Posted inଫୁରସତ

ଜୀବିତ ନୁହେଁ ମହିଳାଙ୍କ ମୃତଦେହ ସହ ଶାରୀରିକ ସମ୍ପର୍କ ରଖନ୍ତି ଅଘୋରୀ ବାବା, କାରଣ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୧।୨: ସନାତନ ଧର୍ମରେ ସାଧୁ-ସନ୍ଥଙ୍କ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଏହି ସାଧୁଙ୍କର ଅନେକ ସମ୍ପ୍ରଦାୟ ରହିଛି ଏବଂ ସେମାନଙ୍କର ଭଗବାନଙ୍କୁ ଉପାସନା କରିବାର ଉପାୟ ମଧ୍ୟ ଭିନ୍ନ ରହିଛି। କିଛି ସାଧୁବାବା ଅଛନ୍ତି, ଯାହାଙ୍କ ଜୀବନ ଅତ୍ୟନ୍ତ ରହସ୍ୟମୟ ଅଟେ। ସେ ପୁରୁଷ ନାଗା କି ମହିଳା ନାଗା ସାଧୁ ହୁଅନ୍ତୁ କିମ୍ବା ଅଘୋରୀ ବାବା ହୁଅନ୍ତୁ। ସାଧସନ୍ଥଙ୍କର ଏହି ସମ୍ପ୍ରଦାୟ ସାଧାରଣ ଲୋକଙ୍କ ମଧ୍ୟରେ ରୁହନ୍ତି ନାହିଁ। ସେମାନେ ଜଙ୍ଗଲ, ପର୍ବତ କିମ୍ବା ଗୁମ୍ଫାରେ ବାସ କରନ୍ତି। ଏହି ବାବାମାନେ କେବଳ କୁମ୍ଭ, ମହାକୁମ୍ଭ ଭଳି ବିଶେଷ ଉତ୍ସବରେ ବାହାରକୁ ଆସି ବିଶ୍ୱଶାନ୍ତି ପାଇଁ ହୋମଯଜ୍ଞ କରିଥା’ନ୍ତି। ଏହାପରେ ସମସ୍ତଙ୍କୁ ଆର୍ଶୀବାଦ ଦେଇ ନିଜ ଦୁନିଆକୁ ଫେରି ଯାଆନ୍ତି।
ଆପଣ ଜାଣିଥିବେ ଏହି ସାଧୁବାବାମାନେ ବ୍ରହ୍ମଚର୍ଯ୍ୟ ଅନୁସରଣ କରିଥା’ନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଅଘୋରୀ ବାବାଙ୍କ କ୍ଷେତ୍ରରେ ଏପରି ନୁହେଁ। ଅଘୋରୀ ବାବା ସାଧୁସନ୍ଥଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟନ୍ତି। ସେମାନେ କିଟମିଟ୍‌ ଅନ୍ଧାର ରାତିରେ ଶ୍ମଶାନ ଘାଟରେ ତନ୍ତ୍ର ସାଧନ କରିଥା’ନ୍ତି। ଏହି ତନ୍ତ୍ର ସାଧନରେ ସେମାନେ ମହିଳା ମୃତଦେହଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥା’ନ୍ତି। ଜାଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଆସନ୍ତୁ ଜାଣିବା ଏ ସମ୍ପର୍କରେ…

