Categories: ଜାତୀୟ

ଦିବ୍ୟାଙ୍ଗଙ୍କୁ ମିଳିବ ଘରେ ରହି କାମ କରିବାର ସୁଯୋଗ

ଚେନ୍ନାଇ,୪।୧୨: ତାମିଲନାଡୁରେ ଉଭୟ ସରକାରୀ ଏବଂ ଘରୋଇ ସଂସ୍ଥାରେ ନିୟୋଜିତ ଦିବ୍ୟାଙ୍ଗ କର୍ମଚାରୀମାନଙ୍କୁ ଖୁବ୍‌ଶୀଘ୍ର ଘରେ ରହି କାମ କରିବାର ସୁଯୋଗ ମିଳିବ। ଏନେଇ ତାମିଲନାଡୁର ଦକ୍ଷତା ବିକାଶ ନିଗମ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ସଫ୍ଟଓ୍ବେର ମାଧ୍ୟମରେ ତାଲିମ ଦେବା ଲାଗି ମାଗଣା ଲାପ୍‌ଟପ୍‌ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ କହିଛନ୍ତି।

Share