ରାୟତଃ ଚର୍ଚ୍ଚାରେ ଥାଏ। ସୁକେଶଙ୍କ କାରଣରୁ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ…

୫୬ ରନରେ ଜିତିଲା ଜିଟି…

ଅହମଦାବାଦ,୭।୫ : ଆଇପିଏଲ ୨୦୨୩ର ୫୧ ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ(ଜିଟି) ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି)କୁ ୫୬ ରନରେ ପରାଜିତ କରିଛି। ଧାର୍ଯ୍ୟ ଲକ୍ଷ୍ୟର ବିଛା କରି…

ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୭।୫(ଡି.ଏନ.ଏ.): ଦିଗପହଣ୍ଡି ଥାନା ଅନ୍ତର୍ଗତ କୁଶପଡା ଗ୍ରାମରେ ଠାକୁରାଣୀ ଯାତ୍ରା ଚାଲିଥିବା ବେଳେ ପୋଲିସ ଗ୍ରାମର ବଡସାହିର ଏକ ଘରୁ ଜଣେ ଯୁବକଙ୍କ ମୃତଦେହ ଜବତ କରିବା…

ଟସ ଜିତିଲା ଆରଆର, ପ୍ରଥମେ ବ୍ୟାଟିଂ…

ଜୟପୁର,୭।୫ : ଆଇପିଏଲ ୨୦୨୩ର ୫୨ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ମଧ୍ୟରେ ରବିବାର ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ…

ଉଡାଣ ଭରିବା ପୂର୍ବରୁ ଇଞ୍ଜିନରେ ଲାଗିଲା ନିଆଁ

ବ୍ରାସିଲିଆ,୭।୫: ବ୍ରାଜିଲର ରନୱେରେ ଉଡାଣ ଭରିବା ପୂର୍ବରୁ ଏକ ବିମାନ ଇଞ୍ଜିନରେ ନିଆଁ ଲାଗିଯିବାରୁ ପାଇଲଟ ବିମାନକୁ ଅଟକାଇ ଦେଇଥିଲେ। ମେ’୪ ତାରିଖରେ ରିଓ ଡି ଜେନେରିଓର…

ଅତିବଡି ପୁରସ୍କାର ଘୋଷଣା

ଭୁବନେଶ୍ୱର,୭।୫(ବ୍ୟୁରୋ): ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରଦତ୍ତ ଅତିବଡି ପୁରସ୍କାର ରବିବାର ଘୋଷଣା ହୋଇଛି। ୨୦୨୧ ବର୍ଷ ପାଇଁ ପ୍ରତିଭା ରାୟ, ୨୦୨୨ ପାଇଁ ସୀତାକାନ୍ତ ମହାପାତ୍ର,…

ଭାରତ ସୀମାରେ ୧୦ ମିନିଟ୍‌ ପର୍ଯ୍ୟନ୍ତ ଅଟକି ରହିଲା ପାକିସ୍ତାନ ବିମାନ

ନୂଆଦିଲ୍ଲୀ,୭।୫: ପାକିସ୍ତାନ ଏୟାରଲାଇନ୍ସର ଏକ ବିମାନ ହଠାତ୍‌ ଭାରତ ବାୟୁସୀମାରେ ପ୍ରବେଶ କରିଛି। ଏନେଇ ଭାରତରେ ଉତ୍ତେଜନା ଦେଖାଦେଇଥିବା ଜଣାପଡିଛି। ଏହି ପାକିସ୍ତାନୀ ବିମାନ ପ୍ରାୟ ଦଶ…

ମୋଦିଙ୍କ ଜ୍ୟାକେଟ ପ୍ରସିଦ୍ଧି ହାସଲ କରିଛି, ଦିନରେ ୪ ଥର କରନ୍ତି ପରିବର୍ତ୍ତନ: ଖାର୍ଗେଙ୍କ କଟାକ୍ଷ…

ବେଙ୍ଗାଲୁରୁ,୭।୫ : ୨୨୪ ଆସନ ବିଶିଷ୍ଟ କର୍ନାଟକ ବିଧାନସଭା ନିର୍ବାଚନକୁ ତିନି ଦିନରୁ କମ ସମୟ ବାକି ଅଛି। ଏଭଳି ପରିସ୍ଥିତିରେ ରାଜନୈତିକ ଦଳ ଏବଂ ନେତାମାନେ…

୮ରେ ଲଘୁଚାପ କ୍ଷେତ୍ରର ରୂପ ନେବ ଘୂର୍ଣ୍ଣିଝଡ

ଭୁବନେଶ୍ୱର,୭।୫(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ଆସନ୍ତାକାଲି ସୁଦ୍ଧା ଲଘୁଚାପ କ୍ଷେତ୍ର ରୂପ ନେବ। ପରେ ଅଧିକ ଘନୀଭୂତ ହୋଇ ୯ ତାରିଖ ସୁଦ୍ଧା ଅବପାତ ଓ…