ଯୌତୁକ ମାମଲାର ତଦନ୍ତ ବେଳେ ପୋଲିସକୁ ଆକ୍ରମଣ ୫ ଗିରଫ, ବାଳସୁଧାର ଗୃହକୁ ଗଲେ ନାବାଳକ

ବ୍ରହ୍ମପୁର ଅଫିସ,୨୩ା୫: ଗୋଷାଣିନୂଆଗାଁ ଥାନା ଅଞ୍ଚଳରେ ଏକ ଯୌତୁକ ନିର୍ଯାତନା ମାମଲାର ତଦନ୍ତ କରିବାକୁ ଯାଇଥିବା ମହିଳା ଥାନା ପୋଲିସକୁ ଆକ୍ରମଣ କରାଯାଇଛି। ଏସ୍‌ଆଇ ଝୁନୁବାଳା ସାସମଲଙ୍କ…

ପାକିସ୍ତାନରେ ଖବରଦାତା ନିର୍ଯାତିତ…

ଇସଲାମାବାଦ,୨୩।୫ : ପାକିସ୍ତାନରେ ଖବରଦାତାଙ୍କ ଅବସ୍ଥା ଭଲ ନାହିଁ। ସେମାନେ ନିର୍ଯାତିତ ହେଉଛନ୍ତି! ସେମାନଙ୍କୁ କର୍ତ୍ତୃପକ୍ଷଙ୍କ ଦ୍ୱାରା ହଇରାଣ କରାଯାଉଛି। ଦେଶରେ ଖବରଦାତାଙ୍କ ପ୍ରତି ବିପଦ ଦିନକୁ…

ବିରାଟ ଆର୍‌ସିବି ଛାଡି ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳନ୍ତୁ: କେଭିନ୍‌ ପିଟରଶନ

ନୂଆଦିଲ୍ଲୀ,୨୩।୫: ବିରାଟ କୋହଲି ୨୦୦୮ରୁ ଆର୍‌ସିବି ପାଇଁ ଖେଳି ଆସୁଛନ୍ତି। ଏହି ୧୬ସିଜିନ୍‌ ମଧ୍ୟରେ ସେ ଟିମ୍‌ ପାଇଁ ୭୫୦୦ରୁ ଅଧିକ ରନ୍‌ କରିଛନ୍ତି। ୧୬ତମ ସିଜିନ୍‌ରେ…

ଟାଇଫୁନ ମାୱାର: ଗୁଆମରେ ଲକଡାଉନ ଘୋଷଣା…

ହୋନୋଲୁଲୁ,୨୩।୫ : ମାଇକ୍ରୋନେସିଆରେ ଅବସ୍ଥିତ ଆମେରିକାର ଦ୍ୱୀପପୁଞ୍ଜ ଗୁଆମରେ ଟାଇଫୁନ ମାୱାର ଲ୍ୟାଣ୍ଡଫଳ କରିବ ବୋଲି ପୂର୍ବାନୁମାନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଯେଉଁମାନଙ୍କର ଘର…

ବିଧାୟକ କିଣି ସରକାର ଗଠନ କରୁଛି ଭାଜପା: କେଜରିଓ୍ବାଲ…

ନୂଆଦିଲ୍ଲୀ,୨୩।୫ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତିି। ସେ କହିଛନ୍ତି ଭାଜପା ଦଳ…

୨୦୦୦ ଟଙ୍କିଆ ବଦଳାଇବା ନେଇ ଆବେଦନକାରୀଙ୍କ ଯୁକ୍ତି, ଦୁର୍ନୀତିଗ୍ରସ୍ତଙ୍କର ହେବ ଲାଭ, ରାୟ ସଂରକ୍ଷଣ କଲେ ହାଇକୋର୍ଟ…

ନୂଆଦିଲ୍ଲୀ,୨୩।୫ : ପରିଚୟ ପତ୍ର ନ ଦେଖି ଦୁଇ ହଜାର ଟଙ୍କିଆ ନୋଟ ବଦଳାଇବା ବିରୋଧରେ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ରାୟ ସଂରକ୍ଷିତ ରଖି ଛନ୍ତି।…

ୟୁପିଏସ୍‌ସି ପରୀକ୍ଷା ରେ ଉତ୍ତୀର୍ଣ ହୋଇ କଳାହାଣ୍ଡି ପାଇଁ ଗୌରବ ଆଣିଲେ ପ୍ରଥମା ପ୍ରତୀକ୍ଷା ପ୍ରଧାନ

ଭବାନୀପାଟଣା,୨୩।୫(ସ୍ବ.ପ୍ର.): କଥାରେ ଅଛି ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। ଠିକ ଏହି ଉକ୍ତିଟି ପରି କଳାହାଣ୍ଡି ଜିଲା ଭଳି ଏକ ଆଦିବାସୀ…

ରାଶିଫଳ: ବୁଧବାର, ମେ ୨୪ ତାରିଖ – Daily Horoscope

ମେଷ ଆଜି ପୂର୍ବବିବାଦକୁ କେନ୍ଦ୍ରକରି ଶତ୍ରୁମାନଙ୍କ ଦ୍ୱାରା ପୀଡ଼ିତ ହୋଇପାରନ୍ତି। ସ୍ବାସ୍ଥ୍ୟ ଓ ପିଲାମାନଙ୍କ ବିବାହ ସମ୍ପର୍କୀୟ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିବେ। ଜଣେ…

କୋରାପୁଟ ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମଡ଼

କୋରାପୁଟ,୨୩।୫(ସ୍ବ.ପ୍ର.): କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କ ଗାଡ଼ିକୁ ମଙ୍ଗଳବାର ଅଣ୍ଡାମାଡ଼ ହୋଇଛି। ତାଙ୍କ ନିର୍ବାଚନମଣ୍ଡଳୀ ଲମତାପୁଟ ବ୍ଲକରେ ନୂତନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଉଦ୍‌ଘାଟନ କରିବା ପାଇଁ…

ଜ୍ୱାଳାମୁଖୀ ମନ୍ଦିରରେ ୨ ହଜାର ଟଙ୍କିଆର ୮ ଲକ୍ଷ ଟଙ୍କା ଦାନ କଲେ ଭକ୍ତ…

ଶିମଲା,୨୩।୫ : ଭାରତରେ ୨୦୦୦ ଟଙ୍କିଆ ନୋଟ ଉପରେ ନିଷେଧାଦେଶ ଖବର ପାଇବା ପରେ ଜଣେ ଭକ୍ତ ହିମାଚଳ ପ୍ରଦେଶର ମା ଜ୍ୱାଳାମୁଖୀ ମନ୍ଦିରରେ ୨୦୦୦ ଟଙ୍କିଆ…