୧୧୦ ବର୍ଷ ପୁରୁଣା କ୍ଲବରେ ହେବ ଅଲି ଫାଜଲ-ରୁଚା ଚଢାଙ୍କ ୱେଡିଂ ରିସେପଶନ, ମେମ୍ବରଶିପ ପାଇଁ ଲାଗିଯାଏ ବର୍ଷବର୍ଷ

ମୁମ୍ବାଇ: ବଲିଉଡରେ ଅନୁଷ୍ଠିତ ହେବାକୁ ଯାଉଛି ଆଉ ଏକ ଷ୍ଟାର ଯୋଡିଙ୍କ ବିବାହ । ବିୟୁଟିଫୁଲ ଆକ୍ଟ୍ରେସ୍ ରୁଚା ଚଢା ଓ ଅଲି ଫାଜଲ ଆସନ୍ତା ମାସରେ ବିବାହ କରିବାକୁ ଯାଉଛନ୍ତି । କପୁଲଙ୍କ ବିବାହ ଡେଟ୍‌ବି ସାମ୍ନାକୁ ଆସି ସାରିଛି । ଅଲି ଫାଜଲ ଓ ରୁଚା ଚଢାଙ୍କ ବିବାହ ରଶମ ୩ଦିନ ଧରି ଚାଲିବ । ଏମାନଙ୍କ ବିବାହ ଅକ୍ଟୋବର ୩ରେ ମୁମ୍ବାଇରେ ହେବ । ହେଲେ ବିବାହ ପୂର୍ବରୁ ହଲଦି-ମେହନ୍ଦୀ ରଶମ ସେପ୍ଟେମ୍ବର ଶେଷକୁ ହେବ ରୁଚା ଓ ଅଲି ଫାଜଲଙ୍କ ସମସ୍ତ ପ୍ରିୱେଡିଂ ଫଙ୍କସନ ଦିଲ୍ଲୀରେ ହେବ । ହେଲେ ଉଭୟ ମୁମ୍ବାଇରେ ବିବାହ କରିବେ । ନୂଆ ଜୀବନ ଆରମ୍ଭ କରିବେ ।
ଏହି ଯୋଡି ବିବାହ ପରେ ତାଙ୍କର ୱେଡିଂ ରିସେପଶନ ହୋଷ୍ଟ କରିବେ । ଗୋଟିଏ ରିସେପଶନ ଦିଲ୍ଲୀରେ ହେବ । ଅନ୍ୟଟି ମୁମ୍ବାଇରେ ହେବ । କପଲଙ୍କ ଦିଲ୍ଲୀରେ ହେବାକୁ ଥିବା ରିସେପଶନର ଡିଟେଲ୍ସ ସାମ୍ନାକୁ ଆସିଛି । ଦିଲ୍ଲୀରେ ରୁଚା ଚଢା ଓ ଅଲି ଫାଜଲଙ୍କ ରିସେପଶନ ଦେଶର ସବୁଠାରୁ ପୁରୁଣା କ୍ଲବ ମଧ୍ୟରୁ ଗୋଟିକରେ ହେବ । ଏହି କ୍ଲବ ୧୧୦ ବର୍ଷ ପୁରୁଣା ଆଇକନିକ ଲ୍ୟାଣ୍ଡମାର୍କ ଅଟେ । କୁହାଯାଉଛି କି କ୍ଲବର ଏତିକି ବିଶେଷତା ରହିଛି ଯେ ଏହାର ମେମ୍ବରଶିପ ପାଇବା ପାଇଁ ୩୭ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥାଏ । ଚିନ୍ତା କରନ୍ତୁ ଯଦି ଭେନ୍ୟୁ ଏତେ ସ୍ପେଶାଲ ତେବେ ପଙ୍କସନ କେତେ ସୁନ୍ଦର ହୋଇଥିବ ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri