ନେପାଳରେ ହିନ୍ଦୀ ଫିଲ୍ମର ସ୍କ୍ରିନିଂ ଆରମ୍ଭ, ହେଲେ ‘ଆଦିପୁରୁଷ’ ଉପରେ ରହିଛି ନିଷେଧାଦେଶ

କାଠମାଣ୍ଡୁ,୨୪।୬: ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ନେଇ ବିବାଦ ଶେଷ ହେବାର ନାଁ ନେଉନାହିଁ। ଦେଶରେ ଏହି ଫିଲ୍ମକୁ ବିରୋଧ କରାଯାଉଥିବାବେଳେ ବିରୋଧ ଯୋଗୁଁ ନେପାଳରେ ଫିଲ୍ମର ସ୍କ୍ରିନିଂ ଉପରେ…

ତଲାକ ପରେ କ୍ଷତିପୂରଣ ମାଗିପାରିବେ ମୁସଲିମ ମହିଳା: ବମ୍ବେ ହାଇକୋର୍ଟ

ମୁମ୍ବାଇ,୨୪।୬:ଏଣିକି ମୁସଲମାନ ମହିଳା ତଲାକ ପରେ ସ୍ବାମୀଙ୍କୁ କ୍ଷତିପୂରଣ ମାଗିପାରିବେ। ଏନେଇ ଏକ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ। ଜଷ୍ଟିସ ଜିଏ ସାନପଙ୍କ…

ସମସ୍ତ ସୀମା ପାର୍‌ କଲେ ପାକ୍‌ ରକ୍ଷାମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ନେଇ କହିଲେ ଏଭଳି

ଇସଲାମାବାଦ,୨୪।୬: ୱାଶିଂଟନରେ ଏକ ଖବରଦାତା ସମ୍ମିଳନୀରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମିଳିତ ଭାବେ ପାକିସ୍ତାନକୁ ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ…

ହୋଟେଲ ରୁମ୍‌ରୁ ବ୍ୟାଙ୍କ ଅଧିକାରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଦେବଗଡ,୨୪।୬:( ଶଶାଙ୍କ ଶେଖର ଝାଙ୍କର) ଦେବଗଡ ଷ୍ଟେଟ ବ୍ୟାଙ୍କରେ କାର୍ଯ୍ୟରତ ଥିବା ସିଏସସି ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ମମତା ହୋଟେଲରୁ ଉଦ୍ଧାର କରାଯାଇଛି । ଉକ୍ତ…

ମୌସୁମୀ ସକ୍ରିୟ : ୨୮ରେ ଲଘୁଚାପ

ଭୁବନେଶ୍ୱର,୨୪।୬: ରାଜ୍ୟର ସମସ୍ତ ୩୦ ଜିଲାରେ ମୌସୁମୀ ସକ୍ରିୟ ହୋଇଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନାମିଳିଛି। ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବବର୍ଷା ହେଉଛି।…

ଆମେରିକା ଗସ୍ତ ଶେଷ କରିବା ପରେ ଏକ ସ୍ବତନ୍ତ୍ର ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ/ଓ୍ବାଶିଟନ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଆମେରିକାର ରାଜକୀୟ ଗସ୍ତ ଶେଷ କରିବା ପରେ ଇଜିପ୍ଟ ଅଭିମୁଖେ ଯାତ୍ରା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ଅନେକ କ୍ଷେତ୍ରରେଐତିହାସିକ…

ଦୁର୍ଲଭ ପ୍ରଜାତିର ୬,୮୫୦ଜୀବନ୍ତ କଇଁଛ ଜବତ,୨ଗିରଫ

ଚେନ୍ନାଇ,୨୪।୬:ତାମିଲନାଡୁର ତିରୁଚି ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଲଭ ପ୍ରଜାତିର କଇଁଛ ନେଇଯାଉଥିବାବେଳେ ଦୁଇ ଜଣଙ୍କୁ ଗିରଫ କରି ପୋଲିସ। କଷ୍ଟମ ଏୟାର ଇଣ୍ଟେଲିଜେନ୍ସ ୟୁନିଟର ଅଧିକାରୀମାନେ ୬,୮୫୦ ଜୀବନ୍ତ…

ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆମକୁ ଏକାଠି ରହିବାକୁ ପଡିବ: ସଞ୍ଜୟ ରାଉତ

ମୁମ୍ବାଇ,୨୩।୬: ଭାରତୀୟ ଜନତା ପାର୍ଟି(ଭାଜପା) ଅଭିଯୋଗ ଉପରେ ଶିବସେନା ଉଦ୍ଧବ ଦଳର ନେତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ ପୁଣିଥରେ ହିଟ ହୋଇଛନ୍ତି। ମେହବୁବା…

ବାଲିଗୁଡା ସୁଡ୍ରା ଅଞ୍ଚଳରେ ମାଓବାଦୀ ପୋଷ୍ଟର, ରବିବାର ୪ ଜିଲାକୁ ୧୨ଘଣ୍ଟିଆ ବନ୍ଦ ଡାକରା

କୋଟଗଡ,୨୪।୬( ସରୋଜ ବଳିୟାର ସିଂ) ପୁଣି ଥରେ କନ୍ଧମାଳ ଜିଲାରେ ଲାଗିଛି ମାଓ ପୋଷ୍ଟର। ବାଲିଗୁଡା ଥାନା ସୁଡ୍ରା ନିକଟ କାମ୍ବରିକିଆ ଛକଠାରେ କେକେବିଏନ ଡିଭିଜିନାଲ କମିଟି…

ଆସମରେ ଭୟଙ୍କର ବନ୍ୟା: ପାଣି ଘେରରେ ୫ଲକ୍ଷ ଲୋକ

ଦିସପୁର,୨୪।୬: ଆସାମରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଇଛି। ଅବିଶ୍ରାନ୍ତ ବର୍ଷ ଯୋଗୁ ଚାରିଆଡ ଜଳମଗ୍ନ ହୋଇ ରହିଛି। ବନ୍ୟା ଯୋଗୁ ୫ଲକ୍ଷ ଲୋକ ପାଣି ଘେରରେ…