କାହା ସହିତ କଥା ହେଉ ନ ଥିଲେବି ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଅଜୟ

ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କପଲଙ୍କ ମଧ୍ୟରେ ଅନ୍ୟତମ। ଉଭୟ ଗୁଣ୍ଡାରାଜ ଶୁଟିଂ ଶେଟରେ ଉଭୟଙ୍କର ସାକ୍ଷାତ ହୋଇଥିଲା। ଅଜୟ ସେତେବେଳେ କାହା ସହିତ ଅଧିକ କଥା ହେବାକୁ ପସନ୍ଦ କରୁନ ଥିଲେ । ଶେଟର ଲୋକମାନେ ତାଙ୍କୁ ଅହଂକାରୀ ମନେ କରୁଥିଲେ।
କିନ୍ତୁ ସେହି ଶୁଟିଂ ଶେଟ୍‌ରୁ ହିଁ ସେ କାଜଲଙ୍କ ସହ କଥା ହୋଇଥିଲେ। ପରେ ଦୁହେଁ ଦୁହିଁକୁ ଡେଟ କରିବା ଆରମ୍ଭ କରିଥିଲେ। ଏହା ପରେ ୧୯୯୯ ମସିହା ଫେବୃୟାରୀ ୨୪ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

Share