Posted inଫୁରସତ

୪୦୦ ବର୍ଷ ପରେ ଧନତେରସରେ ଶୁଭ ସଂଯୋଗ, ଏସବୁ ୪ ରାଶି ପାଇଁ ଧନବର୍ଷା ଯୋଗ…

ଚଳିତ ବର୍ଷ ଧନତେରସରେ ପୁଷ୍ୟା ନକ୍ଷତ୍ରରେ ଶୁଭଯୋଗ ହେବାକୁ ଯାଉଛି । ଦୀପାବଳି ୧୨ ନଭେମ୍ବରରେ ଏବଂ ଧନତେରସ ୧୦ ନଭେମ୍ବରରେ ପଡୁଛି। ପୁଷ୍ୟା ନକ୍ଷତ୍ର ସକାଳ ୭ ଟା ୫୭ରୁ ପୂର୍ବାହ୍ନ ୧୦ଟା ୨୯ ପର୍ଯ୍ୟନ୍ତ ରହିବ। ଶନି ପୁଷ୍ୟା ଯୋଗ ସକାଳ ୭ଟା ୫୭ରୁ ରାତି ପର୍ଯ୍ୟନ୍ତ ରହିବ। ରବି ପୁଷ୍ୟା ଯୋଗ ସମଗ୍ର ଦିନ ପାଇଁ ପୂର୍ବାହ୍ନ ୧୦ଟା ୨୯ ରୁ ଆରମ୍ଭ ହୋଇ ସମଗ୍ର ଦିନସାରା ରହିବ। ଏହା ସହିତ ହର୍ଷ, ସରଲ, ଶଙ୍କର, ଲକ୍ଷ୍ମୀ, ଶଶ, ସାଧ୍ୟ, ମିତ୍ର ଏବଂ ଗଜକେଶରୀ ଭଳି ଅଷ୍ଟ ମହାଯୋଗ ଏହି ଅବସରରେ ସୃଷ୍ଟି ହେବ ଯାହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ।  ଧନତେରସରେ ୪୦୦ ବର୍ଷ ପରେ ଏଭଳି ସଂଯୋଗ ସୃଷ୍ଟି ହେବାକୁ ଯାଉଛି ।ଏହି ଯୋଗରେ ୪ ରାଶିଙ୍କ ପାଇଁ ଧନ ବର୍ଷା ହେବାର ଶୁଭ ସ୍ଥିତି ସୃଷ୍ଟି ହୋଇଛି।

ବୃଷ ରାଶି: ଧନତେରସରେ ଏହି ଶୁଭ ଯୋଗ ସୃଷ୍ଟି ଯୋଗୁ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ବୃଷ ରାଶି ଜାତକଙ୍କ ଉପରେ ରହିବ। ଆର୍ଥିକ ସ୍ଥିତିରେ ସୁଧାର। ହଠାତ ଧନଲାଭ ଯୋଗ ରହିଛି। ପରିବାରରେ ସୁଖଶାନ୍ତି ବିରାଜମାନ କରିବ।

କର୍କଟ ରାଶି: ଧନତେରସରେ ଶୁଭ ସଂଯୋଗ ଯୋଗୁ କର୍କଟ ରାଶି ଜାତକମାନେ ହଠାତ ଧନ ଲାଭ କରିପାରନ୍ତି। ସ୍ଥଗିତ ହୋଇଥିବା ଯୋଜନାରେ ସଫଳତା ମିଳିବ। ଏହି ସମୟ ବ୍ୟବସାୟୀମାନଙ୍କ ପାଇଁ ସର୍ବୋତ୍ତମ ବୋଲି ପ୍ରମାଣିତ ହେବ। ବ୍ୟବସାୟରେ ପ୍ରଗତିର ସମ୍ଭାବନା ଅଛି ।

କନ୍ୟା ରାଶି: ଧନତେରସରେ ଘଟିଥିବା ଶୁଭ ଯୋଗ ଦ୍ୱାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ କନ୍ୟା ରାଶି ଜାତକଙ୍କ ଉପରେ ରହିବ। କ୍ୟାରିୟର ଏବଂ ବ୍ୟବସାୟରେ ଅଗ୍ରଗତି ହେବ। ବିଦେଶ ଯିବାର ସମ୍ଭାବନା ଅଛି। କର୍ମକ୍ଷେତ୍ରରେ ଆୟ ବୃଦ୍ଧି ପାଇବ ।

ମକର ରାଶି: ମକର ରାଶି ଜାତକମାନଙ୍କ ପାଇଁ ଧନତେରସରେ ଧନ ଏବଂ ଐଶ୍ଚର୍ଯ୍ୟ ପ୍ରାପ୍ତିର ଯୋଗ ରହିଛି। ପରିବାରରେ ସମୃଦ୍ଧି ବୃଦ୍ଧି ପାଇବ। ସମାଜରେ ପ୍ରତିଷ୍ଠା ବଢ଼ିବ। ଯେଉଁମାନେ ନିଯୁକ୍ତି ପାଇଛନ୍ତି ସେମାନଙ୍କ ପାଇଁ ପ୍ରଗତିର ସମ୍ଭାବନା ଅଛି। ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦରେ ଯୋଗୁ ବିପୁଳ ପରିମାଣର ଧନ ଲାଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri