କୋଲକାତା,୨୭।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଯାଉଥିବା ହେଲିକପ୍ଟରଟି ଜରୁରୀକାଳୀନ ଅବତରଣ କରିଛି। ଜଲପାଇଗୁଡିର କ୍ରିଣ୍ଟିଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବା ପରେ ମୁଖ୍ୟମନ୍ତ୍ରୀ…
ଭୋପାଳ,୨୭।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନର ଶଙ୍ଖନାଦ କରିଛନ୍ତି। ଭୋପାଳରେ ସେ ‘ମେରା ବୁଥ, ସବସେ ମଜବୁତ’ କାର୍ଯ୍ୟକ୍ରମରେ ବିରୋଧୀ ଦଳଙ୍କୁ କଡ଼ା…
ଓ୍ବାଶିଂଟନ୍,୨୭।୬:‘ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ’ର ସାମ୍ବାଦିକ ସାବ୍ରିନା ସିଦ୍ଦିକିଙ୍କୁ ବର୍ତ୍ତମାନ ଅନଲାଇନରେ ବହୁତ ଟ୍ରୋଲ କରାଯାଉଛି। ଗତ ସପ୍ତାହରେ ଜୋ ବାଇଡେନଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ…
ଗଞ୍ଜାମ,୨୭।୬(ବିଦ୍ୟାଧର ସାହୁ ): ଗତ କିଛିଦିନ ହେବ ଗଞ୍ଜାମ ସହରରେ ପନିପରିବା ଦର ବୃଦ୍ଧି ହେବାରେ ଲାଗିଛି । ଅଦିନରେ ଏଭଳି ନିତ୍ୟ ଅପରିହାର୍ଯ୍ୟ ଜିନିଷର ଦରବୃଦ୍ଧି…
ଭବାନୀପାଟଣା,୨୭।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୟପାଟଣା ଥାନା ପାବଳୀ ଗ୍ରାମର ଘେନୁମୁଣ୍ଡା ବଡ଼ବନ୍ଧ ନିକଟରେ ଥିବା ଏକ ଚାଷଜମି ହୁଡାରୁ ଜଣେ ଚାଷୀଙ୍କ ମୃତ ଦେହକୁ…
ପାଟଣା,୨୭।୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଖୁଣ୍ଟାପଡ଼ା ପଞ୍ଚାୟତ ପିପିଳିଆ ନିକଟରେ ସୋମବାର ରାତିରେ ବରଯାତ୍ରୀ ନେଇ ଯାଉଥିବା ଏକ ପିକ୍ଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି।…
ନୂଆଦିଲ୍ଲୀ,୨୭।୬: ଆସନ୍ତା ଲୋକ ସଭା ତଥା ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏହାର ନୂତନ ଦଳ ପ୍ରସ୍ତୁତ କରୁଛି। ଏହାକୁ ନେଇ ଘନଘନ ବୈଠକ ବସୁଛି।…
ନୂଆଦିଲ୍ଲୀ,୨୭।୬: ମୁମ୍ବାଇ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ଷ୍ଟାର ବ୍ୟାଟ୍ସମ୍ୟାନ ସରଫରାଜ ଖାନ ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ପ୍ରଥମ ଶ୍ରେଣୀ ସୁପରଷ୍ଟାର…
ଲୋଇସିଂହା,୨୭।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ପନେସରାରୁ କେଉଁଟିପାଲିକୁ ସଂଯୋଗ କରୁଥିବା ଘେସରା ନାଳରେ ବିଜୁ ସେତୁ ନିର୍ମାଣ ହୋଇଛି। ଉଦ୍ଘାଟନ ପୂର୍ବରୁ ସେତୁର…
ସମ୍ବଲପୁର,୨୭ା୬(ଶୁଭାଶିଷ ପାଢୀ): ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍ୟୁ)ର ଅତ୍ୟାଧୁନିକ ଅଡିଟୋରିୟମ କାର୍ଯ୍ୟ ପ୍ରାୟ ଏକବର୍ଷ ହେବ ସମ୍ପୂର୍ଣ୍ଣ ହୋଇଛି। ହେଲେ ଏହା ଲୋକାର୍ପଣ ହୋଇ ନ…