ଧର୍ମଶାଳା,୨୪ା୫(ଡି.ଏନ.ଏ.): ଧର୍ମଶାଳା ବ୍ଲକ୍ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଏଠାରେ ଯୋଗ୍ୟ ହିତାଧିକାରୀ ବାଦ୍ ପଡୁଥିବାବେଳେ ଅଯୋଗ୍ୟଙ୍କୁ ଦିଆଯାଉଛି ଗୃହ।…
ଯାଜପୁର ଅଫିସ,୨୫ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ଏବେ ବି ସରକାରଙ୍କ ବହୁ ମୂଲ୍ୟବାନ କଳାପଥର ତଥା ଗ୍ରାନାଇଟ ପଥର ମହଜୁଦ ରହିଛି। ଲିଜ୍ଧାରୀମାନେ ୫…
ଜେନେଭା,୨୫।୫ : ସମଗ୍ର ବିଶ୍ୱରେ ଗଭୀର ଖାଦ୍ୟ ସଙ୍କଟ ମଧ୍ୟରେ ଭାରତ ମିଳିତ ଜାତିସଂଘରେ ଏହାକୁ ଦୂର କରିବା ପାଇଁ ଏକ ସାମୂହିକ ସମାଧାନ ତଥା ଦ୍ରୁତ…
ଯାଜପୁର ଅଫିସ/ଚଢେଇଧରା/ ଜେନାପୁର (ଡି.ଏନ.ଏ.),୨୫ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ବେଆଇନ କଳାପଥର ଖାଦାନ ପାଇଁ କେବଳ ରାଜସ୍ବ ଲୁଟ ହେଉନାହିଁ, ବରଂ ଶ୍ରମିକମାନଙ୍କ ଜୀବନ…
ଭୁବନେଶ୍ୱର,୨୫ା୫(ବ୍ୟୁରୋ): ଭୁବନେଶ୍ୱର କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ-୧ ଜିଇଡି ବସ୍ତିରେ ବୁଧବାର ଭୋର ସମୟରେ ଜଣେ ଯୁବକଙ୍କୁ ଗୋଟିଏ ପରିବାରର ମାମୁ, ଭଣଜାଙ୍କ ସମେତ ୪ ଜଣ…
ଓ୍ବାଶିଂଟନ,୨୫।୫ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଫ୍ଲୋରିଡାର ରିପବ୍ଲିକାନ ଗଭର୍ନର ରୋନ ଡିସାଣ୍ଟିସ ଆନୁଷ୍ଠାନିକ ଭାବେ ପ୍ରବେଶ କରିଛନ୍ତି। ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ…
ଭୁବନେଶ୍ୱର,୨୫ା୫(ବ୍ୟୁରୋ): ଟ୍ରେଣ୍ଡ୍ ବଦଳୁଛି, ଆଉ ତା’ ସହ ବଦଳୁଛି ଜୀବନଶୈଳୀ। ଓଡ଼ିଶାର ପାରମ୍ପରିକ ପରିଧାନରେ ଅତ୍ୟାଧୁନିକତାର ଛାପ ଦିନକୁ ଦିନ ରାଜ୍ୟ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି…
ଓ୍ବାଶିଂଟନ,୨୫।୫ : ଆସନ୍ତା ବର୍ଷ ଦକ୍ଷିଣ ଏସୀୟ ଦେଶରେ ହେବାକୁ ଥିବା ନିର୍ବାଚନକୁ ନେଇ ଆମେରିକା କଡା ଆଭିମୁଖ୍ୟ ଗ୍ରହଣ କରିଛି। ଏହି ପରିପ୍ରେକ୍ଷୀରେ, ବୈଦେଶିକ ବ୍ୟାପାର…
ଗୋପ,୨୫ା୫(ଡି.ଏନ୍.ଏ.): ଗୋପ ବ୍ଲକ ମହଲପଡ଼ା ପଞ୍ଚାୟତର କେତେକ ସରକାରୀ ଜମିକୁ ବେଆଇନ ଭାବେ ଜବରଦଖଲ କରି ମାଛ ପୋଖରୀ ଖୋଳିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗର…
ଓ୍ବାଶିଂଟନ,୨୫।୫ : ଆମେରିକାରେ ମୂଳ ଭାରତୀୟ ଲୋକଙ୍କ ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏବେ ସେଠାରେ ଦୀପାବଳିକୁ ସରକାରୀ ଛୁଟିଦିନ ଘୋଷଣା କରିବାକୁ…