ସରଗିତଳିଆ ଅଞ୍ଚଳରେ ଅପପୁଷ୍ଟି

ଯୋଡ଼ା,୯ା୪(ଡି.ଏନ୍‌.ଏ): ଓଡ଼ିଶାର ରତ୍ନଗର୍ଭା ଜିଲା କେନ୍ଦୁଝରର ଯୋଡ଼ା ପୌରପାଳିକା ୧୩ ନଂ. ୱାର୍ଡ ଅଧୀନ ସରଗିତଳିଆ ଅଞ୍ଚଳବାସୀ ଦାରିଦ୍ର୍ୟର କଷାଘାତରେ ପେଷି ହେଉଛନ୍ତି। ଖଣିଖାଦାନ ଘେରା ଅଞ୍ଚଳବାସୀ…

ବାନ୍ଦିପୁର ଟାଇଗର ରିଜର୍ଭ ପହଞ୍ଚିଲେ ନରେନ୍ଦ୍ର ମୋଦି, ଜାରି କରିବେ ବାଘଙ୍କ ସଂଖ୍ୟା ସମ୍ବନ୍ଧିତ ନୂଆ ସଂଖ୍ୟା

ନୂଆଦିଲ୍ଲୀ,୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ନାଟକର ବାନ୍ଦିପୁର ଟାଇଗର ରିଜର୍ଭ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ମୋଦି ସେଠାରେ ବାନ୍ଦିପୁର ନ୍ୟାଶନାଲ ପାର୍କରେ ଇଣ୍ଟରନ୍ୟାଶନାଲ ବିଗ କ୍ୟାଟସ୍‌ ଏଲାଏନ୍ସର…

ସୁଶାନ୍ତ ସିଂଙ୍କୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର,୯।୪(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ଝାରସୁଗୁଡ଼ା ଉପନିର୍ବାଚନରୁ ଦୂରେଇ ରଖାଯାଇଛି। ବରିଷ୍ଠ ପର୍ଯ୍ୟବେକ୍ଷକ କିମ୍ବା ବିଜେଡି ବ୍ଲକ ଓ ମ୍ୟୁନିସିପାଲିଟି ପର୍ଯ୍ୟବେକ୍ଷକ…

ଦୁର୍ଦ୍ଦିନରେ ଦଣ୍ଡାଧର ବିସ୍ଥାପିତ

ଢେଙ୍କାନାଳ ଅଫିସ,୯।୪: ଜଳସେଚନ ପ୍ରକଳ୍ପରେ ଯାଇଛି ବାସ। ଉଜୁଡ଼ିଛି ମୂଲ୍ୟବାନ୍‌ ଚାଷଜମି। ଭିଟାମାଟିରୁ ପର ହେବାର ଇତିମଧ୍ୟରେ ବିତିଗଲାଣି ଦୀର୍ଘ ୪ ଦଶନ୍ଧି। ତଥାପି ମିଳୁନାହିଁ ନ୍ୟାୟ।…

ଭୁଲ୍‌ ଇଞ୍ଜେକ୍ସନ ନେଲା ଗ୍ରାମରକ୍ଷୀଙ୍କ ଜୀବନ

ବାଣପୁର୯।୪(ଡି.ଏନ୍‌.ଏ.): ଭୁଲ୍‌ ଇଞ୍ଜେକ୍ସନ ଯୋଗୁ ଜଣେ ଗ୍ରାମରକ୍ଷୀଙ୍କ ମୃତ୍ୟୁ ହୋଇଥିବା ଶନିବାର ଅଭିଯୋଗ ହୋଇଛି। ମୃତକ ହେଲେ ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଧୀନ କୋଳଥଡ଼ିହ ଗ୍ରାମର…

ଡିଜିପିଏସ୍‌ ସର୍ଭେ ପରେ ଖୋଲିବ ଗୁମର

କେନ୍ଦୁଝର,୯ା୪(ସ୍ବ.ପ୍ର.): ଲଘୁ ଖଣିଜ ସଇରାତର ସୁପରିଚଳାନା ପାଇଁ ସରକାରଙ୍କ ନୂତନ ନିୟମ ବେଆଇନ ଖଣିଜ ପଥର ଏବଂ ବାଲି ଉତ୍ତୋଳନ କରୁଥିବା ଲିଜ୍‌ଧାରୀଙ୍କ ପାଇଁ ଚିନ୍ତାର କାରଣ…

ଆମେରିକା ଫୁଡ କୋଟରେ ଫୁଟିଲା ଗୁଳି, ୩ ଆହତ

ଓ୍ବାଶିଂଟନ,୯।୪: ଆମେରିକାର ଡେଲାଭେୟର ସ୍ଥିତ ମଲରେ ଶନିବାର ଗୁଳିକାଣ୍ଡ ହୋଇଛି। ଏହି ଘଟଣାରେ ୩ ଜଣଙ୍କୁ ଗୁଳି କରାଯାଇଥିବା ବେଳେ ଏମାନେ ଆହତ ହୋଇଥିବା ଜଣାପଡିଛି। ସିଏନଏନର…

+୨ ମୂଲ୍ୟାୟନରେ ସହଯୋଗ କରିବେ ୬୬୨ ବର୍ଗ ଅଧ୍ୟାପକ

ଭୁବନେଶ୍ୱର,୯।୪(ବ୍ୟୁରୋ): ଆସନ୍ତା ୧୦ ତାରିଖରୁ +୨ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେଉଛି। ତେବେ ଆନ୍ଦୋଳନକୁ ଓହ୍ଲାଇଥିବା ୬୬୨ ବର୍ଗ ଅଧ୍ୟାପକମାନେ ସର୍ତ୍ତମୂଳକ ଭାବେ ମୂଲ୍ୟାୟନରେ ସହଯୋଗ…

ଶେହବାଜଙ୍କ ଘରେ ପଶିଗଲେ ସନ୍ଦିଗ୍ଧ ବ୍ୟକ୍ତି

ଇସଲାମାବାଦ,୯ା୪: ଆଫଗାନିସ୍ତାନର ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପାକିସ୍ତାନରେ ଗିରଫ କରାଯାଇଛି। ପ୍ରକୃତରେ ଏହି ସନ୍ଦିଗ୍ଧ ବ୍ୟକ୍ତି ଶନିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଘରେ ପ୍ରବେଶ କରିଥିଲେ।…

୪୦ ଡିଗ୍ରୀ ମୁହାଁ ପାରଦ, ବାରିପଦା ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର,୯।୪(ବ୍ୟୁରୋ): ରାଜ୍ୟରେ ଶନିବାର ପାଗ ପ୍ରାୟ ଶୁଖିଲା ରହିଥିଲା। ତେବେ ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ, ବାଲେଶ୍ୱର, କନ୍ଧମାଳ, ରାୟଗଡା, ବୌଦ୍ଧ ଓ କଳାହାଣ୍ଡି ଜିଲାର କିଛି…