Posted inଜାତୀୟ

୩୩ ବର୍ଷ ପରେ ସିନେମା ହଲ ଖୋଲିଲା, ବଡ଼ ପରଦାରେ ଫିଲ୍ମର ଆନନ୍ଦ ନେବେ ଲୋକେ..

ଶ୍ରୀନଗର,୧୬।୭ : ସିନେମା ହଲ ଗୁଡିକ ୩୩ ବର୍ଷ ପରେ ଜମ୍ମୁ-କଶ୍ମୀରର ବାରମୁଳା ଏବଂ ହାଣ୍ଡୱାରା ପୁଣି ଖୋଲିଛି। ଉପରାଜ୍ୟପାଳ ମନୋଜ ସିହ୍ନା ଉତ୍ତର କଶ୍ମୀରର ଏହି ଦୁଇଟି ସହରରେ ୧୦୦ଟି ସିଟ ବିଶିଷ୍ଟ ଦୁଇଟି ସିନେମା ହଲ୍ର ଉଦଘାଟନ କରିଛନ୍ତି। ଆତଙ୍କବାଦ କାରଣରୁ ଗତ କିଛି ଦଶନ୍ଧି ମଧ୍ୟରେ ବନ୍ଦ ହୋଇଯାଇଥିବା ଥିଏଟରଗୁଡିକ ପୁଣି ଖୋଲିବା ାରମ୍ଭ କରିଛି। ଥିଏଟର ଯାଉଥିବା ଜନସାଧାରଣଙ୍କ ସଂସ୍କୃତିକୁ ପୁନର୍ଜୀବିତ କରିବା, ମନୋରଞ୍ଜନ ବିକଳ୍ପକୁ ବିସ୍ତାର କରିବା ସ୍ବାଭାବିକତାର ବାର୍ତ୍ତା ପ୍ରଚାର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ଗତ ବର୍ଷ ମନୋଜ ସିହ୍ନା ଶୋପିଆନ ଏବଂ ପୁଲୱାମାରେ ସିନେମା ହଲ ଉଦଘାଟନ କରିଥିଲେ। ଶ୍ରୀନଗରରେ ଏକ ମଲ୍ଟିପ୍ଲେକ୍ସ ମଧ୍ୟ ନିର୍ମାଣ କରାଯାଇଥିଲା। ଉପରାଜ୍ୟପାଳ ସିହ୍ନା ପ୍ରତ୍ୟେକ ଜିଲାରେ ଏକ ସିନେମା ହଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ କହିଛନ୍ତି ଏହି ରାଜ୍ୟର ଲୋକମାନେ ପୁନର୍ବାର ବଡ଼ ପରଦାରେ ସିନେମା ଦେଖିବାର ଅଭିଜ୍ଞତା ସହିତ ଆନନ୍ଦ ପାଇବା ଉଚିତ। ଆତଙ୍କବାଦ ପୂର୍ବରୁ ଜମ୍ମୁ-କଶ୍ମୀର ଏକ ସିନେମାର ସ୍ବର୍ଗ ଥିଲା। ବହୁ ପ୍ରସିଦ୍ଧ ବଲିଉଡ ଚଳଚ୍ଚିତ୍ରର ଶୁଟିଂର କେନ୍ଦ୍ର ଥିଲା।

୧୯୯୦ ପର୍ଯ୍ୟନ୍ତ ବାରମୁଳା, ରିଗିନା ଏବଂ ଥିମାୟାରେ ଦୁଇଟି ପ୍ରେକ୍ଷାଳୟ ରହିଥିଲା, ଯାହା ସେନା ଦ୍ୱାରା ପରିଚାଳିତ ହେଉଥିଲା। କିନ୍ତୁ ଆତଙ୍କବାଦ ବିସ୍ତାର ପରେ ସେଗୁଡ଼ିକୁ ବନ୍ଦ କରିବାକୁ ପଡିଲା।


Enter your email to get our daily news in your inbox.

All Right Reserved By Dharitri.Com

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri