‘ଆଦିପୁରୁଷ’ର ପ୍ରି-ରିଲିଜ ଇଭେଣ୍ଟ ପୂର୍ବରୁ ତିରୁପତି ବାଲାଜୀ ମନ୍ଦିରରେ ପହଞ୍ଚିଲେ ପ୍ରଭାସ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ ପ୍ରି-ରିଲିଜ ହେବା ପାଇଁ ଆଉ ଅଳ୍ପ ସମୟ ବାକି ଅଛି। ଏଭଳି ପରିସ୍ଥିତିରେ ଏହି ଚଳଚ୍ଚିତ୍ରର ଷ୍ଟାର କାଷ୍ଟ ରିଲିଜ…

ରାଜପରିବାରର ୧୦୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ହାଇକୋର୍ଟରେ ପହଞ୍ଚିଲେ ହ୍ୟାରୀ …

ଲଣ୍ଡନ,୬।୬ : ବ୍ରିଟିଶ ରାଜ ପରିବାର ଇତିହାସର ୧୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପ୍ରିନ୍ସ ହ୍ୟାରୀ ସାକ୍ଷ୍ୟ ଦେବାକୁ ହାଇକୋର୍ଟରେ ହାଜର ହୋଇଛନ୍ତି। ବ୍ରିଟିଶ…

ରାଶିଫଳ: ବୁଧବାର, ଜୁନ୍ ୭ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ପ୍ରକୃତିବଶତଃ ମନର ଅସନ୍ତୋଷକୁ କଠୋର ବାକ୍ୟରେ ପ୍ରକାଶ କରିପାରନ୍ତି। ସାମୟିକ ଭାବପ୍ରବଣତା କାରଣରୁ ବିଭିନ୍ନ ବିଫଳତାକୁ ନେଇ ଚିନ୍ତିତ ରହିପାରନ୍ତି। ଅଫିସ କାମ…

ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ଏକ ଭୁଲ ପଦକ୍ଷେପ: ଦେବ ଗୌଡା…

ନୂଆଦିଲ୍ଲୀ,୬।୬ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା ମଙ୍ଗଳବାର ଭାଜପା ସରକାରଙ୍କ ଦ୍ୱାରା ଓଡ଼ିଶାର ଟ୍ରେନ ଦୁର୍ଘଟଣାରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି।…

କିଏ ହେବେ କଂଗ୍ରେସର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: ଲୋକଙ୍କ ଜନାଦେଶ ଏହା ସ୍ଥିର କରିବ, ଜବାବ ଦେଲେ କମଲନାଥ…

ଭୋପାଳ,୬।୬ : ଭେଟେରାନ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶ ୟୁନିଟ ମୁଖ୍ୟ କମଲ ନାଥ କହିଛନ୍ତି ବିଧାନସଭା ନିର୍ବାଚନକୁ ମାତ୍ର କିଛି ମାସ ବାକି ଅଛି। ଲୋକଙ୍କ…

ଘଟଣାସ୍ଥଳରୁ ଫେରିଲେ ସିବିଆଇ ଟିମ୍‌

ବାଲେଶ୍ୱର ଅଫିସ,୬।୬: ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାସ୍ଥଳରୁ ସିବିଆଇ ଟିମ୍‌ ଛାନଭିନ କରି ଫେରିଛନ୍ତି। ପ୍ରାଥମିକ ତଦନ୍ତ ସାରି ସିବିଆଇ ଟିମ୍‌ ଫେରିଛନ୍ତି। ମଙ୍ଗଳବାର ସକାଳେ…

କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଜୁନ ୧୧ରେ ମେଗା ରାଲି କରିବ ଏଏପି

ନୂଆଦିଲ୍ଲୀ,୬।୬: ଦିଲ୍ଲୀ ସରକାରଙ୍କ କ୍ଷମତା ସଂପର୍କରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ଆମ ଆଦମୀ ପାର୍ଟି(ଏଏପି) ଜୁନ ୧୧ରେ ଦିଲ୍ଲୀର ରାମଲିଲା ମଇଦାନରେ ଏକ ବଡ…

ଯେକୌଣସି ମୂହୁର୍ତ୍ତରେ ହୀରାକୁଦ ଜଳ ଭଣ୍ଡାରରୁ ଛଡାଯାଇପାରେ ବନ୍ୟାଜଳ: ଦିଆଗଲା ସତର୍କ ସୂଚନା

ସମ୍ବଲପୁର,୬।୬(ବ୍ୟୁରୋ): ଯେକୌଣସି ମୂହୁର୍ତ୍ତରେ ହୀରାକୁଦ ଜଳ ଭଣ୍ଡାରରୁ ବନ୍ୟାଜଳ ଛଡାଯାଇପାରେ । ଏ ନେଇ ହୀରାକୁଦ ବନ୍ଧ ମଙ୍ଗଳବାର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସତର୍କ ସୂଚନା ଜାରି…

ଭାରତ-ମ୍ୟାନମାରକୁ ବିକ୍ରି କରିଥିବା ଅସ୍ତ୍ରଶସ୍ତ୍ର ପୁଣି କିଣୁଛି ରୁଷିଆ…

ନାପିଦ୍ୱ/ମସ୍କୋ,୬।୬ : ରୁଷିଆ ଭାରତ ଏବଂ ମ୍ୟାନମାରକୁ ବିକ୍ରି କରିଥିବା ସାମରିକ ଉପକରଣ କିଣୁଛି ବୋଲି ଏକ ବିଶ୍ଳେଷଣ ଆଧାରରେ ୱେବସାଇଟ ନିକ୍କିଏସିଆଡଟକମ ଦ୍ୱାରା ଏହି ଦାବି…

ଓ୍ବାଗନର ଗ୍ରୁପ୍‌ ରୁଷିଆ କମାଣ୍ଡରଙ୍କୁ ବନ୍ଧକ କଲା, ପୁଟିନଙ୍କ ଚିନ୍ତା ବଢ଼ିଲା…

ମସ୍କୋ,୬।୬ : ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆର ସୈନ୍ୟବାହିନୀରେ ଉତ୍ତେଜନା ବଢ଼ିବାରେ ଲାଗିଛି। ୱାଗନର୍‌ ଗ୍ରୁପ ଏବଂ ରୁଷିଆର ସେନା ମଧ୍ୟରେ ପୂର୍ବରୁ ବହୁ…