ମଣିପୁର ପ୍ରସଙ୍ଗରେ ଫିଲ୍ଡ କମାଣ୍ଡର୍ସଙ୍କ ସହ ବୈଠକ କଲେ ବିଏସଏଫ ଏଡିଜି

କୋଲକତା, ୧୨।୮: ବିଏସଏଫ ଏଡିଜି ସୋନାଲି ମିଶ୍ର କୋଲକତାସ୍ଥିତ ଇଷ୍ଟର୍ନ କମାଣ୍ଡ ମୁଖ୍ୟାଳୟରେ ଦ୍ୱିତୀୟ ତ୍ରିମାସିକ ଫିଲ୍ଡ କମାଣ୍ଡର୍ସ ସମ୍ମିଳନୀରେ ଅଧ୍ୟକ୍ଷତା କରିଛନ୍ତି। ଏଥିରେ ବିଏସଏଫର ଇଷ୍ଟର୍ନ…

କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ

ଶିମଲା,୧୨।୮: ହିମାଚଳ ପ୍ରଦେଶରେ ସରକାର ପରିବର୍ତ୍ତନ ହେବାର ୮ମାସରୁ ଅଧିକ ସମୟ ବିତିଗଲାଣି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏହାକୁ ଶକ୍ତି ପରିବର୍ତ୍ତନ ନୁହେଁ, ବରଂ ବ୍ୟବସ୍ଥାରେ…

ଶିକ୍ଷକଙ୍କୁ ୨୦ ବର୍ଷ ଜେଲଦଣ୍ଡ

କେନ୍ଦୁଝର,୧୨ା୮(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟରେ ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ମାମଲାର ଶୁଣାଣି ହୋଇଛି। ବିଚାରପତି ବିଜୟ କୁମାର ମିଶ୍ର ମାମଲାର…

ଫିରିଙ୍ଗିଆ ପୂର୍ବତନ ଥାନାଧିକାରୀ ନିଲମ୍ବିତ

ଫୁଲବାଣୀ,୧୨ା୮(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫିରିଙ୍ଗିଆ ଥାନାର ପୂର୍ବତନ ଥାନାଧିକାରୀ ତପନ କୁମାର ନାହାକଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଶୁକ୍ରବାର ନିଲମ୍ବିତ କରିଛନ୍ତି।…

ହାଓ୍ବାଇ ଜଙ୍ଗଲରେ ଲାଗିଥିବା ନିଆଁରେ ମୃତକଙ୍କ ସଂଖ୍ୟା ୬୭ ଛୁଇଁଲା

ଓ୍ବାଶିଂଟନ,୧୨।୮: ଆମେରିକାର ହାୱାଇ ଜଙ୍ଗଲରେ ଲାଗିଥିବା ଭୟଙ୍କର ନିଆଁରେ ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି। ଅଧିକାଂଶ ମୃତ୍ୟୁ ହାୱାଇର ମାଉଇ କାଉଣ୍ଟି ଅଞ୍ଚଳରେ ଘଟିଛି। ଉଲ୍ଲେଖନୀୟ…

ପୂର୍ବତନ ପତ୍ନୀଙ୍କ ହତ୍ୟା ଭିଡିଓର ଲାଇଭ ଷ୍ଟ୍ରିମିଂ କଲେ ବଡି ବିଲଡର, କେତେ ଜଣଙ୍କୁ ହତ୍ୟା ପରେ ନିଜେ କଲେ ଆତ୍ମହତ୍ୟା

ସାରାୟୋଭୋ,୧୨।୮: ଜଣେ ବଡି ବିଲଡର ତାଙ୍କ ପୂର୍ବତନ ପତ୍ନୀଙ୍କ ହତ୍ୟା ଭିଡିଓକୁ ସିଧା ପ୍ରସାରଣ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ୟୁରୋପୀୟ ଦେଶ ବୋସନିଆର…

ରୋଜଗାରିଆ ପୁଅ ରୋଗରେ

ପାଲଲହଡ଼ା,୧୨ା୮(ଦିବ୍ୟଜ୍ୟୋତି ଦାଶ): ରୋଜଗାରିଆ ପୁଅ ଏବେ ରୋଗଗ୍ରସ୍ତ। ୬ ମାସ ହେଲା ମାନସିକ ବିକୃତି ଦେଖାଦେଇଥିବାରୁ ଉପାୟଶୂନ୍ୟ ହୋଇପଡ଼ିଛନ୍ତି ବୃଦ୍ଧ ମାତା ପିତା। ଚିକିତ୍ସା ପାଇଁ ଅନେକଥର…

ସାଧାରଣ ନିର୍ବାଚନ ପୂର୍ବରୁ ୩ ନୂଆ ରାଜନୈତିକ ଦଳକୁ ମିଳିଲା ମାନ୍ୟତା, ମୋଟ ସଂଖ୍ୟା ୧୭୦ ପାର

ଇସଲାମାବାଦ,୧୨।୮: ଖୁବ ଶୀଘ୍ର ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ପାକିସ୍ତାନର ପ୍ରାୟ ସମସ୍ତ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି…

ଜୀବନକୁ ବାଜି ଲଗାଇ ସୁରକ୍ଷିତ ରଖିବାକୁ ପଡିବ କିମଙ୍କ ଫଟୋ, ନ ମାନିଲେ ମିଳିବ ମୃତ୍ୟୁ ଦଣ୍ଡ!

ପୋଙ୍ଗୟାଙ୍ଗ,୧୨।୮: ଉତ୍ତର କୋରିଆର ଲୋକଙ୍କୁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଫଟୋକୁ ନିଜ ଜୀବନକୁ ବାଜି ଲଗାଇ ସୁରକ୍ଷା ଦେବାକୁ ବା ସାଇତି ରଖିବାକୁ ପଡିବ।…

ଟ୍ରକ୍‌ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍‌

ଯୋଡ଼ା,୧୨ା୮(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅଧୀନସ୍ଥ ତଥା ବାମେବାରି ଥାନା ଅନ୍ତର୍ଗତ ସିରାଜୁଦ୍ଦିନ ଖଣି ନିକଟ ରାସ୍ତାରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ…