ରତ୍ନଭଣ୍ଡାର ସଂକ୍ରାନ୍ତ ୪ ମାମଲାର ଶୁଣାଣି

ପୁରୀ, ୨୪ା୬(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ ନ କରି ସ୍ଥିତି ସମ୍ପର୍କରେ ସୂଚନା ଦେବାରୁ ଦୂରେଇ ରହିବାକୁ…

ବାଲୁଖଣ୍ଡ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ଖାଦ୍ୟ ସମସ୍ୟା

କୋଣାର୍କ,୨୪।୬(ଜ୍ୟୋତିରାଜ ମହାନ୍ତି): କୋଣାର୍କ ବନ ବିଭାଗ ଅଧୀନ ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲରେ ଖାଦ୍ୟ ଅଭାବଜନିତ ସମସ୍ୟା ଯୋଗୁ ଗାଁମୁହାଁ ହୋଇଥିବା ଏକ ହରିଣର କୋଣାର୍କ- କାକଟପୁର ମୁଖ୍ୟରାସ୍ତାର…

ଅନାଥ ଶିଶୁକନ୍ୟା ଲିଲିଆନାଙ୍କ ନୂଆ ଠିକଣା ଆମେରିକା

କଟକ,୨୪ା୬ (କାର୍ତ୍ତିକ ସାହୁ): ଅନାଥ ଶିଶୁକନ୍ୟା ଲିଲିଆନାଙ୍କୁ ମିଳିଗଲେ ମାଆବାପା। କଟକର ବସୁନ୍ଧରାରୁ ଯାଇ ଆମେରିକାର ଆଲାବାମା ରାଜ୍ୟସ୍ଥିତ ଓକ୍ଲାହୋମା ସହରରେ ନିଜର ନୂଆ ଠିକଣା ସେ…

ଖୋଲିଲା ଏଜୁକେଶନାଲ ଇ-ଷ୍ଟୁଡିଓ

ବାରିପଦା, ୨୪ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ରାଜ୍ୟର ପ୍ରଥମ ଏଜୁକେଶନାଲ ଇ-ଷ୍ଟୁଡିଓର ଶୁଭାରାମ୍ଭ ହୋଇଛି। ମୁଖ୍ୟଅତିଥି…

ଆପଣାର ମଣିଷ ଡା. ଜଗନ୍ନାଥ ମହାପାତ୍ର

ସମସ୍ତଙ୍କୁ ଶ୍ରଦ୍ଧା କରିବା, ସମସ୍ତଙ୍କୁ ଆପଣାପଣର ଡୋରିରେ ବାନ୍ଧି ରଖିବାରେ ସେ ଟିକେ ବି ଊଣା କରନ୍ତି ନାହିଁ। ଜଣେ ଜ୍ଞାନୀ, ଗୁଣୀ ବ୍ୟକ୍ତି ହେଲେ ବି…

ଯୁଗଳ କିଶୋର ଷଡ଼ଙ୍ଗୀ ପାଇବେ ‘ବାଲ୍‌ ସାହିତ୍ୟ ପୁରସ୍କାର’

ଭୁବନେଶ୍ୱର,୨୪।୬(ଶର୍ମିଷ୍ଠା ପାଣିଗ୍ରାହୀ): କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଶୁକ୍ରବାର ବାଲ୍‌ ସାହିତ୍ୟ ପୁରସ୍କାର ଓ ଯୁବ ପୁରସ୍କାର ୨୦୨୩ ଘୋଷଣା କରାଯାଇଛି। ୨୦ଜଣ ଯୁବ ଓ ୨୨ଜଣ…

ବିଶ୍ୱସ୍ତରୀୟ ହେବ ନନ୍ଦନକାନନ

ଭୁବନେଶ୍ୱର,୨୪ା୬(ଅନିଲ ଦାସ): ନନ୍ଦନକାନନର ନବକଳେବର ହେବ। ୫-ଟି ଉପକ୍ରମରେ ଏହାକୁ ଏକ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ ଭାବେ ରୂପାନ୍ତର କରାଯିବ। ନୂଆ ଜୀବଜନ୍ତୁ ଆଣିବା, ଜଙ୍ଗଲ ଅଞ୍ଚଳର…

ଏକାଠି ଲଢ଼ିବେ ୧୭ ଦଳ

ପାଟନା/ନୂଆଦିଲ୍ଲୀ/ଜମ୍ମୁ,୨୪ା୬(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): କେନ୍ଦ୍ରରେ ଭାଜପାକୁ ହରାଇବା ପାଇଁ ସବୁ ଦଳକୁ ଏକାଠି ହେବାକୁ ପଡ଼ିବ। ଏଥିଲାଗି ଆବଶ୍ୟକ ହେଲେ ବ୍ୟକ୍ତିଗତ ମତଭେଦ, ମହତ୍ତ୍ୱାକାଂକ୍ଷା ଓ ଦଳୀୟ…

ଟାଇଟାନ୍‌ରେ ଯାତ୍ରା ପାଇଁ କେତେ ଟଙ୍କା ଆବଶ୍ୟକ

ଓସେନ୍‌ଗେଟ୍‌ର ଟାଇଟାନ୍‌ ବୁଡ଼ାଜାହାଜରେ ଯାତ୍ରା କରିବା ଲାଗି ଜଣେ ବ୍ୟକ୍ତିଙ୍କୁ ୨୫୦,୦୦୦ ଡଲାର (୨,୦୫,୦୬,୯୩୭ ଟଙ୍କା)ର ଆବଶ୍ୟକତା ପଡ଼ିଥାଏ। ପାଖାପାଖି ୪୦୦ ମାଇଲ୍‌ ଯାତ୍ରା କରୁଥିବା ଏହି…

ଟାଇଟାନିକ୍‌ ଦେଖିବାକୁ କମ୍‌ ଲୋକ ଆଗ୍ରହୀ

ସମୁଦ୍ର ରାଣୀ ଭାବେ ଜଣାଯାଉଥିବା ଟାଇଟାନିକ୍‌ ଜାହାଜ ୧୯୧୨ ଏପ୍ରିଲ ୧୪ରେ ବୁଡ଼ିଯାଇଥିଲା। ୧୯୮୫ରେ ରୋବର୍ଟ ବାଲାର୍ଡ ଟାଇଟାନିକର ଭଗ୍ନାବଶେଷକୁ ସମୁଦ୍ରର ଗଭୀର ଜଳ ମଧ୍ୟରେ ଠାବ…