ବର୍ଷାରେ ଭାଙ୍ଗିଲା ଘର, ବେସାହାରା ହେଲେ ପରିବାର

କୋକସରା,୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୩ଦିନ ଧରି ଲଘୁଚାପ ଜନିତ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅନେକ ସ୍ଥାନରେ ବର୍ଷା ଜନିତ କ୍ଷୟକ୍ଷତି ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲା…

ନିତିନଙ୍କ ଆତ୍ମହତ୍ୟାରେ ହତବାକ ବଲିଉଡ୍‌

‘ଯୋଦ୍ଧା ଆକବର’, ‘ଦେବଦାସ’ ଏବଂ ‘ଲଗାନ’ ଭଳି ସୁପରହିଟ୍‌ ଚଳଚ୍ଚିତ୍ରର ସେଟ ଡିଜାଇନ କରିଥିବା କଳା ନିର୍ଦ୍ଦେଶକ ନିତିନ ଦେଶାଇ ଆତ୍ମହତ୍ୟା କରିଛନ୍ତି। ଏନଡି ଷ୍ଟୁଡିଓର ପ୍ରତିଷ୍ଠାତା…

ଧୋଇଗଲା କଲଭର୍ଟ

ଏମ୍‌.ରାମପୁର,୨ା୮: କଳାହାଣ୍ଡି ଜିଲା ମ.ରାମପୁରଠାରେ ୧୯୫ମିଲିମିଟର ବର୍ଷା ହୋଇଛି। ଯାହାକି କଳାହାଣ୍ଡିରେ ସର୍ବାଧିକ ରେକର୍ଡ କରାଯାଇଛି। ଏହି ବର୍ଷା ଯୋଗୁ ମ.ରାମପୁର ଅଞ୍ଚଳରେ ରାସ୍ତାଘାଟ, କଲଭର୍ଟ, ଚାଷଜମି,…

ପାଣିରେ ବୁଡ଼ିଛି ଧାନତଳି, ଆଶଙ୍କାରେ ଚାଷୀ

କର୍ଲାମୁଣ୍ଡା,୨ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଦୁଇଦିନ ଧରି ପ୍ରବଳ ବର୍ଷା ଯୋଗୁ ନଦୀନାଳ ଭର୍ତ୍ତି ହୋଇଥିବା ବେଳେ ଚାଷୀଙ୍କ ଜମି ମଧ୍ୟ ଜଳ…

କ୍ଷମା ମାଗୁନାହିଁ ଅର୍ଥ ମୁଁ ଅହଙ୍କାରୀ ନୁହେଁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨ା୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରନେମ୍‌ ସହ ଜଡ଼ିତ ମାନହାନି ମାମଲାରେ ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଛନ୍ତି। ତାଙ୍କ ଆବେଦନ ଉପରେ ଅଗଷ୍ଟ ୪ରେ…

ଜୁଡ଼ିଆ ଘାଟିରେ ପଥର ଅତଡ଼ା ଖସିଲା

କେନ୍ଦୁଝର,୨ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଲଗାଣ ବର୍ଷାରେ କେନ୍ଦୁଝର ସୀମା ଜୁଡ଼ିଆ ଘାଟିରେ ଭୂସ୍ଖଳନ ହୋଇଛି। ପାହାଡ଼ରୁ ମାଟି, ଗଛଲତା ସହିତ ବଡ଼ ପଥର ଖଣ୍ଡ ୪୯…

ମିଶନ ୨୪: କର୍ନାଟକ କଂଗ୍ରେସର ସମରସଜ୍ଜା

କର୍ନାଟକ କଂଗ୍ରେସ ନେତାଙ୍କ ସହ ବୈଠକ କରିଛନ୍ତି ଦଳ ସଭାପତି ମଲ୍ଲିକାର୍ଜ୍ଜୁନ ଖାର୍ଗେ। ବୁଧବାର ଖାର୍ଗେ ଓ ରାହୁଲ ଗାନ୍ଧୀ କର୍ନାଟକର ପାର୍ଟି ମୁଖ୍ୟାଳୟର ଏହି ବୈଠକରେ…

କେଜ୍‌ରିଓ୍ବାଲଙ୍କୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୨।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ବୁଧବାର ଆଉ ଏକ ଝଟ୍‌କା ଲାଗିଛି। ଦିଲ୍ଲୀ ସେବା ଅଧ୍ୟାଦେଶ ସମ୍ପର୍କିତ କେନ୍ଦ୍ର ସରକାର ଆଣିଥିବା ଗଭର୍ନମେଣ୍ଟ ଅଫ୍‌ ନ୍ୟାଶ୍‌ନାଲ…

ଭାଜପାରେ ଯୋଗ ଦେଲେ ତେଲଗୁ ଅଭିନେତ୍ରୀ ଜୟସୁଧା

ହାଇଦ୍ରାବାଦ,୨।୮: ତେଲଗୁ ଅଭିନେତ୍ରୀ ତଥା ପୂର୍ବତନ ବିଧାୟକ ଜୟସୁଧା ଭାଜପାରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ତେଲେଙ୍ଗାନା ଭାଜପା ସଭାପତି ଜି କିଶନ ରେଡ୍ଡୀ ଏବଂ ରାଷ୍ଟ୍ରୀୟ…

ବିପଦ ସଙ୍କେତ ଟପିଲା ବୈତରଣୀ

ଆନନ୍ଦପୁର,୨ା୮(ସନ୍ତୋଷ ରାଉତ): ବୈତରଣୀ ନଦୀରେ ହଠାତ ବନ୍ୟାଜଳ ପ୍ରବେଶ କରିବାରୁ ଆନନ୍ଦପୁର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ବୁଧବାର ସକାଳ ୬ଟାରେ ଆନନ୍ଦପୁରଠାରେ ବୈତରଣୀର ବନ୍ୟାଜଳ…