ଯବାନଙ୍କୁ ହତ୍ୟା ଘଟଣା: ସ୍ବୀକାର କଲା ମାଓବାଦୀ ସଙ୍ଗଠନ

ମାଲକାନଗିରି,୨୮ା୪ (ଡି.ଏନ୍‌.ଏ.): ଛତିଶଗଡ଼ର ଦାନ୍ତଓ୍ବୋଡା ଜିଲା ଅରଣପୁରଠାରେ ବୁଧବାର ଘଟିଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣାକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଦର୍ଭା ଡିଭିଜନ କମିଟି ପକ୍ଷରୁ ସ୍ବୀକାର କରାଯାଇଛି।…

ବଣ୍ଡାଘାଟି ଜନଜାତିଙ୍କ ପାଖରେ ଅପହଞ୍ଚ ମୌଳିକ ସୁବିଧା

ଖଇରପୁଟ,୨୮ା୪(ସ୍ବ.ପ୍ର.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରାହାଲ ପଞ୍ଚାୟତରେ ଏପରି କିଛି ଗ୍ରାମ ଅଛି ଯେଉଁଠି ଲୋକେ ଏଯାଏ ମୌଳିକ ସୁବିଧା ଟିକେ ପାଇପାରିନାହାନ୍ତି। ଗ୍ରାମରେ…

ସତ୍ୟପାଲ ମଲିକଙ୍କ ଘରେ ସିବିଆଇ

ନୂଆଦିଲ୍ଲୀ,୨୮।୪: ରିଲାଏନ୍ସ ଇନସୁରାନ୍ସ ଦୁର୍ନୀତି ମାମଲାରେ ପଚରାଉଚରା କରିବା ପାଇଁ ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ବାସଭବନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପହଞ୍ଚିଥିବା ସୂଚନା…

ରାମ ମନ୍ଦିର ଗର୍ଭ ଗୃହରେ ଭଗବାନ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ତାରିଖ ଆସିଲା ସାମ୍ନାକୁ

ଅଯୋଧ୍ୟା,୨୮।୪: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଦିନ ରାତି ଲାଗି ରହିଛି। ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ମନ୍ଦିରର ପ୍ରଥମ ଭାଗ ନିର୍ମାଣ…

ନୀତୀଶଙ୍କୁ ଝଟକା: ଜେଡିୟୁ ନେତା ଅଜୟ ଆଲୋକ ଭାଜପାରେ ସାମିଲ

ପାଟନା,୨୮।୪: ଜେଡିୟୁର ପୂର୍ବତନ ମୁଖପାତ୍ର ଅଜୟ ଆଲୋକ ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଦିଲ୍ଲୀରେ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ତାଙ୍କୁ ଭାଜପାର…

ହାତୀ ନ ଥାଇ ବାଜୁଛି ସାଇରନ୍‌

ଢେଙ୍କାନାଳ ଅଫିସ,୨୮।୪: ହାତୀଙ୍କ ଉପସ୍ଥିତି ନାହିଁ। ତଥାପି ମନକୁ ମନ ବାଜୁଛି ସାଇରନ୍‌। ହାତୀ ଥିବା ଭୟରେ ଯାନବାହନ, ଯାତ୍ରୀ ଅଯଥାରେ ଅଟକି ରହୁଛନ୍ତି, ଯାହାକୁ ନେଇ…

ବିକ୍ରି ମାହାସୁଲରେ ଟେଣ୍ଡର ଫିକ୍ସିଂ

ଢେଙ୍କାନାଳ ଅଫିସ,୨୮।୪: ଢେଙ୍କାନାଳ ପୌରସଂସ୍ଥାରେ ବିକ୍ରି ମାହାସୁଲ ଆଦାୟରେ ଟେଣ୍ଡର ଫିକ୍ସିଂ ହୋଇଥିବା ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ର ଅଭିଯୋଗ କରିଛନ୍ତି। ଏହି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ…

ଘରୋଇ ପଡ଼ିଆରେ ଲକ୍ଷ୍ନୌକୁ ଭେଟିବ ପଞ୍ଜାବ

ଚଣ୍ଡିଗଡ,୨୮।୪: ଆଇପିଏଲ ୨୦୨୩ର ୩୮ ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ(ଏଲଏସ୍‌ଜି)ମୁହାଁମୁହିଁ ହେବେ। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ ପଞ୍ଜାବର ଘରୋଇ ପଡ଼ିଆ…

ଇଦରେ ଇଦଗାହ ବାହାରେ ସଡ଼କ ଉପରେ ନମାଜ ପଢିବାରୁ ୨ହଜାର ଲୋକଙ୍କ ବିରୋଧରେ ମାମାଲା ରୁଜୁ

ବଜରିଆ,୨୮।୪: କାନପୁର ସହରର ବଜରିଆ, ବେଗାମପୁରଓ୍ବା ଓ ଜାଜମଉ ସମେତ ବିଭିନ୍ନ ସ୍ଥାନରେ ଇଦରେ ବିନା ଅନୁମତିରେ ଇଦଗାହ ବାହାରେ ସଡ଼କ ଉପରେ ନମାଜ ପଢିବା ଅଭିଯୋଗରେ…

ଗଡ଼ିଲା ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’

ଭଦ୍ରକ ଅଫିସ,୨୮ା୪: ଶୁକ୍ରବାର ପରୀକ୍ଷାମୂଳକ ଭାବେ ହାଓ୍ବଡାରୁ ପୁରୀ ଅଭିମୁଖେ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଗଡ଼ିଛି। ହାଓ୍ବଡ଼ା ଷ୍ଟେଶନରୁ ବାହାରି ୯.୪୦ରେ ଭଦ୍ରକ ଷ୍ଟେଶନରେ ପହଞ୍ଚି ୧୦…