ଉତ୍କଳ କି କଳା ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର,୧।୪: ଟାଟା ଟି’ର ବିବିଧ ପୋର୍ଟଫୋଲିଓର ପ୍ରମୁଖ ବ୍ରାଣ୍ଡ୍‌ ଟାଟା ଟି ପ୍ରିମିୟମ୍‌-ଦେଶ କି ଚାଏ ପକ୍ଷରୁ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ପାଳନ କରିବା ଲାଗି…

ଗଡ଼ିଲା ହରିଶଙ୍କର ଦର୍ଶନ ବସ୍‌

ବଲାଙ୍ଗୀର ଅଫିସ/ଖପ୍ରାଖୋଲ,୧ା୪ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶୁକ୍ରବାର ଜିଲାପାଳ ଚଞ୍ଚଳ ରାଣା ହରିଶଙ୍କର ଦର୍ଶନ ବସ୍‌ର ଶୁଭାରମ୍ଭ କରିଛନ୍ତି।…

ରାମ ନବମୀ ଶୋଭାଯାତ୍ରା ବେଳେ ମସ୍‌ଜିଦରେ ଗୈରିକ ପତାକା ଲଗାଇ ୫ ଗିରଫ

ଚଣ୍ଡିଗଡ,୧।୪: ଗୁରୁବାର ରାମ ନବମୀ ଶୋଭାଯାତ୍ରା ଅବସରରେ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଖବର ସାମ୍ନାକୁ ଆସିଥିଲା। ହରିଆଣାରେ ମଧ୍ୟ ରାମ ନବମୀରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ…

ଆଜିଠାରୁ କ୍ରେଡିଟ୍‌ ଗ୍ୟାରେଣ୍ଟି ଯୋଜନା

ନୂଆଦିଲ୍ଲୀ,୧।୪: ଦେଶର ବିକାଶ ପାଇଁ ସରକାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ କ୍ରେଡିଟ୍‌ ଗ୍ୟାରେଣ୍ଟି ଯୋଜନାର ଅୟମାରମ୍ଭ କରିଥିଲେ। ଏପରିକି ଚଳିତ ଥରର କେନ୍ଦ୍ର ବଜେଟ୍‌…

ସିଏମ୍‌ଆର୍‌ଏଫ୍‌କୁ ୧୦୦କୋଟି ଦେଲା ଓଏମ୍‌ସି

ଭୁବନେଶ୍ୱର,୧।୪: ଓଡ଼ିଶା ସରକାରଙ୍କ ଖଣି ବିଭାଗ ଅଧୀନରେ ଥିବା ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପକ୍ଷରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି (ସିଏମ୍‌ଆର୍‌ଏଫ୍‌)କୁ ୧୦୦ କୋଟି ଟଙ୍କା…

ୟୁବିଆଇର ସିଏସ୍‌ଆର୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧।୪: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ) ର କ୍ଷେତ୍ରୀୟ କାର୍ଯ୍ୟାଳୟ ବାଲେଶ୍ୱର ପକ୍ଷରୁ ମାନସିକ ବିକାରଗ୍ରସ୍ତ ଏବଂ ମୂକ,ବଧିର ଛାତ୍ରୀମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ…

ବ୍ରେକ୍‌ ଡାଉନ୍‌ ଆଇରନ ବୋଝେଇ ଟ୍ରକ୍‌ ପଛ ପଟୁ ଧକ୍କା ଦେଲା ମାର୍ବଲ ବୋଝେଇ ଟ୍ରକ୍‌: ଚାପି ହୋଇ ରହିଲେ ଡ୍ରାଇଭର

ପାଟଣା,୧।୪(ସ୍ବ .ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବାଇ-କୋଲକାତା ୪ ଲେନ ବିଶିଷ୍ଟ ୪୯ ନମ୍ବର ଜାତୀୟରାଜପଥ ଚେମେଣା ବ୍ରାହ୍ମଣବନ୍ଧ ନିକଟରେ ଶନିବାର…

ଘଟଣାର ପର୍ଦ୍ଦା ହଟାଇପାରୁନି ପୋଲିସ

ବୌଦ୍ଧ,୧ା୪(ସ୍ବ.ପ୍ର.): ବୌଦ୍ଧ ବନଖଣ୍ଡ ଅଧୀନସ୍ଥ ଖଲିଆପାଲି ଛକରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ବନ ବିଭାଗ ଗାଡି ଉପରକୁ ଗୁଳିମାଡ କରାଯାଇଥିଲା । ଏହି ଗାଡିରେ ଏସିଏଫଙ୍କ…

ଭୋପାଳ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ଇନ୍ଦୋର ଦୁର୍ଘଟଣାକୁ ନଜରରେ ରଖି ରୋଡ ଶୋ’ ବାତିଲ

ନୂଆଦିଲ୍ଲୀ,୧।୪: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋପାଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ରାଜ୍ୟରେ ଭାଜପା ପକ୍ଷରୁ ରୋଡ ଶୋ’ ଏବଂ…

୧୯୨୦ ବୋତଲ କଫ ସିରପ୍‌ ଜବତ : ୫ ଗିରଫ

ସୋନପୁର/ତରଭା,୧।୪(ନି.ପ୍ର./ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ତରଭା ଥାନା ପୋଲିସ ଏକ ବଡ ଧରଣର ବେଆଇନ୍‌ କଫ ସିରପ୍‌ ନେଟଓ୍ବାର୍କିଂକୁ ଭେଦ କରିଛି। ଖାରୀ ନିକଟରେ ତରଭା ପୋଲିସ ଶୁକ୍ରବାର…