ଡଙ୍ଗାବୁଡ଼ି ଘଟଣା: ଜଣଙ୍କ ମୃତଦେହ ମିଳିଲା, ଆଉ ଜଣେ ନିଖୋଜ

ମାଲକାନଗିରି,୨ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସତୀଗୁଡ଼ା ଜଳଭଣ୍ଡାରରେ ନିଖୋଜ ୨ ଦୁଇ ଜଣଙ୍କ ମଧ୍ୟରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଉକ୍ତ ମହିଳାଙ୍କ ଜଣକ ହେଲେ…

ମୋଦି ସରକାରଙ୍କୁ ପ୍ରଶଂସା କଲେ ରାହୁଲ

ଓ୍ବାଶିଂଟନ,୨।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଅଛନ୍ତି, ଯେଉଁଠାରେ ସେ ଲଗାତାର ଭାବେ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଅନୁଷ୍ଠାନକୁ ଦୁର୍ବଳ କରିବା, ବିରୋଧୀଙ୍କୁ…

ବ୍ରିଜ୍‌ଭୂଷଣଙ୍କ ଉପରେ କାହିଁକି ନିଆଯାଇନାହିଁ କାର୍ଯ୍ୟାନୁଷ୍ଠାନ ? ପ୍ରଧାନମନ୍ତ୍ରୀଙ୍କୁ ପ୍ରିୟଙ୍କାଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୨।୬: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ରେସଲିଂ ଫେଡେରେଶନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ମୁଖ୍ୟ ବ୍ରିଜ୍‌ଭୂଷଣ ଶରଣ ସିଂଙ୍କୁ ନେଇ ଭାଜପା ଉପରେ ବର୍ଷିଛନ୍ତି। ଏକ…

ବହୁ ବିଜେଡି ନେତା ଯୋଗାଯୋଗରେ ଅଛନ୍ତି: ଭାଜପା

ଭୁବନେଶ୍ବର, ୨ା୬(ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନକୁ ଆଉ କମ୍‌ ସମୟ ଥିବାବେଳେ ବିଜେଡିର ଏକାଧିକ ନେତା ଓ ବିଧାୟକ ସମ୍ପର୍କରେ ଥିବା ନେଇ ବହୁ ଭାଜପା ନେତା…

ରାହୁଲଙ୍କୁ ସମର୍ଥନ କଲେ ସଞ୍ଜୟ ରାଉତ

ନୂଆଦିଲ୍ଲୀ,୨।୬: ଶିବସେନା(ଉଦ୍ଧବ ଠାକରେ ଗ୍ରୁପ)ର ନେତା ସଞ୍ଜୟ ରାଉତ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ଯାହା କହିଛନ୍ତି…

ଆନ୍ଦୋଳନକାରୀଙ୍କ ସହ ଯୋଗଦେଲା ଯୁବକଂଗ୍ରେସ

ଭୁବନେଶ୍ବର, ୨ା୬(ବ୍ୟୁରୋ): ଅଲ୍‌ ଓଡ଼ିଶା ଭୋକେଶନାଲ ଟ୍ରେନର ମହାସଂଘର ନିଯୁକ୍ତିକୁ ସ୍ଥାୟୀ ତଥା ସେମାନଙ୍କୁ ପୂର୍ଣ୍ଣ ଶିକ୍ଷକ ମାନ୍ୟତା, ସମାନ କାମକୁ ସମାନ ଦରମା ପ୍ରଦାନ ଦାବିରେ…

କେନ୍ଦ୍ର ଅଧ୍ୟାଦେଶ ବିରୋଧରେ ଏଏପିକୁ ଷ୍ଟାଲିନ୍‌ଙ୍କ ସମର୍ଥନ

ଚେନ୍ନାଇ, ୨ା୬: ଦିଲ୍ଲୀ ସରକାରଙ୍କ ପ୍ରଶାସନିକ ସେବାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ରାଜ୍ୟ ସଭାରେ ଗୃହୀତ କରାଇ ନ ଦେବା ପାଇଁ…

ଏବେ ଆଇଏସ ହିଁ ଦାଉଦ-ହାଫିଜଙ୍କୁ ମାରିବ, ପ୍ରସ୍ତୁତ ହେଲାଣି ‘ମୃତ୍ୟୁର ଯୋଜନା’

ନୂଆଦିଲ୍ଲୀ,୨।୬: ଭାରତର ଦୁଇ ବଡ଼ ଶତ୍ରୁ ତଥା ମୋଟେ ଓ୍ବାଣ୍ଟେଡ ଲିଷ୍ଟରେ ସାମିଲ ଥିବା ହାଫିଜ ସଇଦ ଏବଂ ଦାଉଦ ଇବ୍ରାହିମଙ୍କୁ ପାକିସ୍ତାନ ଏବେ ପର୍ଯ୍ୟନ୍ତ ଆଶ୍ରୟ…

ଭାରତ ପକ୍ଷରୁ ଖେଳିବା ସ୍ବପ୍ନ

ବରଗଡ଼ର ଝିଅ ନିର୍ମାଲ୍ୟା ରାଉତ। ଓଡ଼ିଶାର ଏକ ପଛୁଆ ଜିଲାରୁ ଆସିଥିଲେ ମଧ୍ୟ କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ କ୍ରୀଡ଼ା ଜଗତରେ ନିଜର ସ୍ବତନ୍ତ୍ର ପରିଚୟ…

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆଜି କୁରୁକ୍ଷେତ୍ରରେ ହେବ ମହାପଞ୍ଚାୟତ, ହୋଇପାରେ ବଡ଼ ଘୋଷଣା

ଚଣ୍ଡିଗଡ,୨।୬: ଭାଜପା ଏମ୍‌ପି ତଥା ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ଅଢୁଆ ଆହୁରି ବଢିବାକୁ ଯାଉଛି। କୃଷକମାନେ ବର୍ତ୍ତମାନ କୁସ୍ତଯୋଦ୍ଧାଙ୍କ…