ବିଏମ୍‌ସିର ୨ ନମ୍ବର ୱାର୍ଡରେ ସାମିଲ ହେଲା କଳାରାହାଙ୍ଗ, ନନ୍ଦନବିହାର

ଭୁବନେଶ୍ୱର,୭।୩(ବ୍ୟୁରୋ): କଳାରାହାଙ୍ଗ ଓ ନନ୍ଦନବିହାର ଅଞ୍ଚଳକୁ ଚଳିତ ବର୍ଷ ପ୍ରଥମ ଥର ବିଏମସିର ୨ ନମ୍ବର ୱାର୍ଡରେ ସାମିଲ କରାଯାଇଛି । ଏ ନେଇ ଅଞ୍ଚଳ ଭୋଟରମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ନୂଆ ଅଞ୍ଚଳରେ ପାଖାପାଖି ୫ ହଜାର ଭୋଟର ରହୁଥିବାରୁ ବିଜେଡି ଓ ଭାଜପା ଦୁଇ ପ୍ରମୁଖ ଦଳ ନିଜ ନିଜ ପ୍ରାର୍ଥୀଙ୍କୁ ଏହି ଅଞ୍ଚଳରୁ ଚୟନ କରିଛନ୍ତି ।
୨ ନମ୍ବର ୱାର୍ଡ ପାଇଁ ଚୟନ ହୋଇଥିବା ବିଜେଡି ପ୍ରାର୍ଥୀନୀ ମୋନାଲିଶା ବେହେରା ସୋମବାର ତାଙ୍କ ସମର୍ଥକଙ୍କ ସହିତ ଏକ ବିରାଟ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ସେହି ଭଳି ଭାଜପା ପ୍ରାର୍ଥୀ ଭାବେ ରୁତୁପୂର୍ଣ୍ଣା ଭୋଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ଖପ୍ପା ହେଲେ ଗାଭାସ୍କର! କହିଲେ-‘ICC ନେଉ କଡ଼ା ଆକ୍ସନ, ପରବର୍ତ୍ତି ସମୟରେ ଏମିତି କରିବାକୁ ତିନିଥର ଭାବିବ ପାକିସ୍ତାନ’

ନୂଆଦିଲ୍ଲୀ,୨।୨: ୨୦୨୬ ଟି୨୦ ବିଶ୍ୱକପ ଆରମ୍ଭ ହେବାର ପ୍ରାୟ ଛଅ ଦିନ ପୂର୍ବରୁ, ପାକିସ୍ତାନ ସରକାର ଘୋଷଣା କରିଥିଲେ ଯେ ତାଙ୍କ ଦଳ ଆଗାମୀ ବିଶ୍ୱକପରେ ଅଂଶଗ୍ରହଣ…

ଛାତ୍ରୀଙ୍କୁ ମାଗଣା ଲାପଟପ ଦେବେ ସରକାର, ଏମିତି କରନ୍ତୁ ଆପ୍ଲାଏ…

ନୂଆଦିଲ୍ଲୀ,୨।୨: ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି ଏବଂ ଆପଣଙ୍କର ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଯାଉଛନ୍ତି, ତେବେ କିଛି ପ୍ରୟାସ କରନ୍ତୁ ଏବଂ ଏଥିପାଇଁ ପ୍ରସ୍ତୁତି କରନ୍ତୁ।…

ମିଶନ ଶକ୍ତି ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଦଳିବ ଡ୍ରେସକୋର୍ଡ

ଭୁବନେଶ୍ବର,୨।୨: ମିଶନ ଶକ୍ତି ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ବଡ଼ ଘୋଷଣା କରିଛନ୍ତି । ମିଶନ ଶକ୍ତିର ମହିଳାଙ୍କୁ ସରକାର ଦେବେ ସ୍ମାର୍ଟଫୋନ୍ ।…

ପ୍ରଶାସନର ଟାଳଟୁଳ ନୀତିକୁ ବିରୋଧ: ତହସିଲ ଅଫିସ ଘେରାଉ କଲେ ଅଞ୍ଚଳବାସୀ

ଲାଞ୍ଜିଗଡ, ୨।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ସବ-ରେଜିଷ୍ଟର କାର୍ଯ୍ୟାଳୟ ସ୍ଥାପନରେ ପ୍ରଶାସନର ଟାଳଟୁଳ ନୀତିକୁ ବିରୋଧ କରି ଅଞ୍ଚଳବାସୀ ସୋମବାର ଲାଞ୍ଜିଗଡ…

ମଧ୍ୟବିତ୍ତଙ୍କ ପାଇଁ ବଜେଟର ଏହି ୧୪ ବଡ଼ ଘୋଷଣା, ମିଳିବ ଲାଭ ହିଁ ଲାଭ!

ନୂଆଦିଲ୍ଲୀ,୨।୨: ବଜେଟ 2026 ରେ ବେତନଭୋଗୀ ଏବଂ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଅନେକ ଆଶ୍ୱସ୍ତି ପଦକ୍ଷେପ ଘୋଷଣା କରାଯାଇଥିଲା। ତଥାପି, ଆଗାମୀ ଆର୍ଥିକ ବର୍ଷ ପାଇଁ ଆୟକର…

ପାକିସ୍ତାନ T20 ବିଶ୍ୱକପ ବର୍ଜନ ପରେ BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨।୨: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପାକିସ୍ତାନର ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି। T20 ବିଶ୍ୱକପରେ ପାକିସ୍ତାନ ଭାରତ ବିପକ୍ଷରେ ଏକ ଗ୍ରୁପ ପର୍ଯ୍ୟାୟ…

ଅଦୃଶ୍ୟ ଆକ୍ରମଣକାରୀ ମାଇକ୍ରୋପ୍ଲାଷ୍ଟିକ

ମାଇକ୍ରୋପ୍ଲାଷ୍ଟିକ୍‌ ଆଧୁନିକ ବିଶ୍ୱର ସବୁଠାରୁ ବ୍ୟାପକ କିନ୍ତୁ ସବୁଠାରୁ କମ୍‌ ଦୃଶ୍ୟମାନ ପ୍ରଦୂଷକ ମଧ୍ୟରୁ ଗୋଟିଏ। ଏହା ୫ ମିଲିମିଟରରୁ ଛୋଟ ପ୍ଲାଷ୍ଟିକ୍‌ ଖଣ୍ଡ ଭାବରେ ପରିଭାଷିତ।…

ଫେବୃଆରୀରେ ଖୋଲିବ ଏହି ଦୁଇ ରାଶିର ଭାଗ୍ୟ, ସବୁ ସ୍ୱପ୍ନ ସତ ହେବ!

ଫେବୃଆରୀ ମାସ କନ୍ୟା ଏବଂ କୁମ୍ଭ ରାଶି ପାଇଁ ଉତ୍କୃଷ୍ଟ ପ୍ରମାଣିତ ହେବ । ସେମାନେ ପ୍ରତ୍ୟେକ ପ୍ରୟାସରେ ସଫଳତା ପାଇବେ । ସେମାନଙ୍କର ଆର୍ଥିକ ସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri