ଗଞ୍ଜାମ ବ୍ଲକ ୧୪ ନଂ ଜୋନ୍‌ରେ ବିଜୟୀ ହୋଇଛନ୍ତି ଏହିସବୁ ପ୍ରାର୍ଥୀ

ଗଞ୍ଜାମ,୨୭ା୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ୧୪ ନମ୍ବର ଜୋନ ଅଧିନସ୍ଥ ବିଭିନ୍ନ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ପୋଇରସି ପଞ୍ଚାୟତରେ ସମିତିସଭ୍ୟ ଅନ୍ତର୍ଯ୍ୟାମୀ ବେହରା, ସରପଞ୍ଚ ରବୀନ୍ଦ୍ର ବେହେରା, ମଲାଡ଼ ପଞ୍ଚାୟତରେ ସମିତିସଭ୍ୟା ବିଷ୍ଣୁପ୍ରିୟା ମହାପାତ୍ର, ସରପଞ୍ଚ ମମତା ବେହେରା, କରପଡ଼ା ପଞ୍ଚାୟତ ଦୀପାଳି ନାୟକ, ସରପଞ୍ଚ ବନିତା ଚର୍ଚ୍ଚି, ପାଲଙ୍ଗ ପଞ୍ଚାୟତରେ ସମିତିସଭ୍ୟା ଶର୍ମିଷ୍ଠା ପ୍ରଧାନ, ସରପଞ୍ଚ ରାଜେଶ୍ୱରୀ ଗୌଡ଼, ରାଜପୁର ସମିତିସଭ୍ୟ ମଳୟ ଦାସ, ସରପଞ୍ଚ ରଞ୍ଜନ ପଲାଇ ଏବଂ ଡିଏସ୍‌ପୁର ସମିତିସଭ୍ୟା ହରପ୍ରିୟା ରେଡ୍ଡି, ସରପଞ୍ଚ ନନ୍ଦିନୀ ତ୍ରିପାଠୀ ପ୍ରମୁଖ ବିଜୟୀ ହୋଇଥିବା ନିର୍ବାଚନ ଅଧିକାରୀ ତଥା ବିଡିଓ ବିଶ୍ୱଜିତ ରାୟ ସୂଚନା ଦେଇଛନ୍ତି।