ନୂଆଦିଲ୍ଲୀ,୧୯।୭: ଏସିଆନ ଗେମ୍ସ ୨୦୨୩ ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏସନର ନିଯୁକ୍ତ କମିଟି ୫୩ କିଲୋଗ୍ରାମ ଓଜନ ବର୍ଗରେ ଭାରତୀୟ ମହିଳା ରେସଲର ବିନେଶ ଫୋଗଟ ଏବଂ…
ରୂପସା,୧୯।୭( ବାଞ୍ଛାନିଧି ଦେ): ଶ୍ୱଶୁର ଘରେ ଜ୍ୱାଇଁଙ୍କ ଗୁଣ୍ଡାଗିରି । ବିଳମ୍ବିତ ରାତିରେ ଶ୍ବଶୁର ଘର ଲୋକଙ୍କୁ ମାରଣାନ୍ତକ ଆକ୍ରମଣ କରି ସ୍ତ୍ରୀ ଏବଂ ୮ ମାସର…
ଲଣ୍ଡନ,୧୯।୭: ବ୍ରିଟେନ୍ରେ ଯେଉଁ କୋର୍ସରେ ଡ୍ରପ୍ ଆଉଟ୍ ଅଧିକ ହେଉଛି ସେହି କୋର୍ସରେ ପ୍ରତିବନ୍ଧକ ଲଗାଇବା ନେଇ ସୁନକ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହ ପିଲାମାନେ ଯେଉଁ…
ନୂଆଦିଲ୍ଲୀ,୧୯।୭: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ପରବର୍ତ୍ତୀ ଶୁଣାଣି ଜୁଲାଇ ୨୫ରେ ହେବ। ଏହି ମାମଲାରେ ତାଙ୍କୁ କୋର୍ଟରେ…
ଭୁବନେଶ୍ବର,୧୯।୭(ଅସମାପିକା ସାହୁ): ରାଜ୍ୟର କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟରେ ୫୬ କୋଟି ଟଙ୍କାର ବୋନସ ଓ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି…
ନୂଆଦିଲ୍ଲୀ,୧୯।୭: ବେଙ୍ଗାଲୁରୁରେ ବିରୋଧୀ ଦଳର ବୈଠକ ପରେ ଗଠିତ ଏହି ନୂତନ ମେଣ୍ଟକୁ ଇଣ୍ଡିଆନ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଇନ୍ସ ଅର୍ଥାତ୍ ଇଣ୍ଡିଆ ନାମରେ ନାମିତ କରାଯାଇଛି।…
ଚମୋଲି,୧୯।୭: ଉତ୍ତରାଖଣ୍ଡର ଚମୋଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଚାମୋଲି ବଜାର ନିକଟରେ ନମାମି ଗଙ୍ଗେ ପ୍ରୋଜେକ୍ଟ ସାଇଟ୍ରେ ହଠାତ୍ ବିଦ୍ୟୁତ କରେଣ୍ଟ ଲାଗିବାରୁ ୧୦ ଜଣଙ୍କ…
ନୂଆଦିଲ୍ଲୀ,୧୯।୭: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ବର୍ତ୍ତମାନ ବିରୋଧୀ ସାମ୍ମୁଖ୍ୟ ‘ଇଣ୍ଡିଆ’ ସହିତ ରହିବ ନା ଏହା ଏନଡିଏରେ ଯୋଗ ଦେବ? ବୁଧବାର ଏନସିପି ନେତା ପ୍ରଫୁଲ୍ଲ…
ଅଷ୍ଟ୍ରେଲିଆ,୧୯।୭: ସିଙ୍ଗାପୁରର ପାସପୋର୍ଟ ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ଭାବେ ପରିଗଣିତ ହୋଇଛି। ଅର୍ଥାତ୍ ଏହି ଦେଶର ନାଗରିକମାନେ ବିନା ଭିଜାରେ ୧୯୨ଟି ଦେଶକୁ ଯାତ୍ରା କରିପାରିବେ।…
କେନ୍ଦ୍ରାପଡ଼ା, ୧୮ା୭(ଜଗନ୍ନାଥ ଧଳ): ଦେଶରେ କେହି ଯେପରି ଭୋକିଲା ନ ରହନ୍ତୁ ସେଥିପାଇଁ ଖାଦ୍ୟ ସୁରକ୍ଷା ଯୋଜନା କରାଯାଇ ସମସ୍ତ ଗରିବ ପରିବାରକୁ ଏଥିରେ ସାମିଲ କରାଯାଇଛି।…