ତାଲିବାନ ସ୍କୁଲରେ ଟ୍ରେନିଂ ନେଇଥିବା ପାଇଲଟଙ୍କ ଭିନ୍ନ ରୂପ

କାବୁଲ,୧୩ ।୨: ଯେବେଠାରୁ ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେଲାଣି ସେବେଠାରୁ ସେଠାରେ ସଲାମିକ ରଙ୍ଗଢଙ୍ଗର କଥା ଅଧିକ ହେଉଛି । ତାଲିବାନି ନେତା ଦେଶର ଇସଲାମିକ କାଇଦା କଟକଣାକୁ କଡାକଡି ଭାବେ ପାଳନ କରୁଥିବା ବେଳେ ଏବେ ଏହି ପରିବର୍ତ୍ତନ ଫ୍ଲାଇଟର ପାଇଲଟ ଓ କ୍ର‌୍ୟୁ ମମ୍ବେରଙ୍କ ଉପରେ ବି ଲାଗୁ କରାଯାଇଛି । ଏଠାରେ ତାଲିବାନ ସ୍କୁଲରୁ ଟ୍ରେନିଂ ନେଇ ବାହାରିଥିବା ପାଇଲଟଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହି ଫଟୋକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଫଟୋରେ ୩ ଜଣ ବ୍ୟକ୍ତିଙ୍କୁ ଦେଖିବା ପରେ ଲୋକେ ଏହାକୁ ନେଇ ହସିବେ ନା ଡରିବେ ତାହା ସ୍ଥିର କରିପାରୁ ନାହାନ୍ତି । ଫଟୋରେ ୩ ଣ ଆଫଗାନୀ ଯୁବକ ରହିଛନ୍ତି । ଏମାନେ ଆଖିରେ କଳା, ମୁଣ୍ଡରେ ଲମ୍ବା ଲମ୍ବା କେଶ ଓ ହାତରେ ଲାଇସେନ୍ସ ଧରିଥିବା ଦେଖାଯାଇଛି । ଏମାନଙ୍କ ବସିବାର ଶୈଳିବି ଅଲଗା ଲାଗୁଛି ।

ଜଣେ ଖବରଦାତା ଟୁଇଟରରେ ଏହି ଫଟୋକୁ ଶେୟାର କରି ଲେଖିଛନ୍ତି, ଏମାନେ ୩ ଜଣ ‘ତାଲିବାନ ପାଇଲଟ’ । ଏମାନେ ଆଫଗାନିସ୍ତାନର ତାଲିବାନ ସେଣ୍ଟରରେ ଗ୍ରାଜୁଏଟ ହେବାପରେ ସାର୍ଟିଫିକେଟ ଧରି ବାହାରିଛନ୍ତି । ଏମାନଙ୍କ ଲମ୍ବା କେଶ, ଦାଢି ଓ ପାଦରେ ଜୋତା ନ ଥିବା ନଜର ଆସିଛି । ଏମାନଙ୍କ ସାର୍ଟିଫିକେଟ ଉପରେ ହେଲିକପ୍ଟରର ଚିତ୍ର ଦେଖାଯାଇଛି । କୁହାଯାଉଛି କି ଏହି ସାର୍ଟିଫିକେଟ ଏମାନଙ୍କ ପାଇଲଟ ଲାଇସେନ୍ସ ଯାହାକୁ ତାଲିବାନ ଦେଇଛି । ଆଫଗାନିସ୍ତାନର ଏହି ଅଜବ ଲାଗୁଥିବା ଫଟୋକୁ ୮ମ ବ୍ରିଗେଡର ଆନ୍ତରିକ କମାଣ୍ଡର ମନ୍ତ୍ରଣାଳୟର ଜେନରାଲ ହାରୁନ ମୋବାରେଜ ବି ଶେୟାର କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଏହି…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

ବାପା-ମାଆଙ୍କ ଅନୁମତି ବିନା ଆପଣ ବିବାହ କରିପାରିବେନି, ବିଧାନସଭାରେ ବଡ଼କଥା କହିଦେଲେ ସରକାର

ନୂଆଦିଲ୍ଲୀ,୨୦।୨: ଗୁଜୁରାଟ ବିଧାନସଭାରେ ବିବାହ ପଞ୍ଜିକରଣକୁ ନେଇ ