ଅଲ୍‌ ଓଡ଼ିଶା ଲିଲି କପ୍‌ ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ: ଏମ୍‌-୩ ପାନ୍ଥର୍ସ କଟକ ଚମ୍ପିୟାନ

କଟକ ସଦର,୨୭।୮(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ଲିଲି ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ‘ଅଲ ଓଡ଼ିଶା ଲିଲି କପ୍‌’ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।

ପ୍ରତିଯୋଗିତାରେ ଏମ୍‌-୩ ପାନ୍ଥର୍ସ କଟକ ବିଜେତା ହୋଇଥିବା ବେଳେ ମାମ୍ବା କୋଲକାତା ରନର୍ସ ଅପ୍‌ ହୋଇଥିଲା। ଏମ-୩ ପାନ୍ଥର୍ସର ଶିବା ‘ମ୍ୟାନ ଅଫ ଦି ମ୍ୟାଚ’ ସମ୍ମାନ ଲାଭ କରିଥିଲେ।

ବିଜେତା ଓ ରନର୍ସ-ଅପ ଦଳକୁ ଟ୍ରଫି ସହ ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା। ସ୍କୁଲର ସମ୍ପାଦକ ସକିଲ ଅଖତାର ଖାଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଖେଳାଳି ଓ ଦଳକୁ କପ୍‌ ଓ ନଗଦ ପୁରସ୍କାର

Share