୩୦ ମିନିଟ୍‌ରେ ସର୍ବାଧିକ ୫୪୦୦ ଥର ବିଜୁଳି

ଭୁବନେଶ୍ୱର,୩୦।୩(ବ୍ୟୁରୋ): ଆସୁଛି ଆଉ ଏକ ପଶ୍ଚିମା ଝଡ଼। ଏପ୍ରିଲ ୨ତାରିଖ ବେଳକୁ ଭାରତର ଉତ୍ତର-ପଶ୍ଚିମ ଭାଗକୁ ଏକ ନୂଆ ପଶ୍ଚିମା ଝଡ଼ ପ୍ରଭାବିତ କରିବାର ସମ୍ଭାବନା ରହିଛି।…

ସୁଇସାଇଡ୍‌ ନୋଟର ପ୍ରଥମ ପୃଷ୍ଠା ଗାଏବ

କୋରେଇ,୩୦ା୩(ଡି.ଏନ.ଏ.):ଯାଜପୁର ଜିଲା କୋରେଇ ଥାନା ଅଧୀନ ରଗଡ଼ି ସରକାରୀ ପଲିଟେକନିକ କଲେଜର ୩ୟ ବର୍ଷ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଛାତ୍ରୀ ରୋଜାଲିନ ପାତ୍ର(୧୮) କଲେଜ ମଧ୍ୟରେ ଥିବା ବିରଜା…

ଓଏଚ୍‌ପିସିର ଦାୟିତ୍ୱ ହସ୍ତାନ୍ତରକୁ ନାପସନ୍ଦ

କଣିହାଁ ,୩୦ା୩ (ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ରେଙ୍ଗାଳି ଡ୍ୟାମ୍‌ କଲୋନୀ ଅଞ୍ଚଳ ଓ ବଜାରର ଆଲୋକୀକରଣ ସହ ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଲାଉଥିବା ଓଡ଼ିଶା ଜଳ…

କୋଟିଆବାସୀଙ୍କ ସହ ଓଡ଼ିଶା ଦିବସ ପାଳିବେ ଧର୍ମେନ୍ଦ୍ର

ଭୁବନେଶ୍ବର,୩୦ା୩(ବ୍ୟୁରୋ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାରଠାରୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତକାଳରେ ସେ ଭୁବନେଶ୍ୱର, କଟକ ଏବଂ କୋରାପୁଟ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।…

କରୋନା ଚିକିତ୍ସାରୁ ହଟିଲା ୯ ଔଷଧ…

ନୂଆଦିଲ୍ଲୀ,୩୦।୩ : କରୋନା ସଂକ୍ରମଣର ଚିକିତ୍ସାରୁ ୯ ଔଷଧକୁ ପ୍ରୋଟୋକଲରୁ ବାଦ ଦିଆଯାଇଛି। ଏଥିମଧ୍ୟରେ ଆଜିଥ୍ରୋମାଇସିନ, ଡକ୍ସିସାଇକ୍ଲିନ, ମୋନୋକ୍ଲୋନାଲ ଆଣ୍ଟିବଡି ଏବଂ ଆଇଭର୍ମେକ୍ଟିନ ଔଷଧ ଅନ୍ତର୍ଭୁକ୍ତ। ଏସବୁ…

ଅନ୍ତର୍ଜାତୀୟ ଟି-୨୦ରେ ଇତିହାସ ରଚିଲେ ଶାକିବ

ଚଟ୍ଟଗ୍ରାମ,୩୦।୩: ଆୟର୍ଲାଣ୍ଡ ବିପକ୍ଷରେ ବାଂଲାଦେଶ ୩ ମ୍ୟାଚ୍‌ବିଶିଷ୍ଟ ଟି-୨୦ ମ୍ୟାଚ୍‌ ସିରିଜ ଜିତିଛି। ଚଟ୍ଟଗ୍ରାମରେ ଖେଳାଯାଇଥିବା ମ୍ୟାଚ୍‌ରେ ବାଂଲାଦେଶ ଭ୍ରମଣକାରୀ ଆୟର୍ଲାଣ୍ଡ ଦଳକୁ ୭୭ ରନ୍‌ରେ ପରାସ୍ତ…

ବିନା ଡାକ୍ତରରେ ଚାଲିଛି ୫ ସ୍ବାସ୍ଥ୍ୟକେନ୍ଦ୍ର

କେନ୍ଦୁଝର,୩୦ା୩(ସ୍ବ.ପ୍ର.): ଖଣିଖାଦାନ ଭରା କେନ୍ଦୁଝର ଜିଲାର ହାଟଡ଼ିହୀ ବ୍ଲକ୍‌ରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବ୍ଲକ୍‌ରେ ଥିବା ୫ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ବିନା ଡାକ୍ତରରେ ଚାଲିଛି। ଏଥିସହ ଶାଳନୀୟା…

କନଷ୍ଟେବଲ ନିଯୁକ୍ତି ମାମଲା: ହାଇକୋର୍ଟଙ୍କ ରାୟ ଉପରେ ନିର୍ଭର କରିବ ନିଯୁକ୍ତି

କଟକ ଅଫିସ,୩୦ା୩: ରାଜ୍ୟରେ କନ୍‌ଷ୍ଟେବଲ ନିଯୁକ୍ତି ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାଏର ୫ଟି ମାମଲାର ଏକତ୍ର ଶୁଣାଣି ବୁଧବାର ହୋଇଛି। ବିଚାରପତି ଆଦିତ୍ୟ କୁମାର ମହାପାତ୍ରଙ୍କ…

ଆମେରିକାର କୋର୍ଟରେ ୨୬/୧୧ ମୁମ୍ବାଇ ଆକ୍ରମଣ ମୁଖ୍ୟ ଅଭିଯୁକ୍ତ ତହଓ୍ବୁର ରାଣା…

ଓ୍ବାଶିଂଟନ,୩୦।୩ : ୨୦୦୮ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ପାକିସ୍ତାନୀ-କାନାଡିୟ ବ୍ୟବସାୟୀ ତାହଓ୍ବୁର ରାଣା ୨୦ ମାସରୁ ଅଧିକ ସମୟ ଧରି ଭାରତକୁ ତାଙ୍କ ପ୍ରତ୍ୟର୍ପଣ ଆଦେଶକୁ…

ଆଜି ଶ୍ରୀରାମ ନବମୀ, ରାମମନ୍ଦିର ଚଳଚଞ୍ଚଳ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ଆଜି ଅର୍ଥାତ୍‌ ଗୁରୁବାର ପବିତ୍ର ଶ୍ରୀରାମ ନବମୀ। ଏନେଇ ରାଜଧାନୀ ଭୁବନେଶ୍ୱରର ଶ୍ରୀରାମ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରଭୁଙ୍କ ଦର୍ଶନ ପାଇଁ ସକାଳୁ ଭକ୍ତଙ୍କ…