ଆଣବିକ ଶକ୍ତି ନେଇ ଆମେରିକାର ବଡ ପଦକ୍ଷେପ, ଆଠଟି ଆଣବିକ ଫ୍ୟୁଜନ କମ୍ପାନୀକୁ ୪୬ ମିଲିୟନ ଡଲାର୍‌ ଦେବାକୁ ଘୋଷଣା…

ଓ୍ବାଶିଂଟନ,୧।୬ : ଆଣବିକ ଶକ୍ତି କ୍ଷେତ୍ରରେ ଆମେରିକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ଏହା ଅନ୍ତର୍ଗତ ଆଠଟି ଆଣବିକ ଫ୍ୟୁଜନ କମ୍ପାନୀକୁ ୪୬ ମିଲିୟନ ଡଲାର୍‌ ଦେବାକୁ ରାଷ୍ଟ୍ରପତି ଜୋ ବାଇଡେନ ସରକାର ଘୋଷଣା କରିଛନ୍ତି।

ଆମେରିକାର ଶକ୍ତି ବିଭାଗ କହିଛି ଯେ ଆଣବିକ ଫ୍ୟୁଜନ ଶକ୍ତି ବିକାଶ କରୁଥିବା ଆଠଟି କମ୍ପାନୀକୁ ବିଦ୍ୟୁତ ଉତ୍ପାଦନ ପାଇଁ ଏହି ଅର୍ଥ ପ୍ରଦାନ କରାଯିବ। ଏହା ଦ୍ୱାରା ଦେଶର ଶକ୍ତି ଚାହିଦା ପୂରଣ ହୋଇ ପାରିବ ବୋଲି ଶକ୍ତି ବିଭାଗ କହିଛି।

Share