ନନ୍ଦିନୀ ଶତପଥୀଙ୍କ ୯୨ତମ ଜୟନ୍ତୀ: ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର,୯ା୬(ବ୍ୟୁରୋ): ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନନ୍ଦିନୀ ଶତପଥୀଙ୍କ ୯୨ତମ ଜନ୍ମ ଜୟନ୍ତୀ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ରାଜଭବନ ନିକଟସ୍ଥ ଏଲଆଇସି…

ହୋଟେଲରେ ପରିବାରର ୩ ଜଣଙ୍କ ଆତ୍ମହତ୍ୟା

ଥ୍ରିଶୂର(କେରଳ ),୯ା୬: କେରଳର ଗୋଟିଏ ପରିବାରର ୩ ସଦସ୍ୟଙ୍କ ମୃତଦେହ ଥ୍ରିଶୂର ଜିଲାର ଏକ ହୋଟେଲ ପ୍ରକୋଷ୍ଠରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ମୃତକ ହେଲେ ସ୍ବାମୀ ସ୍ତ୍ରୀ…

ବୋର୍‌ଓ୍ବେଲ୍‌ରେ ଖସିଥିବା ଶିଶୁର ମୃତ୍ୟୁ

ଭୋପାଳ,୯ା୬: ମଧ୍ୟପ୍ରଦେଶର ସେହୋର ଜିଲାରେ ଏକ ବୋର୍‌ଓ୍ବେଲ୍‌ରେ ଖସିପଡ଼ିଥିବା ଅଢ଼େଇ ବର୍ଷର ଶିଶୁକନ୍ୟାର ଗୁରୁବାର ମୃତ୍ୟୁ ଘଟିଛି। ଶିଶୁଟିକୁ ଉଦ୍ଧାର ପାଇଁ ୫୨ ଘଣ୍ଟାର ଉଦ୍ୟମ ବ୍ୟର୍ଥ…

୭୦୦ ଭାରତୀୟ ଛାତ୍ରୀଛାତ୍ର କାନାଡାରୁ ବହିଷ୍କୃତ ହେବେନି

ଟରଣ୍ଟୋ, ୯ା୬: ଜାଲ୍‌ କଲେଜ ନାମଲେଖା ପତ୍ର ଦେଖାଇ କାନାଡାରେ ପ୍ରବେଶ କରିଥିବା ପ୍ରାୟ ୭୦୦ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଦେଶାନ୍ତର ନ କରିବାକୁ କାନାଡା ପାର୍ଲାମେଣ୍ଟ କମିଟି…

ଯୁକ୍ତ୨ରେ ମା’ ପୁଅ ପାସ୍‌

ଦାରିଙ୍ଗବାଡି,୯ା୬(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତମାସରେ ଦଶମ ପରୀକ୍ଷାରେ ମା ଓ ପୁଅ ପାସ କରିଥିବା ସାରା ଅଞ୍ଚଳରେ ଚର୍ଚ୍ଚା ହୋଇଥିବା ବେଳେ ପୁଣି…

ବଳାତ୍କାର ପରେ ହାତୁଡ଼ିରେ ଛେଚି ହତ୍ୟା

ଲକ୍ଷ୍ନୌ, ୯ା୬ : ଲକ୍ଷ୍ନୌର ଇନ୍ଦିରାନଗର ଅଞ୍ଚଳରେ ୧୪ ବର୍ଷୀୟା ବାଳିକାଙ୍କୁ ଜଣେ ନାବାଳକ ବଳାତ୍କାର ପରେ ହାତୁଡ଼ିରେ ଛେଚି ହତ୍ୟା କରିଛନ୍ତି। ମୃତଦେହକୁ ଅଭିଯୁକ୍ତ ଘରେ…

୧୩ରେ ପରଦାକୁ ଆସିବ ‘ଲଭ୍‌ ଇନ୍‌ ଲଣ୍ଡନ’

ଭୁବନେଶ୍ୱର: ଜେବି ଫିଲ୍ମସ୍‌ ଆଣ୍ଡ୍‌ ଟିଭି ଏବଂ ଅମରା ଷ୍ଟୁଡିଓ ଏଲ୍‌ଏଲ୍‌ପି ପକ୍ଷରୁ ଗୁରୁବାର ସ୍ଥାନୀୟ ଏକ ହୋଟେଲରେ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଥିଲା। ବହୁ ପ୍ରତୀକ୍ଷିତ…

ମନମୁଖି ଯୋଗୁ ମନ୍ଥର

ବଇଣ୍ଡା,୯ା୬(ଡି.ଏନ.ଏ.): ଅନୁଗୋଳ ଜିଲା ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ କାର୍ଯ୍ୟରେ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ। ବାରମ୍ବାର ଠିକା ସଂସ୍ଥା ବଦଳାଯାଉଛି। ନିର୍ଦ୍ଧାରିତ ସମୟରେ…

ପୋଖରୀ ଖୋଳାରେ ଅନିୟମିତତା ଅଭିଯୋଗ

ବଇଣ୍ଡା,୯।୬(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ୧୫…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପ୍ରହସନ: ଜେସିବି ଖୋଳୁଛି ପୋଖରୀ

ଜଗତସିଂହପୁର ଅଫିସ, ୯ା୬: କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଶ୍ରମ ଦେବା ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ପ୍ରଣୟନ କରିଛନ୍ତି…