ନିର୍ବାଚନ ଫଳାଫଳ ନେଇ ଆମେ ଖୁସି ନୁହଁ, ଆମ ଘରକୁ ଆସନି: ଶିବକୁମାର…

ବେଙ୍ଗାଲୁରୁ,୨୧।୫ : କର୍ନାଟକରେ ସିଦ୍ଦାରାମାୟା ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଚେୟାରରେ ବସିଥିବାବେଳେ ଡି.କେ ଶିବକୁମାରଙ୍କୁ ଉପମୁଖ୍ୟ ମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ହେବାକୁ ପଡିଛି। କର୍ନାଟକ ବିଧାନସଭା…

ଟସ ଜିତିଲା ଏମଆଇ, ପ୍ରଥମେ ବୋଲିଂ…

ମୁମ୍ବାଇ,୨୧।୫ : ଆଇପିଏଲ ୨୦୨୩ର ୬୯ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ ) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ମଧ୍ୟରେ ଖେଳାଯାଉଛି। ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ…

କୌଣସି ଭାଜପା ନେତାଙ୍କର ଆତଙ୍କବାଦୀ ଆକ୍ରମଣରେ ହୋଇନାହିଁ ମୃତ୍ୟୁ: ସିଦ୍ଦାରାମାୟା…

ବେଙ୍ଗାଲୁରୁ,୨୧।୫ : କର୍ନାଟକର ନୂତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀରେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଆତଙ୍କବାଦ…

ଜି-୭ରେ ଚାଇନାକୁ ମୋଦିଙ୍କ ଟାର୍ଗେଟ: ସୀମାରେ ଯଥାସ୍ଥିତି ପରିବର୍ତ୍ତନ ବିରୋଧରେ ସ୍ବର ଉତ୍ତୋଳନ ଜରୁରୀ…

ଟୋକିଓ,୨୧।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜାପାନର ଜି-୭ରେ  ଦେଇଥିବା ବିବୃତ୍ତିରେ କହିଛନ୍ତି ୟୁକ୍ରେନର ସାମ୍ପ୍ରତିକ ପରିସ୍ଥିତି ରାଜନୈତିକ କିମ୍ବା ଅର୍ଥନୈତିକ ପ୍ରସଙ୍ଗ ନୁହେଁ, କିନ୍ତୁ…

ଅତାବିରାରେ ପହଞ୍ଚିଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍‌

ସରଣ୍ଡା,୨୧ା୫(ଡି.ଏନ୍‌.ଏ.): ଛତିଶଗଡ଼ ପରେ ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍‌ ପହଞ୍ଚିଛନ୍ତି। ଏହି ଟିମ୍‌ ଜଳବିବାଦ ମାମଲାରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏହି ଟିମ୍‌ରେ…

ମି. ଡୁଡଲ୍‌ଙ୍କ ଡୁଡଲ୍‌ ଆର୍ଟ ଘର

ଇଂଲଣ୍ଡର ସାମ୍‌ କକ୍ସ କଳା ଧଳା ଡୁଡଲ୍‌ ଆର୍ଟ କରିବାରେ ବେଶ୍‌ ଧୁରିଣ। ସେ ଏକ ଡୁଡଲ ପପ୍‌ ଅପ୍‌ ଦୋକାନ ବି କରିଛନ୍ତି। ଡୁଡଲ୍‌ ଆର୍ଟ…

ମହାକାଶରେ ରେଷ୍ଟୁରାଣ୍ଟ

  ସବୁବେଳେ ଘରେ ଖାଇ ଖାଇ ଯେବେ ବୋର୍‌ ଲାଗେ ଆମେ କୌଣସି ଭଲ ରେଷ୍ଟୁରାଣ୍ଟକୁ ଯାଉ ଅବା ବଣଭୋଜି କରିବାକୁ ଯାଉ। ଅର୍ଥାତ୍‌ ମଣିଷ ଚାହେଁ…

ଆଇପିଏଲ ୨୦୨୩ର ଶେଷ ଲିଗ ମ୍ୟାଚରେ ଜିଟି-ଆରସିବି ମୁହାଁମୁହିଁ, ବର୍ଷା ଆଶଙ୍କା…

ବେଙ୍ଗାଲୁରୁ,୨୧।୫ : ଆଇପିଏଲ ୨୦୨୩ର ୭୦ ତମ ତଥା ଶେଷ ଲିଗ ମ୍ୟାଚ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଏବଂ ଗୁଜରାଟ ଟାଇଟାନ୍ସ(ଜିଟି)ମଧ୍ୟରେ…

ଏମିତି ଗାଁ ଯେଉଁଠି ଝିଅ ହେଇଯାଏ ପୁଅ

ବେଳେବେଳେ ଆମେ ଏମିତି କିଛି ଘଟଣା ସମ୍ପର୍କରେ ଶୁଣୁ ଯାହାକୁ ବିଶ୍ୱାସ କରି ହୁଏନା। ସେମିତି ଏକ କଥା ସମ୍ପର୍କରେ ଆମେ ଏଠାରେ କହୁଛୁ। ସାଧାରଣତଃ ତରୁଣ…

ରାଜଧାନୀରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ରାଜଧାନୀ ବ୍ରାଉନସୁଗାର ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଗଲାଣି। ୟୁନିଟ ୮ରେ ଥିବା ଏକ ଘରୁ ଏସ୍‌ଟିଏଫ୍‌ ଟିମ୍‌ ୧ କେଜି ୧ ଶହ ୭ ଗ୍ରାମ ବ୍ରାଉନସୁଗାର…