୮୮ ତମ ପୋଲିସ ପ୍ରତିଷ୍ଠା ଦିବସ, ନିଷ୍ଠାର ସହ ଦାୟିତ୍ୱ ନିର୍ବାହ କର : ଆଇଜି

  ବ୍ରହ୍ମପୁର ଅଫିସ,୧।୪: ବ୍ର୍ରହ୍ମପୁରରେ ଯେଉଁ ଉଦ୍ଦେଶ୍ୟ ନେଇ ପୋଲିସ ଜିଲା ପ୍ରତିଷ୍ଠା କରାଯାଇଥିଲା ତାହା ପୂରଣ କରିବା ପାଇଁ ମିଳିତ ଉଦ୍ୟମ ଦରକାର। ଅପରାଧ ନିୟନ୍ତ୍ରଣ…

ଭୋପାଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ୧୧ତମ ବନ୍ଦେ ଭାରତ ଏକ୍ସପ୍ରେସର କରିବେ ଶୁଭାରମ୍ଭ

ଭୋପାଳ,୧।୪: ଭୋପାଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପହଞ୍ଚିବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି।…

ବିମାନରେ କ୍ରିଉ ମେମ୍ବରଙ୍କୁ ଅସଦାଚରଣ କରି ସ୍ବିଡେନ ନାଗରିକ ଗିରଫ

ମୁମ୍ବାଇ, ୧।୪: ବ୍ୟାଙ୍କକ୍‌-ମୁମ୍ବାଇ ଇଣ୍ଡିଗୋ ୬ଇ-୧୦୫୨ ବିମାନରେ ଜଣେ କ୍ରିଉ ମେମ୍ବରଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଗୁରୁବାର ଜଣେ ସ୍ବିଡେନ ନାଗରିକଙ୍କୁ ଗିରଫ କରାଯାଇଛି। ସେ ହେଲେ…

ବ୍ରୋଞ୍ଜ ଥାଳି, ମୁଦ୍ରା ପାଇଁ ଦେଢ଼ଶାଶୁ କରିଥିଲେ ଡକାୟତି ଯୋଜନା

ତେନ୍ତୁଳିଖୁଣ୍ଟି, ୧।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ଥାନା ଅଧୀନ ଗୌଡ଼ ଦେଓପାଲି ସଦର ଗାଁର ଚନ୍ଦ୍ର ଗୌଡ଼ଙ୍କ ଘରେ ହୋଇଥିବା ଡକାୟତି ଘଟଣାରେ ପୋଲିସ…

ସବୁ ପରିବାରକୁ ଆବାସ, ଘରକୁ ଆସିବ ପାଣି

ନନ୍ଦପୁର,୧ା୪(ଡି.ଏନ୍‌.ଏ.): ଖରାଦିନେ ସୀମାନ୍ତ ଅଞ୍ଚଳରେ ଜଳକଷ୍ଟକୁ ଏକ ସୁଯୋଗ ଦେଖି ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ସେଠାରେ ପାଣି ସୁବିଧା କରି ଅନୁପ୍ରବେଶ ଉଦ୍ୟମ ଚଳାଇଥିଲା। କୋରାପୁଟ ଜିଲା ନନ୍ଦପୁର…

ବେକାରି, ପ୍ରଦୂଷଣ ବଡ଼ ସମସ୍ୟା

୧୯୯୩ ଏପ୍ରିଲ ୧ରେ ଅନୁଗୋଳକୁ ମିଳିଥିଲା ଜିଲା ମାନ୍ୟତା। ପ୍ରକୃତି ଓ ପ୍ରାକୃତିକ ସମ୍ପଦରେ ଭରପୂର ଏହି ଜିଲା ଦୀର୍ଘ ୩୦ ବର୍ଷ ମଧ୍ୟରେ ଅନେକ କ୍ଷେତ୍ରରେ…

ସୀମାନ୍ତ ଗ୍ରାମରୁ ଡୁବିଲାଣି ଓଡ଼ିଆ ଭାଷା

ପଟ୍ଟାଙ୍ଗି,୪।୧(ଡି.ଏନ.ଏ.): ଓଡ଼ିଆ ଭାଷାକୁ ସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ପାଳନ କରିବାକୁ କଡାକଡି ନିୟମ ରହିଛି। ସରକାର ମଧ୍ୟ ବିଭିନ୍ନ ସମୟରେ ନିର୍ଦ୍ଦେଶନାମା ଜାରି…

ପଳାତକ ଅମୃତପାଲଙ୍କ ନୂଆ ସିସିଟିଭି ଭିଡିଓ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୧।୪:ପଳାତକ ଖଲିସ୍ତାନି ସମର୍ଥକ ଅମୃତପାଲ ସିଂଙ୍କ ପଳାୟନର ଆଉ ଏକ ନୂଆ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଭିଡିଓଟି ୨୯ ମାର୍ଚ୍ଚର।…

କେନ୍ଦୁଗଣ୍ଡି ବୋଝେଇ ମିନିଟ୍ରକ୍‌ ଜବତ

କାମାକ୍ଷାନଗର, ୧।୪(ଡି.ଏନ୍‌.ଏ.): କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ୍‌ ଅନ୍ତର୍ଗତ ମହୁଲି ଗ୍ରାମ୍ୟ ଜଙ୍ଗଲରୁ ଗୁରୁବାର ବିଳମ୍ବିତ ରାତିରେ ବନ ବିଭାଗ ଏକ କେନ୍ଦୁଗଣ୍ଡି ବୋଝେଇ ମିନିଟ୍ରକ୍‌ ଜବତ କରିଛି।…

ଅଙ୍ଗନଓ୍ବାଡିରେ ପିଲାଙ୍କୁ ମାଣ୍ଡିଆ ଲଡୁ ଦିଅ

ଢେଙ୍କାନାଳ ଅଫିସ, ୧ା୪: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଶୁକ୍ରବାର ପୋଷଣ ପକ୍ଷ-୨୦୨୩ର ଶୁଭାରମ୍ଭ କରିଛନ୍ତି ଜିଲାପାଳ ସରୋଜ କୁମାର ସେଠୀ। ଅଙ୍ଗନୱାଡି କେନ୍ଦ୍ରରେ ସକାଳ…