ଅଘୋରୀ ବାବାମାନେ ଶ୍ମଶାନରେ ତନ୍ତ୍ର ସାଧନ କରିବାବେଳେ ସେଠାରୁ ଅର୍ଦ୍ଧପୋଡ଼ା ମୃତଦେହକୁ ବାହାର କରି ସେଗୁଡ଼ିକର ମାଂସ ଖାଆନ୍ତି। ସେମାନେ ସେହି ମୃତ ଶରୀରର ବିଭିନ୍ନ ଦ୍ରବ୍ୟ ମଧ୍ୟ ବ୍ୟବହାର କରନ୍ତି। କୁହାଯାଏ ଏପରି କରିବା ଦ୍ବାରା ବାବାମାନଙ୍କର ତନ୍ତ୍ର କରିବାର ଶକ୍ତି ବୃଦ୍ଧି ହୋଇଥାଏ। ଭଗବାନ ଶିବଙ୍କର ୫ଟି ରୂପ ମଧ୍ୟରୁ ଗୋଟିଏ ରୂପ ହେଉଛି ଅଘୋର। ଶିବଙ୍କ ଉପାସନା କରିବା ପାଇଁ ଅଘୋରୀ ଶବ ଉପରେ ବସି ତପସ୍ୟା କରିଥାନ୍ତି। ଅଘୋରୀ ୩ ପ୍ରକାରର ତପସ୍ୟା କରିଥାନ୍ତି । ସେଗୁଡ଼ିକ ହେଲା, ଶିବ ତପସ୍ୟା ଯେଉଁଥିରେ ମହାକାଳଙ୍କୁୁ ମାଂସ ଏବଂ ମଦର ଭୋଗ ଲଗାଯାଇଥାଏ। ଦ୍ୱିତୀୟ ଶିବ ତପସ୍ୟା ଯେଉଁଥିରେ ମୃତଦେହ ଉପରେ ଗୋଟିଏ ଗୋଡ଼ରେ ଛିଡ଼ା ହୋଇ ଶିବଙ୍କ ଉପାସନା କରାଯାଇଥାଏ। ତୃତୀୟଟି ହେଉଛି ଶ୍ମଶାନ ତପସ୍ୟା ଯେଉଁଥିରେ ଯଜ୍ଞ କରାଯାଇଥାଏ।

ଅଘୋରୀଙ୍କ ପାଖରେ ସବୁବେଳେ ମଣିଷ ମସ୍ତିଷ୍କର ଅସ୍ଥି ରହିଥାଏ ଯାହାକୁ ସେମାନେ ଖାଇବା ସମୟରେ ପାତ୍ର ଭାବେ ବ୍ୟବହାର ବହାର କରିଥାନ୍ତି। ଏଥିପାଇଁ ତାଙ୍କୁ କାପାଳିକ ବୋଲି କୁହାଯାଇଥାଏ। ଏମାନେ ନିଜ ପାଖରେ ନରମୁଣ୍ଡ ରଖିଥା’ନ୍ତି। ଦୀକ୍ଷା ପୂର୍ବରୁ ଏମାନେ ନିଜର ହିଁ ଶ୍ରାଦ୍ଧ ଏବଂ ପିଣ୍ଡଦାନ କରନ୍ତି। ଏହି ପ୍ରକ୍ରିୟାରେ ବାବାମାନେ ନିଜକୁ ପରିବାର ଏବଂ ସମାଜ ପାଇଁ ମୃତ ସାବ୍ୟସ୍ତ କରି ନିଜ ହାତରେ ନିଜିର ଶୁଦ୍ଧିକ୍ରିୟା କରିଥା’ନ୍ତି। ବିଶ୍ୱାସ ରହିଛି ଯେ, ଅଘୋରୀ ବାବାମାନେ ମୃତଦେହ ସହ ସାଧନା କରି ମୃତଦେହଗୁଡ଼ିକ ସହ ଶାରିରୀକ ସମ୍ପର୍କ ମଧ୍ୟ ସ୍ଥାପନ କରିଥାନ୍ତି। ମହିଳାଙ୍କ ମାସିକ ଧର୍ମ ଚାଲିବା ସମୟରେ ଶାରୀରିକ ସମ୍ପର୍କ ରଖିଲେ ତନ୍ତ୍ର ସାଧନା ସଫଳ ହୋଇଥାଏ। ଏପରି କରିବା ଦ୍ବାରା ଭଗବାନ ଆର୍ଶୀବାଦ ମିଳିବା ସହ ଶକ୍ତି ବଢ଼ିଥାଏ ବୋଲି ବିଶ୍ୱାସ ରହିଛି।

ତେବେ ଏହି ସୂଚନା ସମ୍ପର୍କରେ ଧରିତ୍ରୀ ସ୍ପଷ୍ଟ କରୁନାହିଁ। ଜାତୀୟ ଗଣମାଧ୍ୟମ edtimes ରୁ ଏହି ରିପୋର୍ଟ ସମ୍ବନ୍ଧିତ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri