ଛାଡପତ୍ର ଚର୍ଚ୍ଚା ମଧ୍ୟରେ ଆସିଲା ବଡ଼ ଖବର, ଅଭିଷେକଙ୍କୁ ଛାଡି ପଳାଇଲେ ଐଶ୍ୱର୍ଯ୍ୟା!

ମୁମ୍ବାଇ: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଦୀର୍ଘ ଦିନ ଧରି ର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ବିବାହକୁ ୧୭ ବର୍ଷ ପୂରିଲାଣି ଏବଂ ଏହି ଦମ୍ପତିଙ୍କର ମଧ୍ୟ ଏକ ଝିଅ ଅଛି, ଯାହାର ନାମ ଆରାଧ୍ୟା । କିଛି ଦିନ ଧରି ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଯୋଡିକୁ ନେଇ ପ୍ରଶଂସକମାନେ ଚିନ୍ତିତ ଥିଲେ। କୁହାଯାଉଛି ଯେ ଦୀର୍ଘ ଦିନ ଧରି ବଚ୍ଚନ ପରିବାର ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ଏହି ଦମ୍ପତି ପରସ୍ପରକୁ ଛାଡପତ୍ର ଦେବାକୁ ଚାହାଁନ୍ତି। ନିକଟରେ ଅମ୍ବାନୀ ପରିବାରରେ ହୋଇଥିବା ବିବାହରେ ଏହି ଦମ୍ପତି ଅଲଗା ଅଲଗା ପହଞ୍ଚିଥିଲେ ଏବଂ ପରେ ଅଭିନେତ୍ରୀଙ୍କୁ ତାଙ୍କ ଝିଅ ସହିତ ଦେଖିବାକୁ ମିଳିଥିଲା। ଏହି ଖବର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା । ଯେତେବେଳେ ଅଭିଷେକ ଏକ୍ସରେ ଏକ ଛାଡପତ୍ର ପୋଷ୍ଟକୁ ଲାଇକ କରିଥିଲେ, ସେତେବେଳେ ଏହି ଗୁଜବ ବୃଦ୍ଧି ପାଇଲା। ଏହି ଗୁଜବ ମଧ୍ୟରେ ଏବେ ସାମ୍ନାକୁ ଆସିଛି ଯେ ଅଭିନେତ୍ରୀ ତାଙ୍କ ଝିଅ ସହିତ ନ୍ୟୁୟର୍କରେ ଅଛନ୍ତି ।

ଛାଡପତ୍ର ଗୁଜବ ମଧ୍ୟରେ ଐଶ୍ୱର୍ଯ୍ୟା ନ୍ୟୁୟର୍କରେ ତାଙ୍କ ପରିବାର ଏବଂ ସ୍ବାମୀଙ୍କଠାରୁ ଦୂରରେ ଅଛନ୍ତି ଏବଂ ତାଙ୍କ ଛୁଟିଦିନକୁ ଉପଭୋଗ କରୁଛନ୍ତି। ବଚ୍ଚନ ପରିବାର ସହ କଳହର ଖବର ମଧ୍ୟରେ ଐଶ୍ୱର୍ଯ୍ୟାଙ୍କୁ ପ୍ରାୟ ୧୫ ଦିନ ପରେ ପ୍ରଥମ ଥର ଦେଖିବାକୁ ମିଳିଛି। ନିକଟରେ ତାଙ୍କୁ ତାଙ୍କର ଜଣେ ପ୍ରଶଂସକଙ୍କ ସହ ନ୍ୟୁୟର୍କରେ ଦେଖିବାକୁ ମିଳିଥିଲା।

ବାସ୍ତବରେ, ନ୍ୟୁୟର୍କର ବାସିନ୍ଦା ଜେରୀ ରେନା ନାମକ ଜଣେ ପ୍ରଶଂସକ ଐଶ୍ୱର୍ଯ୍ୟାଙ୍କ ସହ ଏକ ଚିତ୍ର ଶେୟାର କରିଛନ୍ତି। Iଐଶ୍ୱର୍ଯ୍ୟା ଲାଲ ଏବଂ କଳା ରଙ୍ଗର ପୋଷାକରେ ନଜର ଆସିଛନ୍ତି। ଚିତ୍ରଟି ଏକ ରେଷ୍ଟୁରାଣ୍ଟର ବୋଲି ଜଣାପଡିଛି। ଅଭିନେତ୍ରୀ ପ୍ରଶଂସକଙ୍କ ସହ ଫଟୋରେ ହସୁଥିବା ନଜର ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

ଘୁମୁସର ବନଖଣ୍ଡରୁ ୨୦୪ ଖଣ୍ଡ କାଠ ଯିବ ପୁରୀ 

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡରୁ ଚଳିତ ବର୍ଷ ରଥ ନିର୍ମାଣପାଇଁ ପୁରୀ ରଥଯାତ୍ରାକୁ ୨୦୪ ଖଣ୍ଡ କାଠଯିବ।…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

ପେନ୍‌ସନ୍‌ଭୋଗୀଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି ଭ୍ୟାଲିଡେସନ ଆକ୍ଟ, ପ୍ରତ୍ୟାହାର ଦାବି ନେଇ…

କେନ୍ଦୁଝର,୨୫ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସଂଘ ପକ୍ଷରୁ ଭାରତ ସରକାରଙ୍କ ଦ୍ୱାରା ୨୫ ମାର୍ଚ୍ଚ ୨୦୨୫ରେ ପାରିତ…

ଦିଗପହଣ୍ଡିରେ କାଳବୈଶାଖୀ: ଝଡ଼ବର୍ଷା ସାଙ୍ଗକୁ ପଡ଼ିଲା କୁଆପଥର

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ଟାରୁ ସାଢ଼େ ୨ ଯାଏ କାଳ ବୈଶାଖୀ…

୪ହଜାର ଟଙ୍କା ଲାଞ୍ଚ ନଦେଲେ କାମ ହେବନି ବୋଲି କହିଥିଲେ, ଆଜିଗଲେ ଜେଲ୍

ଭୁବନେଶ୍ୱର,୨୫।୩: ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟାଳୟର ଅଡିଟର୍‌ ଅମ୍ବିକା ପ୍ରସାଦ ରଥଙ୍କୁ ବୁଧବାର ଗିରଫ କରାଯାଇଛି। ମଙ୍ଗଳବାର ୪ ହଜାର ଟଙ୍କା ଲାଞ୍ଚ ନେଲା ବେଳେ…

ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଲୁଟେରା, ସୁନା ଅଳଙ୍କାର ସହ ନଗଦ ଲୁଟିନେଲେ …

ବ୍ରହ୍ମପୁର,୨୫ା୩(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ପ୍ରେମନଗର ୭ ଲାଇନରେ ରହୁଥିବା ବିଶିଷ୍ଟ ବ୍ୟବସାୟୀ ପୁ. ପ୍ରଭାକରଙ୍କ ଘରେ ଲୁଟେରାମାନେ କଳାକନା ବୁଲାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri