ପ୍ରଥମ ସ୍ତ୍ରୀ ଥାଇ ଦ୍ୱିତୀୟ ବିବାହ କରୁଥିଲେ, ବରଙ୍କୁ ଉଠାଇ ଆଣିଲା ପୋଲିସ

ପାଟଣା,୮ା୫(ସ୍ବ.ପ୍ର.): ପ୍ରଥମ ସ୍ତ୍ରୀ ଓ ପୁଅ ଥାଇ ଜଣେ ବିବାହିତ ଯୁବକ ଲୁଚାଛପାରେ ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରୁଥିବା ସମୟରେ ମନ୍ଦିରରୁ ପୋଲିସ ଉଠାଇ ଆଣିଛି।…

ଶାହିସ୍ତା ପରଓ୍ବିନ ମାଫିଆ ଘୋଷିତ ହେବେ: ପୋଲିସ ପ୍ରସ୍ତୁତି ଆରମ୍ଭ…

ଲକ୍ଷ୍ନୌ,୮।୫ : ପୂର୍ବତନ ସମାଜବାଦୀ ପାର୍ଟି (ଏସପି) ଏମପି ତଥା ମାଫିଆ ଅତିକ ଅହମ୍ମଦଙ୍କ ପଳାତକ ସ୍ତ୍ରୀ ଶାହିସ୍ତା ପରଓ୍ବିନଙ୍କୁ ଉତ୍ତରପ୍ରଦେଶ ପୋଲିସ ମାଫିଆ ଘୋଷିତ କରିବା…

ଲୁଚି ଗାଁକୁ ଫେରିଲେ ୩୦ ଦାଦନ ଶ୍ରମିକ

ଭବାନୀପାଟଣା,୮।୫(ସ୍ବ.ପ୍ର.): ତେଲଙ୍ଗାନାରେ କାମ କରିବାକୁ ଯାଇ ସେଠାରେ ନିର୍ଯାତିତ ହେବା ଯୋଗୁ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ଶ୍ରମିକ ଲୁଚି ଗାଁକୁ…

ଘରେ ପଶି ନାବାଳିକାଙ୍କ ତଣ୍ଟିକାଟି ହତ୍ୟା କଲେ ଯୁବକ

ଅନୁଗୋଳ ଅଫିସ,୮ା୫: ଅନୁଗୋଳ ସହର ଉପକଣ୍ଠ କୁଇଓ ଗ୍ରାମରେ ସୋମବାର ପୂର୍ବାହ୍ନରେ ଜଣେ ନାବାଳିକାଙ୍କ ତଣ୍ଟି କାଟି ହତ୍ୟା କରାଯାଇଛି। ମୃତ ନାବାଳିକା ହେଲେ, ଭାଗୀରଥି ସାହୁଙ୍କ…

୨ ବର୍ଷ ପରେ ପୁଣି ମିଳିଲା ଏନ୍‌ସିଟିଇ ସ୍ବୀକୃତି

ଭବାନୀପାଟଣା,୮।୫(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବିଇଡି କଲେଜରେ ମାନବ ସମ୍ବଳ ଅଭାବ ଦର୍ଶାଇ ନ୍ୟାଶନାଲ କାଉନସିଲ ଫର୍‌ ଟିଚର ଏଜୁକେଶନ (ଏନ୍‌ସିଟିଇ) କମିଟି ୨୦୨୦-୨୧ ଶିକ୍ଷା ବର୍ଷଠାରୁ…

ନୀତୀଶ ସରକାରଙ୍କ ଉପରେ ଅସନ୍ତଷ୍ଟ ସରକାରୀ ବାବୁ, ପିକେଙ୍କ ଜନସୁରାଜ ପଦଯାତ୍ରାରେ ୧୨ ପୂର୍ବତନ ଆଇପିଏସ ଅଧିକାରୀ…

ପାଟନା,୮।୫ : ନିର୍ବାଚନ ରଣନୀତିଜ୍ଞ-ରାଜନେତା ପ୍ରଶାନ୍ତ କିଶୋର (ପିକେ) ୨ ଅକ୍ଟୋବର ୨୦୨୨ ରେ ଜନସୁରାଜ ପଦଯାତ୍ରା ଆରମ୍ଭ କରିଥିଲେ। ବର୍ତ୍ତମାନ ପ୍ରଶାନ୍ତ କିଶୋରଙ୍କ ଜନସୁରାଜଙ୍କ ପରିବାର…

ପୁଣି ତାତିଲା ରାଜଧାନୀ

ଭୁବନେଶ୍ୱର,୮ା୫(ବ୍ୟୁରୋ): କିଛିଦିନ ଧରି ବର୍ଷା ହେଉଥିବାରୁ ଥଣ୍ଡା ଥିବା ରାଜଧାନୀ ସୋମବାର ପୁଣି ଉତ୍ତପ୍ତ ହୋଇଛି। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ତାପମାତ୍ରା ୩୧ ଡିଗ୍ରୀ…

ଅଦାଚାଷର ବିକାଶ ପାଇଁ ପ୍ରୋତ୍ସାହନ ଅଭାବ

ଉମରକୋଟ,୮।୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ସିଲାଟି ଓ ଯାମରୁଣ୍ଡା ଅଞ୍ଚଳର କେତେଜଣ ବଙ୍ଗୀୟ ଚାଷୀ ଅଦାଚାଷ କରିଛନ୍ତି, ଯାହାକି ବହୁତ ଭଲ ହୋଇଛି। ଉମରକୋଟ ଅଞ୍ଚଳର…

ଆରପିଡିଏସି ବୈଠକ ଡାକ

ବଲାଙ୍ଗୀର ଅଫିସ, ୮ା୫: ଚଳିତବର୍ଷ ବହୁପ୍ରତୀକ୍ଷିତ ଲୋୟର ସୁୁକତେଲ ଡ୍ୟାମ୍‌ରେ ପାଣି ଗଚ୍ଛିତ ରଖାଯିବ ବୋଲି ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ସୂଚନା ଦିଆଗଲାଣି। ବଲାଙ୍ଗୀରର ଜୀବନ…

ଇରାନରେ ପ୍ରତି ୬ ଘଣ୍ଟାରେ ଜଣଙ୍କୁ ଫାଶୀ, ୨୦୨୩ରେ ଇତିମଧ୍ୟରେ ୧୯୪ ଜଣଙ୍କୁ ମୃତ୍ୟୁଦଣ୍ଡ…

ତେହେରାନ,୮।୫ : ଏକ ମାନବାଧିକାର ଗୋଷ୍ଠୀ ଦାବି କରିଛନ୍ତି, ଗତ ୧୦ ଦିନ ମଧ୍ୟରେ ଇରାନ ଶାସନ ପ୍ରତି ୬ ଘଣ୍ଟାରେ ହାରାହାରି ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ…