ବିରାଟ କୋହଲି ଯୁବ ଖେଳାଳିଙ୍କ ପାଇଁ ପ୍ରେରଣା: ରାହୁଲ ଦ୍ରାବିଡ

ନୂଆଦିଲ୍ଲୀ,୨୧।୭: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ଆଉ ଏକ ବିଶେଷ ମାଇଲଖୁଣ୍ଟ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ…

ଅମିତ ଶାହା, ଏସ ଜୟଶଙ୍କରଙ୍କ ଗସ୍ତକୁ ନେଇ ସୂଚନା ଦେବା ବ୍ୟକ୍ତିଙ୍କ ପାଇଁ ପୁରସ୍କାର ଘୋଷଣା କଲେ ଖଲିସ୍ତାନ ଆତଙ୍କବାଦୀ ପନ୍ନୁ, ଆଲର୍ଟ ଜାରି

ନୂଆଦିଲ୍ଲୀ,୨୧।୭: ପଞ୍ଜିକୃତ ଖଲିସ୍ତାନୀ ସଙ୍ଗଠନ ଶିଖ ଫର ଜଷ୍ଟିଶ(ଏସଏଫଜେ)ର ମୁଖ୍ୟ ଗୁରପତଓ୍ବନ୍ତ ସିଂ ପନ୍ନୁଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଦେଶର ସ୍ବରାଷ୍ଟ୍ର…

‘ବେଟି ବଚାଓ’ ଏବେ ‘ବେଟି ଜଲାଓ’ରେ ହୋଇଛି ପରିବର୍ତ୍ତନ, ଆଗାମୀ ନିର୍ବାଚନରେ ହାରିବ ଭାଜପା: ମମତା

କୋଲକାତା,୨୧।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଣିପୁର ହିଂସାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। ସେ କହିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ‘ବେଟି…

ମଣିପୁର ପରେ ପଶ୍ଚିମବଙ୍ଗରେ ଲଜ୍ଜା: ମହିଳାଙ୍କୁ ଉଲଗ୍ନ କରି ପରେଡ କରାଇଲେ

କୋଲକତା,୨୧।୭: ମଣିପୁରର ଏହି ଲଜ୍ଜାଜନକ ଘଟଣା ନେଇ ବିବାଦ ଥମି ନ ଥିବା ବେଳେ ପଶ୍ଚିମବଙ୍ଗରେ ସମାନ ଘଟଣା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ହାୱଡାର ପାଞ୍ଚଲାରେ ଜଣେ…

ପ୍ରେମିକଙ୍କୁ ହତ୍ୟା କରିବାକୁ ଏହି ରାସ୍ତା ଆପଣେଇଥିଲେ ପ୍ରେମିକା

ନୈନିତାଲ,୨୧।୭: ଉତ୍ତରାଖଣ୍ଡର ହଲଦ୍ୱାନିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଜଣକ ପୂର୍ବତନ ପ୍ରେମିକଙ୍କୁ ନାଗସାପ ଛାଡି ହତ୍ୟା କରିଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ,…

ଏଣିକି ଶ୍ରୀଲଙ୍କା ସହ ୟୁପିଆଇ ମାଧ୍ୟମରେ ପେମେଣ୍ଟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ଉପସ୍ଥିତିରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅନେକ ଚୁକ୍ତି ବିନିମୟ ହୋଇଛି। ଏହି ଚୁକ୍ତିନାମା…

ମଣିପୁର ଲଜ୍ଜା: ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ ସଫେଇ

ଇମ୍ଫାଲ,୨୧।୭: ମଣିପୁରରେ ଦୁଇ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ କରି ପରେଡ କରିବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ତେବେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ…

ଜୁଲାଇ ୨୪ ପର୍ଯ୍ୟନ୍ତ ଉଭୟ ଗୃହ ସ୍ଥଗିତ

ନୂଆଦିଲ୍ଲୀ,୨୧।୭: ମୌସୁମୀ ଅଧିବେଶନର ଆଜି ଦିନରେ ମଧ୍ୟ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିପାରିନାହିଁ। ମଣିପୁର ଘଟଣାକୁ ନେଇ କ୍ରମାଗତ ଭାବେ ବିରୋଧୀ ଗୃହରେ ହଙ୍ଗାମା କରୁଛନ୍ତି। ଲୋକ ସଭାକୁ…

ପୁନେରେ କୃଷକଙ୍କ ଘରୁ ୪୦୦କି.ଗ୍ରା.ର ଟମାଟୋ ଚୋରି

ପୁନେ,୨୧।୭: ଟମାଟୋ ଦାମ୍‌ ବଜାରରେ ହୁ ହୁ ହୋଇ ବଢୁଥିବାବେଳେ ମହାରାଷ୍ଟ୍ରର ପୁନେରେ ଜଣେ କୃଷକଙ୍କ ଘରୁ ୪୦୦କି.ଗ୍ରା.ର ଟମାଟୋ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ…

‘ପ୍ରୋଜେକ୍ଟ କେ’ର ଦମଦାର ଟିଜର ରିଲିଜ

ମୁମମ୍ବାଇ: ଅଭିନେତା ପ୍ରଭାସ, ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ ଏବଂ କମଲ ହାସନ ଷ୍ଟାରର ‘ପ୍ରୋଜେକ୍ଟ କେ’ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛି। ଏହି ମଲ୍ଟିଷ୍ଟାର୍‌…