ଘନ ଘନ ବଦଳୁଛି ନିଷ୍ପତ୍ତି

ରସୁଲପୁର,୧।୬: (ଡି.ଏନ.ଏ.): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ନିଷ୍ପତ୍ତି ଘନ ଘନ ପରିବର୍ତ୍ତନ ହେଉଛି। ଫଳରେ ତୃଣମୂଳସ୍ତରରେ କାର୍ଯ୍ୟକରୁଥିବା ଅଧିକାରୀଙ୍କ ଉପରେ ଚାପ ବଢୁଛି।…

ଅମିତ୍‌ ଟିପିଏସ୍‌ଓଡିଏଲ୍‌ର ନୂଆ ସିଇଓ

ଭୁବନେଶ୍ୱର,୧।୬: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌’(ଟିପିଏସ୍‌ଓଡିଏଲ୍‌)ର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଭାବେ ଅମିତ୍‌ ଗର୍ଗଙ୍କୁ ନିକଟରେ…

ବାଲ୍‌କୋ ପକ୍ଷରୁ ମାଗଣା କର୍କଟ ସ୍କ୍ରିନିଂ କ୍ୟାମ୍ପ

ନୂଆଦିଲ୍ଲୀ,୧।୬: ଦେଶର ପ୍ରମୁଖ ଘରୋଇ କ୍ୟାନ୍‌ସର ହସ୍ପିଟାଲ ଭାବେ ପରିଚିତ ବାଲ୍‌କୋ ମେଡିକାଲ ସେଣ୍ଟର (ବିଏମ୍‌ସି) ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଏହି…

ଫୋକସ୍‌ଡ ଇକ୍ୱିଟି ଫଣ୍ଡର ଶୁଭାରମ୍ଭ

ନୂଆଦିଲ୍ଲୀ,୧।୬: ଆଇଟିଆଇ ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ ଫୋକସ୍‌ଡ ଇକ୍ୱିଟି ଫଣ୍ଡ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏପରିକି ଉକ୍ତ ଫଣ୍ଡ ସବ୍‌ସ୍କ୍ରିପ୍‌ସନ ନିମନ୍ତେ ଉନ୍ମୁକ୍ତ ହୋଇସାରିଛି। ଉଲ୍ଲେଖଯୋଗ୍ୟ,…

ବାପାଙ୍କୁ ଘାରିଛି ପୁଅକୁ ଡାକ୍ତର କରିବା ଚିନ୍ତା

ରାଜକନିକା,୧।୬(ଡି.ଏନ.ଏ.): ସବୁ ଛାତ୍ରୀଛାତ୍ର ନିଜ ଲକ୍ଷ୍ୟ ପୂରଣ କରିବା ପାଇଁ ଦିନରାତି ଏକାଠି କରି ଦିଅନ୍ତି। ସେମାନେ କଠିନ ପରିଶ୍ରମ କରି ଭବିଷ୍ୟତ ପାଇଁ ବହୁ ସ୍ବପ୍ନ…

ଡେନ୍‌ମାର୍କ ପ୍ରଧାନମନ୍ତ୍ରୀଙ୍କ ସ୍ପିଚ୍‌ ରାଇଟର ପାଲଟିଲା ଚାଟ୍‌ଜିପିଟି

କୋପେନ୍‌ହାଗେନ,୧ା୬: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍‌ ଚାଟ୍‌ଜିପିଟି ଏବେ ଡେନ୍‌ମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡେରିକ୍‌ସେନ୍‌ଙ୍କ ସ୍ପିଚ୍‌ ରାଇଟର ପାଲଟିଛି। ମେଟ୍ଟେ ବୁଧବାର ପାର୍ଲାମେଣ୍ଟରେ ଭାଷଣ ଦେବାବେଳେ ଚାଟ୍‌ଜିପିଟି…

ଦେଶର ଭାବାବେଗକୁ ବିରୋଧୀ ଅପମାନିତ କରିଛନ୍ତି: ମୋଦି

ଅଜମେର,୧ା୬: ନୂଆ ସଂସଦ ଭବନର ଲୋକାର୍ପଣ ଉତ୍ସବକୁ ବିରୋଧୀ ଦଳଗୁଡ଼ିକ ବର୍ଜନ କରି ଦେଶର ଭାବାବେଗ ଏବଂ ଏହାର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ୬୦ ହଜାର…

ବିରୋଧୀ ଏକଜୁଟ ହେଲେ ଭାଜପା ହାରିବ

ସାଣ୍ଟା କ୍ଲାରା,୧ା୬: ବିରୋଧୀ ଦଳଗୁଡ଼ିକ ଉପଯୁକ୍ତ ଭାବେ ଏକଜୁଟ ହେଲେ ଭାଜପାକୁ ହରାଇବା ସମ୍ଭବ। କଂଗ୍ରେସ ଏହି ଦିଗରେ କାର୍ଯ୍ୟ କରୁଛି। ଏହା ଭଲ ଭାବେ ଚାଲିଛି…

ତଟକ୍ଷୟ ଛଡ଼ାଇନେଲା ସାତଭାୟାର ଚାଷ,ବାସ

କେନ୍ଦ୍ରାପଡ଼ା ଅଫିସ,୧।୬: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟା ଅଞ୍ଚଳ ବିଶ୍ୱତାପନ ଓ ଏହାର କୁପ୍ରଭାବ ସମ୍ପର୍କରେ ଉଦାହରଣ ସାଜିଛି। ସମୁଦ୍ର ତଟକ୍ଷୟ ସାତଭାୟା ଚାଷ ଓ…

ବେଆଇନ ପଥର ଖାଦାନରେ ଅତଡ଼ା ଖସି ଶିଶୁ ଶ୍ରମିକ ସମେତ ୨ ମୃତ

ଯାଜପୁର ଅଫିସ,୧।୬: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବେଆଇନ କଳାପଥର ଖାଦାନ ମରଣଯନ୍ତା ପାଲଟିଛି। ରାଜସ୍ବ ବିଭାଗ, କେତେଜଣ ପୋଲିସ ଅଧିକାରୀ ବେଆଇନ ଖାଦାନ ମାଲିକଙ୍କ…