Categories: ଜାତୀୟ

ଏଆଇସିସିର କୋଷାଧ୍ୟକ୍ଷ ହେଲେ ପଓ୍ବନ ବଂଶଲ

ନୂଆଦିଲ୍ଲୀ,୨୮।୧୧-ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଶନିବାର ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ପଓ୍ବନ କୁମାର ବଂଶଲଙ୍କୁ ଏଆଇସିସିର କୋଷାଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ଦିବଂଗତ ଅହମ୍ମଦ ପଟେଲଙ୍କ ପରେ ଏହି ପଦବୀରେ କିଏ ବସିବ ସେ ନେଇ ବହୁ ଆଲୋଚନା ହେଉଥିଲା। ତେବେ ହାଇକମାଣ୍ଡ ସୋନିଆ ଗାନ୍ଧୀ ପଓ୍ବନଙ୍କୁ ଏହି ପଦବୀରେ ବସାଇଛନ୍ତି।

 

Share