ଧରିତ୍ରୀ କାର୍ଟୁନ୍‍ – Dharitri Cartoon

ଧରିତ୍ରୀ କାର୍ଟୁନ୍‍

୫ ରନରେ ଜିତିଲା ଡିସି…

ଅହମଦାବାଦ,୨।୫ : ଆଇପିଏଲ ୨୦୨୩ର ୧୬ ତମ ସିଜିନର ୪୪ ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ(ଜିଟି) ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ୫ ରନରେ ବିଜୟ ହାସଲ କରିଛି…

ଗଣତନ୍ତ୍ରରେ ଜନସାଧାରଣ ହିଁ ଶକ୍ତିଶାଳୀ: ମମତା…

କୋଲକାତା,୨।୫ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି, ଗଣତନ୍ତ୍ରରେ ଜନସାଧାରଣ ହିଁ ଶକ୍ତିଶାଳୀ। ସେମାନଙ୍କ ଅପେକ୍ଷା କେହି ଅଧିକ ଶକ୍ତିଶାଳୀ…

ଓଡ଼ିଶା: ଆଜିର ଫଟୋ ( ମେ ୨, ୨୦୨୩ )

କଟକ ବାଲିଯାତ୍ରା ଉପର ପଡିଆରେ ଅନୁଷ୍ଠିତ ସା ପରିଚୟ ଫାଉଣ୍ଡେଡେସନ ପକ୍ଷରୁ ଜାତୀୟ ଆଦିବାସୀ ମେଳାର ୫ମ ସନ୍ଧ୍ୟାରେ ପରିବେଷିତ ଆଦିବାସୀ ନୃତ୍ୟ      …

ନାବାଳିକାଙ୍କୁ ବଳାତ୍କାରଭିଯୋଗ, ଯୁବକ ଗିରଫ

ପାରଳାଖେମୁଣ୍ଡି,୨।୫(ଡି.ଏନ୍‌.ଏ): ଗଜପତି ଜିଲା ଆର୍‌.ଉଦୟଗିରି ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କୁ ବଳପୂର୍ବକ ଜଣେ ଯୁବକ ଜଙ୍ଗଲକୁ ଟାଣି ନେଇ ବଳାତ୍କାର କରିଥିବା ସୋମବାର ଅଭିଯୋଗ ହୋଇଥିଲା। ଆର୍‌.ଉଦୟଗିରି…

୨୮୩୬ ମିନି ଅଙ୍ଗନଓ୍ବାଡି କେନ୍ଦ୍ର ଉନ୍ନୀତ: ବାର୍ଷିକ ଅତିରିକ୍ତ ୧୮.୭୫ କୋଟି ଟଙ୍କା ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର,୨ା୫(ବ୍ୟୁରୋ)-ରାଜ୍ୟ ସରକାର ରାଜ୍ୟର ୨୮୩୬ ମିନି ଅଙ୍ଗନଓ୍ବାଡିକୁ ଉନ୍ନୀତ କରି ଅଙ୍ଗନଓ୍ବାଡି କେନ୍ଦ୍ରରେ ପରିଣତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।…

ଜିଟି ପାଇଁ ବିଜୟ ଲକ୍ଷ୍ୟ ରନ ୧୩୧…

ଅହମଦାବାଦ,୨।୫ : ଆଇପିଏଲ ୨୦୨୩ର ୧୬ ତମ ସିଜିନର ୪୪ ତମ ମ୍ୟାଚ ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ମଧ୍ୟରେ ଖେଳାଯାଉଛି। ଗୁଜରାଟର ନରେନ୍ଦ୍ର ମୋଦି…

ଖୋର୍ଦ୍ଧାରେ ଶିଳ୍ପାଞ୍ଚଳ ଥାନା, କେନ୍ଦୁଝର, ବଡ଼ବିଲରେ ସ୍ଥାପନ ହେବ ଟ୍ରାଫିକ୍‌ ଥାନା: ସୃଷ୍ଟି ହେବ ୪୭ ନୂଆ ପଦବୀ

ଭୁବନେଶ୍ୱର,୨ା୫(ବ୍ୟୁରୋ)-ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟକୁ ଶିଳ୍ପାଞ୍ଚଳ ଥାନାରେ ପରିଣତ କରାଯାଇଛି । ଏଥିପାଇଁ ୨୩ଟି ଅତିରିକ୍ତ ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ଏ ସମ୍ପର୍କିତ ଏକ…

ବିଲକିସ ବାନୋ ମାମଲା: ଗୁଜରାଟ-କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବେ ନାହିଁ…

ନୂଆଦିଲ୍ଲୀ,୨।୫ : ୨୦୦୨ ଗୁଜରାଟ ଦଙ୍ଗାର ବିଲକିସ ବାନୋ ମାମଲାରେ ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ମଙ୍ଗଳବାର…

୨ ଦିନ ବିମାନ ଉଡ଼ାଣ ବନ୍ଦ କଲା ଗୋ ଫାଷ୍ଟ ସମସ୍ୟା ପାଇଁ ଇଞ୍ଜିନ କମ୍ପାନୀକୁ ଦାୟୀ କଲା

 ମୁମ୍ବାଇ,୨ା୫(ପି.ଟି.) : ଆର୍ଥିକ ସଙ୍କଟ ଯୋଗୁ ଗୋ ଫାଷ୍ଟ ଏୟାରଲାଇନ ବୁଧବାର ଓ ଗୁରୁବାର ଏହାର ବିମାନ ଉଡ଼ାଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଆମେରିକାର ଇଞ୍ଜିନ…