ହୋଟେଲ୍‌ ରୁମ୍‌ରେ ପଶି ମହିଳା କ୍ୟାବିନ୍‌ କ୍ର୍ୟୁଙ୍କୁ ଶାରିରୀକ ନିର୍ଯ୍ୟାତନା

ନୂଆଦିଲ୍ଲୀ, ୧୮।୦୮: ଏୟାର ଇଣ୍ଡିଆର ଜଣେ କ୍ୟାବିନ୍‌ କ୍ର୍ୟୁ ସଦସ୍ୟଙ୍କ ଉପରେ ଆକ୍ରମଣ ହୋଇଛି । କିଛି ରିପୋର୍ଟରେ କୁହାଯାଇଛି କି କ୍ୟାବିନ୍‌ କ୍ର୍ୟୁଙ୍କ ସହିତ ବଳାତ୍କାର ହୋଇଛି । ତେବେ ଏହି ଘଟଣାରେ ଲଣ୍ଡନ ପୋଲିସର ତଦନ୍ତ ଜାରି ରହିଛି । ଲଣ୍ଡନର ଏକ ପ୍ରସିଦ୍ଧ ହୋଟେଲର ଏକ ରୁମ୍‌ରେ ଏହି ଘଟଣା ଘଟିଛି। ଏୟାର ଇଣ୍ଡିଆ ଏହି ଘଟଣାକୁ ନିଶ୍ଚିତ କରିଛି। କର୍ମଚାରୀଙ୍କୁ ଶାରୀରିକ ର୍ନିଯାତନା ଦିଆଯାଇଥିବା ଖବର ରହିଛି।

ଶନିବାର ବିଳମ୍ବିତ ରାତିରେ ଏୟାର ଇଣ୍ଡିଆ, ଲଣ୍ଡନର ଏକ ହୋଟେଲରେ ବେଆଇନ ଅନୁପ୍ରବେଶ ଘଟଣା ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି। ବିମାନ ସେବା କମ୍ପାନୀ କହିଛି ଯେ ଏହା ଘଟଣାରେ ପୀଡ଼ିତାଙ୍କୁ ତୁରନ୍ତ ସହାୟତା କରାଯାଇଛି । ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି ଯେ “ଏୟାର ଇଣ୍ଡିଆ ଏହାର କର୍ମଚାରୀ ଏବଂ କର୍ମଚାରୀଙ୍କ ସୁରକ୍ଷା, ନିରାପତ୍ତା ତଥା କଲ୍ୟାଣକୁ ସର୍ବାଧିକ ପ୍ରାଧାନ୍ୟ ଦେଇଥାଏ। ଏକ ପ୍ରମୁଖ ଆନ୍ତର୍ଜାତୀୟ ଚେନ୍‌ ଦ୍ୱାରା ପରିଚାଳିତ ହୋଟେଲରେ ବେଆଇନ ଅନୁପ୍ରବେଶ ଘଟଣାରେ ଆମେ ଗଭୀର ଦୁଃଖିତ। ଆମର କ୍ର୍ୟୁଙ୍କ କ୍ଷତି ଆମେ ଆମର ସହକର୍ମୀ ଏବଂ ତାଙ୍କ ସହକର୍ମୀଙ୍କୁ ସମସ୍ତ ବୃତ୍ତିଗତ ସହାୟତା ପ୍ରଦାନ କରୁଛୁ, ଯେପରିକି ବୃତ୍ତିଗତ ପରାମର୍ଶ, ଏବଂ ସ୍ଥାନୀୟ ପୋଲିସ ସହିତ ଏହି ମାମଲାକୁ ଅନୁସରଣ କରିବା ପାଇଁ ଆମେ କାର୍ଯ୍ୟ କରୁଛୁ । ତେବେ ଏହି ମାମଲାରେ ଲଣ୍ଡନ ପୋଲିସ୍‌ ତଦନ୍ତ କରୁଥିବା ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri