ଏଆଇ ଅନୁବାଦ: ୫ ହଜାର ବର୍ଷ ପୁରୁଣା ଲେଖନ ପ୍ରଣାଳୀ ଗୋଟିଏ କ୍ଲିକରେ ହେବ ଅନୁବାଦ…

ଜେରୁଜେଲମ,୨୦।୬ : , କ୍ୟୁନିଫର୍ମ ହେଉଛି ପୁରାତନ ଜଣାଶୁଣା ଲେଖନ ପ୍ରଣାଳୀ।, କିନ୍ତୁ ଏହା ପଢ଼ିବା ଏତେ କଷ୍ଟସାଧ୍ୟ। ବିଶ୍ୱର କେବଳ ଅଳ୍ପ କେତେକ ବିଶେଷଜ୍ଞ ମୁନିଆ କଣ୍ଟା ଆକୃତିର ଏହି ପ୍ରତୀକଗୁଡ଼ିକୁ ଡିକୋଡ କରିବାକୁ ସକ୍ଷମ। କିନ୍ତୁ ବର୍ତ୍ତମାନ ଏହା ସହଜ ହେବାକୁ ଯାଉଛି। ଇସ୍ରାଏଲର ପ୍ରତ୍ନତତ୍ତ୍ୱବିତ ଏବଂ କମ୍ପ୍ୟୁଟର ବୈଜ୍ଞାନିକମାନଙ୍କର ଏକ ଦଳ ପ୍ରାଚୀନ ଆକ୍କାଡିଆନ କ୍ୟୁନିଫର୍ମ ପାଇଁ ଏକ ଏଆଇ(କୃତ୍ରିମ ବୁଦ୍ଧିମତ୍ତା)ଚାଳିତ ଅନୁବାଦ ପ୍ରୋଗ୍ରାମ ସୃଷ୍ଟି କରିଛନ୍ତି। ଯାହା ସାହାଯ୍ୟରେ ଏହାକୁ ଗୋଟିଏ କ୍ଲିକରେ ଇଂଲିଶ୍‌ରେ ଅନୁବାଦ କରାଯାଇପାରିବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାହାଯ୍ୟରେ ୫ ହଜାର ବର୍ଷ ପୁରୁଣା ଲେଖନ ପ୍ରଣାଳୀକୁ ଅନୁବାଦ କରିବା ଏବେ ସହଜ ହେବାକୁ ଯାଉଛି। ଗୁଗୁଲ ଅନୁବାଦ ପରି ଏହି ଏଆଇ ଟୁଲ ସାହାଯ୍ୟ କରିବ ।

ବିଶ୍ୱସ୍ତରରେ ଲାଇବ୍ରେରୀ, ସଂଗ୍ରହାଳୟ ଏବଂ ବିଶ୍ୱବିଦ୍ୟାଳୟରେ କ୍ୟୁନିଫର୍ମ ଲେଖନର ଅଢ଼େଇ ଲକ୍ଷରୁ ଅଧିକ ମାଟି ଟାବଲେଟ ଲେଖା ଅଛି। କିନ୍ତୁ ଅଳ୍ପ ସଂଖ୍ୟକ ଆକ୍କାଡିଆନ କ୍ୟୁନିଫର୍ମ ପାଠକ ଥିବାରୁ ଏହି ଭାଷାରେ କ‘ଣ ଲେଖାଯାଇଛି ତାହା ବୁଝିବା କଷ୍ଟକର ହେଉଛି। ଯାହା କି ୨ ହଜାର ବର୍ଷ ଧରି କାହା ଦ୍ୱାରା କଥିତ କିମ୍ବା ଲେଖା ହୋଇନାହିଁ ।

ଏହି କାରଣ ହେଉଛି ଏହି ଟାବଲେଟଗୁଡ଼ିକର କେବଳ କିଛି ଅଂଶ ଅନୁବାଦ କରାଯାଇଛି। ନୂତନ ଗୁଗୁଲ ଅନୁବାଦ ପରି ଏଆଇ ପ୍ରୋଗ୍ରାମଗୁଡିକ ପ୍ରତ୍ନତତ୍ତ୍ୱବିତମାନଙ୍କୁ କମ ସମୟ ମଧ୍ୟରେ କ୍ୟୁନିଫର୍ମଗୁଡିକ ଡିକୋଡ କରିବାରେ ସହାୟତା ଯୋଗାଇବ।

ଆକ୍କାଡିୟାନ ମେସୋପୋଟାମିଆ ଏବଂ ମଧ୍ୟ ପୂର୍ବରେ ପ୍ରାୟ ୩୦୦୦ ରୁ ୧୦୦ ଖ୍ରୀଷ୍ଟପୂର୍ବ ପର୍ଯ୍ୟନ୍ତ ଲେଖାଯାଇଥିଲା ଏବଂ କଥିତ ହୋଇଥିଲା। ଏହା ସେହି ସମୟର ଲିଙ୍ଗୁଆ ଫ୍ରାଙ୍କା ଥିଲା, ଯାହା ବିଭିନ୍ନ ଅଞ୍ଚଳର ଲୋକଙ୍କୁ ଯୋଗାଯୋଗ କରିବା ସହାୟତା ପ୍ରଦାନ କରୁଥିଲା। ଏହି ଭାଷା ଆସୁରୀୟ ଆକ୍କାଡିଆନ ଏବଂ ବାବିଲୋନ ଆକ୍କାଡିଆନ ଭାବେ ଖ୍ରୀଷ୍ଟପୂର୍ବ ୨୦୦୦ରେ ବିଭକ୍ତ ହୋଇଥିଲା। ପ୍ରାୟ ୬୦୦ଖ୍ରୀଷ୍ଟପୂର୍ବ ଠାରୁ, ଆରାମିକ ଧୀରେ ଧୀରେ ଆକ୍କାଡିଆନରେ ବଦଳାଇବାକୁ ଲାଗିଲା, ଯେତେବେଳେ ଏହା ଅଧିକ ବ୍ୟାପକ ଭାବରେ କୁହାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri