ନିବେଶକଙ୍କ ୩.୫ ଲକ୍ଷ କୋଟି ପାଣିରେ ପଡ଼ିଲା, ସେନସେକ୍ସ ୭୦୦ପଏଣ୍ଟ ହ୍ରାସ…

ମୁମ୍ବାଇ,୨।୮ : ବୁଧବାର ଘରୋଇ ଷ୍ଟକ ବଜାରରେ ଏକ ବଡ଼ ହ୍ରାସ ଘଟିଛି। ସପ୍ତାହର ତୃତୀୟ ବାଣିଜ୍ୟ ଦିନରେ, ସେନ୍ସେକ୍ସ ୭୦୨.୮୮ ପଏଣ୍ଟ ହ୍ରାସ ପାଇ ୬୫,୭୫୬.୪୩ରେ…

ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଜିଏସଟି କାଉନସିଲ ବୈଠକ, ଅନଲାଇନ ଗେମ୍‌ ଉପରେ ଟିକସ ଲଗାଇବା ନେଇ ହେବ ଚର୍ଚ୍ଚା

ନୂଆଦିଲ୍ଲୀ,୨।୮: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୁଧବାର ଜିଏସି କାଉନସେଲିଂ ବୈଠକ ହେବାକୁ ଯାଉଛି। ଏଥିସହ ବୈଠକରେ ପରିଷଦ ଅନଲାଇନ ଗେମିଂର ସଂଜ୍ଞା ସ୍ପଷ୍ଟ କରିବା ସହ…

ପାକିସ୍ତାନ ଉପରେ ହୋଇଥିବା ଆକ୍ରମଣକୁ ଆମେରିକାର ନିନ୍ଦା

ଓ୍ବାଶିଂଟନ,୨ା୮: ମିଳିତ ଜାତିସଂଘ ଏବଂ ଆମେରିକା ପାକିସ୍ତାନରେ ହୋଇଥିବା ଆତ୍ମଘାତୀ ଆକ୍ରମଣକୁ ନିନ୍ଦା କରିଛନ୍ତି। ରବିବାର ଖାଇବର ପାଖୁତୁନ୍‌ଖଓ୍ବା ପ୍ରଦେଶର ଜାମିଆତ ଉଲେମା ଇସଲାମ-ଫଜଲର ଏକ ରାଜନୈତିକ…

ଗତ ୬ମାସରେ ୫ହଜାର କୋଟି ଟଙ୍କାର କସେମେଟିକ୍‌ କିଣିଛନ୍ତି ମହିଳା, ୪୦ପ୍ରତିଶତ ଅନଲାଇନ ଶପିଂ

ନୂଆଦିଲ୍ଲୀ,୨।୮: ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ଜଣାପଡିଛି କି, ଗତ ୬ମାସ ମଧ୍ୟରେ ୫୦୦୦କୋଟି ଟଙ୍କା ମୂଲ୍ୟର ଲିପଷ୍ଟିକ ଭଳି ପ୍ରସାଧନ…

କଲରାଡୋ ନଦୀ ୧୦ ଟ୍ରିଲିୟନ ଗ୍ୟାଲନରୁ ଅଧିକ ଜଳ ହରାଇଛି: ରିପୋର୍ଟ…

ଓ୍ବାଶିଂଟନ,୨।୮ : ଗ୍ଲୋବାଲ ୱାର୍ମିଙ୍ଗର କ୍ଷତିକାରକ ପ୍ରଭାବ ସମଗ୍ର ଆମେରିକାରେ ଅନୁଭୂତ ହେଉଛି। ଅତ୍ୟଧିକ ତାପମାତ୍ରା ଏବଂ ଉତ୍ତାପ ଲହର ଦକ୍ଷିଣ ଭାଗକୁ ଘୁଞ୍ଚିଯିବା ସହିତ ଆମେରିକୀୟମାନେ…

ରାଶିଫଳ: ଗୁରୁବାର, ଅଗଷ୍ଟ ୩ ତାରିଖ – Daily Horoscope

ମେଷ ଆଜି ଦିନଟିରେ ସହଜ ଓ ସୁବିଧାରେ କାମ ହାସଲ କରିବେ। ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ବହୁ ପ୍ରତୀକ୍ଷିତ ଖବରଟି ଆଜି…

ସିଙ୍ଗାପୁର ସଂସଦରେ ଶପଥ ଗ୍ରହଣ କଲେ ୩ଭାରତୀୟ ବଂଶୋଦ୍ଭବ

ସିଙ୍ଗାପୁର,୨।୮: ସିଙ୍ଗାପୁର ସଂସଦରେ ଶପଥ ଗ୍ରହଣ କରିଛନ୍ତି ତିନି ଭାରତୀୟ ବଂଶୋଦ୍ଭବ। ନଅ ଜଣ ମନୋନୀତ ସଦସ୍ୟ (ଏନଏମପି)ଙ୍କ ମଧ୍ୟରୁ ତିନିଜଣ ବୁଧବାର ଶପଥ ଗ୍ରହଣ କରିଛନ୍ତି।…

ନାବାଳିକା ଅବା ନାବାଳକଙ୍କ ସହିତ ଲିଭଇନରେ ରହିବା ଅମାନ୍ୟ, ଏହା ଆଇନ ସମାଜର ବିରୁଦ୍ଧ: ହାଇକୋର୍ଟ…

ଲକ୍ଷ୍ନୌ,୨।୮ : ଯଦି ଲିଭଇନ ସମ୍ପର୍କରେ ରହୁଥିବା ଦୁଇ ମଧ୍ୟରୁ ଜଣେ ନାବାଳିକା ଅବା ନାବାଳକ, ତେବେ ସମ୍ପର୍କକୁ ଅମାନ୍ୟ ବୋଲି ଧରାଯିବ। ଏହା ସୁରକ୍ଷା ଅଧୀନରେ…

ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମରୁ ଖବର ଅପସାରଣ କଲା ମେଟା

ଅଟାଓ୍ବା,୨ା୮: ଟେକ୍‌ ଜିଆଣ୍ଟ ମେଟା କାନାଡାର ଫେସ୍‌ବୁକ ଏବଂ ଇନ୍‌ଷ୍ଟାଗ୍ରାମରୁ ସମ୍ବାଦ ବା ଖବର ହଟାଇବା ପ୍ରକ୍ରିୟା ଆରମ୍ଭ କରିଛି। ଅବଶ୍ୟ କାନାଡାର ୟୁଜରମାନଙ୍କୁ ପଠାଯାଇଥିବା ବିଜ୍ଞପ୍ତି…

ମଣିପୁରରେ ଥମୁନି ହିଂସା, ୨ଟି ଘରେ ନିଆଁ ଲଗାଇଲେ ଉପଦ୍ରବକାରୀ

ଇମ୍ଫାଲ,୨।୮: ଜାତିଆଣ ହିଂସାରେ ଏବେ ବି ଜଳୁଛି ମଣିପୁର। ରାଜ୍ୟ ସରକାରଙ୍କ କର୍ଫ୍ୟୁ କୋହଳ ପରେ ମଧ୍ୟ ପୁଣି ଅଣାୟତ୍ତ ହୋଇପଡିଛି ଆଇନ ଶୃଙ୍ଖଳା ବ୍ୟବସ୍ଥା। ବୁଧବାର…