ସୋସିଆଲ ମିଡିଆରେ ହଙ୍ଗାମା କରୁଛି ଆଲାୟାଙ୍କ ବିକିନି ଫଟୋ

ମୁମ୍ବାଇ: ଆଲାୟା ଫର୍ଣ୍ଣିଚରୱାଲା ସବୁବେଳେ ତାଙ୍କର ବୋଲ୍ଡ ଓ ସିଜଲିଙ୍ଗ ଫଟୋକୁ ନେଇ ଥାଆନ୍ତି ଚର୍ଚ୍ଚାରେ । ଆଲାୟା ଏଫ୍ ସବୁବେଳେ ତାଙ୍କ ଗ୍ଲାମରସ ଲୁକ ଓ ଫିଟନେସକୁ ନେଇ ଲାଇମଲାଇଟରେ ଥାଆନ୍ତି । ହେଲେ ଅଭିନେତ୍ରୀଙ୍କ ଲାଟେଷ୍ଟ ଫଟୋ ଏବେ ସୋସିଆଲ ମିଡିଆରେ ହଙ୍ଗାମା କରୁଛି ।
ଆଲାୟା ଫର୍ଣ୍ଣିଚରୱାଲା ତାଙ୍କର ଲାଟେଷ୍ଟ ଫଟୋରେ ବ୍ଲାକ ଓ ରେଡ କଲର ବିକିନିରେ ସୁପର ଷ୍ଟଟିଂ ଲାଗୁଛନ୍ତି । ଏଥିରେ ଅଭିନେତ୍ରୀଙ୍କ ଅନ୍ଦାଜ ସମସ୍ତଙ୍କ ଦିଲ କି ଧଡକନକୁ ବଢାଇ ଦେଇଛି । ଆଲାୟା ବିକିନି ସହ ତାଙ୍କ ମେକଅପକୁ ଏକଦମ ସିମ୍ପଲ ରଖିଛନ୍ତି । ମସ୍କରା ଓ ନ୍ୟୁଡ ଲିପ ଶେଡରେ ଆଲାୟାଙ୍କ ଲୁକ ଦେଖିବା ଭଳି ହୋଇଛି । ଓପନ କର୍ଲି ମେସି ହେୟାର ଆଲାୟାଙ୍କ ଲୁକରେ ଚାର୍ମ ଆଡ କରିବା କାମ କରୁଛି ।
ବିକିନି ପିନ୍ଧି ଆଲାୟା ପୁଲ ପାଖରେ ବସି ପୋଜ ଦେଉଥିବା ଦେଖାଯାଇଛି । ତାଙ୍କର ଏକ୍ସପ୍ରେଶନ, ଲୁକ ଓ ତାଙ୍କ ଗ୍ରେସ ଫ୍ୟାନଙ୍କୁ ଦିୱାନା କରୁଛି । ଆଲାୟାଙ୍କ ଏହି ବିକିନି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ଫଟୋରେ ତାଙ୍କ ପ୍ରଶଂସକ ଆଖେଁ ତେରି ହୈ କିତନି ହସି ହାୟ, ୟୁ ଆର୍ ଲୁକିଙ୍ଗ ସୋ ସେକ୍ସି ୟାର ଭଳି କମେଣ୍ଟସରେ ଅଭିନେତ୍ରୀଙ୍କ ପ୍ରଶଂସା କରିଛନ୍ତି ।

Share