ଓକାୟା ଇଭିକୁ ପର୍ଯ୍ୟାୟ ୨ପ୍ରମାଣପତ୍ର

ନୂଆଦିଲ୍ଲୀ,୩୧।୩:ଦେଶର ପ୍ରମୁଖ ୨ଚକିଆ ବୈଦ୍ୟୁତିକ ଯାନ ନିର୍ମାତା ‘ଓକାୟା ଇଲେକ୍ଟ୍ରିକ ଭେଇକିଲ(ଇଭି)ର ଏଆଇଏସ୍‌ ୧୫୬ ସଂଶୋଧନ ୩ୟ ପର୍ଯ୍ୟାୟର ୨ୟ ପ୍ରମାଣପତ୍ର ହାସଲ କରିଛି, ଯାହା ବୈଦ୍ୟୁତିକ…

ସ୍ମାଇଲ ଗୋଲ୍ଡର ୨ୟ ପୂର୍ତ୍ତି ଉତ୍ସବ

ଭୁବନେଶ୍ୱର,୩୧।୩:ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ଦ୍ୱିତୀୟ ପୂର୍ତ୍ତି ଉତ୍ସବ ଗୁରୁବାର ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ମାଇଲ ଗୋଲ୍ଡର ପରିଚାଳନା ନିର୍ଦ୍ଦେଶକ…

ଶାଓମି ଇଣ୍ଡିଆ ସହ ୱିର ସହଭାଗିତା

ନୂଆଦିଲ୍ଲୀ,୩୧।୩:ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଶାଓମି ଇଣ୍ଡିଆ ସହ ଭୋଡାଫୋନ୍‌-ଆଇଡିଆ (ୱି) ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ସହଭାଗିତା ସ୍ଥାପନ କରାଯାଇଛି। ବିଶେଷକରି ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ୫ଜି ଅନୁଭୂିତି ପ୍ରଦାନ…

ଲିଙ୍ଗଗତ ସମାନତା ପ୍ରତି ଗୁରୁତ୍ୱାରୋପ

ଭୁବନେଶ୍ୱର,୩୧।୩:ଦେଶର ସର୍ବବୃହତ୍‌ ଆଲୁମିନିୟମ ଉପତ୍ାଦନକାରୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ମାସେବ୍ୟାପୀ ଏକ ଅଭିନବ ଉତ୍ସବ ପାଳନ କରାଯାଇଥିଲା। ଏପରିକି ସମାନତା କର୍ମକ୍ଷେତ୍ର ପ୍ରଥା ମୂଳଦୁଆ ଉପରେ ଆଧାରିତ…

ଏମ୍‌ଏଏଚ୍‌ଏସ୍‌ଆର୍‌ ପ୍ରକଳ୍ପକୁ ୧୮,୭୫୦ କୋଟି ଦେବ ଜିକା

ନୂଆଦିଲ୍ଲୀ,୩୧।୩:ଦେଶର ବୁଲେଟ୍‌ ଟ୍ରେନ ପ୍ରକଳ୍ପର ଅଗ୍ରଗତି ପାଇଁ ଜାପାନ ଇଣ୍ଟରନ୍ୟାଶନାଲ କୋଅପରେଶନ ଏଜେନ୍ସି (ଜେଆଇସିଏ) ଅଫିସିଆଲ୍‌ ଡେଭଲପମେଣ୍ଟ ଆସିଷ୍ଟାଣ୍ଟ (ଓଡିଏ) ଜରିଆରେ ଭାରତକୁ ୩୦୦ ବିଲିୟନ ୟେନ୍‌…

ସାଂସ୍କୃତିକ ଦଳ ଚୟନ ପ୍ରକ୍ରିୟା ନେଇ ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ,୩୧ା୩: ଏପ୍ରିଲ ୩ରେ ଜଗତ୍‌ସିଂହପୁର ଜିଲା ପ୍ରତିଷ୍ଠା ଦିବସ। ଏନେଇ ପ୍ରସ୍ତୁତି ଏକପ୍ରକାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। କିନ୍ତୁ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ପ୍ରକାଶିତ…

ବେଳାଭୂମି ଜଙ୍ଗଲରୁ ଭୂତଳ ଜଳ ଲୁଟ୍‌

ପାରାଦୀପ,୩୧ା୩ (ସ୍ବ.ପ୍ର.): ପାରାଦୀପର ଷଣ୍ଢକୁଦଠାରୁ ତ୍ରିଲୋଚନପୁର ଗ୍ରାମ ପର୍ଯ୍ୟନ୍ତ ବେଳାଭୂମି ସୁରକ୍ଷା ରାସ୍ତାର ଦୁଇ ପାଶର୍‌ବରୁ ବାଲି ସହ ଜଙ୍ଗଲରୁ ଭୂତଳ ଜଳ ଉଠାଣ ଓ ଝାଉଁ…

ଦହି: ମୁଣ୍ଡ ନୁଆଇଲା ଏଫ୍‌ଏସ୍‌ଏସ୍‌ଏଆଇ

ନୂଆଦିଲ୍ଲୀ/ଚେନ୍ନାଇ/ବେଙ୍ଗାଲୁରୁ,୩୧ା୩:ନିର୍ବାଚନମୁହଁା କର୍ନାଟକ ସମେତ ତାମିଲନାଡୁ ଓ କେରଳରେ ଆଞ୍ଚଳିକ ଭାଷାଭାଷୀ ଗୋଷ୍ଠୀ ଏବଂ ରାଜନୈତିକ ଦଳଗୁଡ଼ିକର କଡ଼ା ବିରୋଧ ପରେ ଫୁଡ୍‌ ସିକ୍ୟୁରିଟି ଆଣ୍ଡ୍‌ ଷ୍ଟାଣ୍ଡାଡର୍‌ସ ଅଥରିଟି…

‘ରାହୁଲ ଗାନ୍ଧୀ’ଙ୍କ ସମାନ ନାଁକୁ ବି ଅଯୋଗ୍ୟ ଘୋଷିତ କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୩୧ ।୩: ରାହୁଲ ଗାନ୍ଧୀଙ୍କ ନାମ ସହ ଯୋଡି ହୋଇଥିବା ଆଉ ଏକ ମାଲା ସାମ୍ନାକୁ ଆସିଛି । ନିର୍ବାଚନ କମିଶନ ରାହୁଲ ଗାନ୍ଧୀଙ୍କ ସମାନ ନାମକୁ…

୩୧ ମୃତବ୍ୟକ୍ତିଙ୍କ ନାଁରେ ୮୭ ବୀମା ପଲିସି

ରାଜକୋଟ, ୩୧ା୩:ଗୁଜରାଟର ଆମ୍ରେଲି ଜିଲାରୁ ଜାଲ୍‌ ଆଧାର କାର୍ଡ ଜରିଆରେ ଜୀବନ ବୀମା କରୁଥିବା ଏକ ର଼୍ୟାକେଟର ପର୍ଦ୍ଦାଫାସ ହୋଇଛି। ୩୧ଟି ଘରୋଇ ଓ ସରକାରୀ ବୀମା…