୩୨ବର୍ଷର ଗ୍ରାମର ଗୋଷ୍ଠୀ ବିବାଦ ସମାଧାନ

ଶରଣକୁଳ,୩୧ା୩(ଡି.ଏନ.ଏ.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ଖଳିପାଟଣା ଏବଂ କୋତରଙ୍ଗ ଗାଁର ଗୋଷ୍ଠୀ ବିବାଦ ୩୨ବର୍ଷ ଧରି ଲାଗି ରହିଥିଲା। ଶେଷରେ ଏହାର ସମାଧାନ ଗୁରୁବାର ହୋଇଯାଇଛି।…

ଭାରତକୁ ପୁଣି ପ୍ରଶଂସା କଲା ଆମେରିକା

ଓ୍ବାଶିଂଟନ୍‌,୩୧।୩: ଭାରତ ସୀମାରେ ଚାଇନା ଉତ୍ତେଜନାମୂଳକ ପଦକ୍ଷେପ ନେଇଛି ବୋଲି ଶୁକ୍ରବାର ଆମେରିକା କହିଛି। ଭବିଷ୍ୟତରେ ଭାରତ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଆମେରିକା ମଧ୍ୟ…

ନିର୍ମାଣ ଶ୍ରମିକଙ୍କ ୨୧,୮୪୪ ଆବେଦନ ବାତିଲ

ନୟାଗଡ଼ ଅଫିସ,୩୧।୩: ନୟାଗଡ଼ ଜିଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ଜିଲା ଶ୍ରମ ଅଧିକାରୀଙ୍କ ପକ୍ଷରୁ ନିର୍ମାଣ ଶ୍ରମିକଙ୍କ ୨୧,୮୪୪ ଆବେଦନକୁ ବାତିଲ କରାଯାଇଛି। ଏହାପରେ ଶ୍ରମିକମାନେ…

ସିସିଟିଭି ଭାଙ୍ଗି ଗହଣା ଦୋକାନରୁ ଲୁଟିନେଲେ ଦୁର୍ବୃତ୍ତ

ଖଇରା,୩୧ା୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡ଼ିଗଡ଼ିଆବଜାର ରେ ଥିବା ପଦ୍ମଲୋଚନ ଜୁଏଲାରୀରୁ ଗୁରୁବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଦୁର୍ବୃତ୍ତ ଚୋରି କରିନେଇଛନ୍ତି।…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ପୋଷ୍ଟର ଲଗାଇ ୮ ଗିରଫ

ଅହମ୍ମଦାବାଦ,୩୧।୩: ଗୁଜୁରାଟର ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପୋଷ୍ଟର ଲଗାଇବା ମାମଲାରେ ୮ ଜଣଙ୍କୁ ଗିରଫ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ‘ମୋଦି ହାଟାଓ, ଦେଶ…

ମେଡିକାଲ କଲେଜ ବିଲ୍ଡିଂରୁ ଡେଇଁ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ବାଲେଶ୍ୱର ଅଫିସ,୩୧ା୩: ବାଲେଶ୍ୱର ଜିଲା ରେମୁଣାସ୍ଥିତ ଫକୀରମୋହନ ମେଡିକାଲ କଲେଜ ବିଲ୍ଡିଂରୁ ଡେଇଁ ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା…

ଏମ୍‌ପିଙ୍କ ପରାମର୍ଶ: ଅମ୍ରିତପାଲ ପାକିସ୍ତାନ ପଳାଇବା ଉଚିତ୍‌

ଚଣ୍ଡିଗଡ,୩୧।୩: ଶିରୋମଣି ଅକାଳି ଦଳର ଲୋକ ସଭା ଏମ୍‌ପି ସିମରଞ୍ଜିତ ସିଂ ମାନ ପଳାତକ ଅମ୍ରିତପାଲ ସିଂଙ୍କୁ ପାକିସ୍ତାନ ଯିବାକୁ ପରାମର୍ଶ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ…

ରାଜନୀତିରୁ ଅବସର ଗୁଜବକୁ ପ୍ରତ୍ୟାଖାନ କଲେ ନୀତିନ ଗଡକରୀ

ନୂଆଦିଲ୍ଲୀ, ୩୧।୩: କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ରାଜନୀତିରୁ ଅବସର ନେବା ନେଇ ଚର୍ଚ୍ଚା ହେଉଥିଲା। ଯାହାକୁ ନେଇ ମନ୍ତ୍ରୀ ନିଜେ ପ୍ରତିକ୍ରିୟା…