‘ନ୍ୟାୟପାଳିକା ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତରେ ଅଛି’… ସିଜେଆଇ ଚନ୍ଦ୍ରଚୂଡଙ୍କୁ ପ୍ରଶଂସା କରି କହିଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୮।୫: ଭାରତର ଉପରାଷ୍ଟ୍ରପତି ତଥା ବରିଷ୍ଠ ଆଇନଜୀବୀ ଜଗଦୀପ ଧନକର ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କୁ ପ୍ରଶଂସା କରିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି, ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ଭାରତର…

ଇଟାରେ ଛେଚି ସ୍ତ୍ରୀଙ୍କୁ ହତ୍ୟା: ଜେଲ ଗଲେ ଅଭିଯୁକ୍ତ ସ୍ବାମୀ

ଜମନକିରା,୮।୫(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ବଡ଼ମାଳ ପଞ୍ଚାୟତ ନୂଆଁଡିହି ଗ୍ରାମରେ ଏକ ଅଘଟଣ ଘଟିଛି। ସ୍ବାମୀ ଏକ ଇଟାରେ ସ୍ତ୍ରୀଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଛନ୍ତି।…

ଛତିଶଗଡ ମଦ ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀ ଭୁପେଶଙ୍କୁ ଗିରଫ କରିବାକୁ ଏଏପିର ଦାବି

ଛତିଶଗଡ ମଦ ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀ ଭୁପେଶଙ୍କୁ ଗିରଫ କରିବାକୁ ଏଏପିର ଦାବି ନୂଆଦିଲ୍ଲୀ,୮।୫: ଛତିଶଗଡରେ ୨୦୦୦ କୋଟିର ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାନୁଷ୍ଠାନ…

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆଗେଇ ଆସିଲା ମହିଳା ସଂଗଠନ

ନୂଆଦିଲ୍ଲୀ,୮ା୫: କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ୪ଟି ମହିଳା ସଂଗଠନ ଆଗେଇ ଆସିଛନ୍ତି। ଯୌନ ନିର୍ଯାତନାରେ ସମ୍ପୃକ୍ତ ଅଭିଯୋଗରେ ଡବ୍ଲ୍ୟୁଏଫ୍‌ଆଇ ମୁଖ୍ୟ ତଥା ଭାଜପା ଏମ୍‌ପି ବ୍ରିଜ୍‌ ଭୂଷଣଙ୍କ ସମେତ…

କର୍ନାଟକ ବିଧାନସଭା ନିର୍ବାଚନ: ଆଜି ପ୍ରଚାର ଶେଷ

ବେଙ୍ଗାଲୁରୁ,୮।୫: ମେ’୧୦ ତାରିଖରେ କର୍ନାଟକ ବିଧାନସଭା ନିର୍ବାଚନ। ଏନେଇ ରାଜନୈତିକ ଦଳ ପକ୍ଷରୁ ଜୋରସୋରରେ ପ୍ରଚାର କରାଯାଉଛି। ତେବେ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ସୋମବାର…

ଉପକାରୀ ଗ୍ରୀନ୍‌ ମଟର

ଗ୍ରୀନ ମଟର ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ଏଥିରେ ପ୍ରୋଟିନ୍‌, ଆଇରନ୍‌, ଫସ୍‌ଫରସ୍‌, ଭିଟାମିନ୍‌-ଏ, ଭିଟାମିନ୍‌-କେ, ଭିଟାମିନ୍‌-ସି ଭରି ରହିଛି। ଏହା ମେଦ ବହୁଳତାକୁ କମାଇବାରେ ସାହାଯ୍ୟ…

ସମୁଦ୍ରରେ ଜଳପ୍ରପାତ, ଯାହା ଆଗରୁ କେବେ ଦେଖି ନ ଥିବେ, ଭିଡିଓ ଦେଖିଲେ…

ଦୁନିଆରେ ଅନେକ ସୁନ୍ଦର ଜଳପ୍ରପାତ ଅଛି, ଯାହା ମନକୁ ଆକର୍ଷିତ କରିଥାଏ। ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏପରି ସ୍ଥାନରେ ପହଞ୍ଚିଥାନ୍ତି। କିନ୍ତୁ ଆପଣ କେବେ ଏପରି…

ମନୋବଳ ବଢ଼ାଇବ ରୋବୋ

ଆଜିକାଲି ବିଭିନ୍ନ କ୍ଷେତ୍ରରେ ରୋବୋର ବ୍ୟବହାର କରାଯାଉଛି। ନିକଟରେ ଜାପାନର ବୈଜ୍ଞାନିକମାନେ ଏଭଳି ଏକ ରୋବୋ ପ୍ରସ୍ତୁତ କରିଛନ୍ତି, ଯାହା ଚିନ୍ତାଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ବେଶ୍‌ ଲାଭପ୍ରଦ…

ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ: ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଜୟପୁର,୮।୫: ରାଜସ୍ଥାନର ହନୁମାନଗଡରେ ଭାରତୀୟ ବାୟୁସେନା(ଆଇଏଏଫ୍‌)ର ମିଗ୍‌ -୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ତେବେ ପାଇଲଟ ସାମାନ୍ୟ ଆହତ ହୋଇଥିବା…

ମିଗ୍‌-୨୧ର ସେବା ରହିଛି ଜାରି, କାହିଁକି ନେଇନି ଅବସର ? ପାଲଟିଛି ‘ଫ୍ଲାଇଙ୍ଗ କଫିନ’…

ନୂଆଦିଲ୍ଲୀ,୮।୫ : ମିଗ -୨୧ ଯୁଦ୍ଧ ବିମାନକୁ ୧୯୬୦ ଦଶକରେ ପୂର୍ବର ସୋଭିଏ ୟୁନିଅନ (ବର୍ତ୍ତମାନ ରୁଷିଆ) ରୁ କିଣାଯାଇଥିଲା। ଏହି ଯୁଦ୍ଧ ବିମାନକୁ ରୁଷିଆ ୧୯୮୫ରେ…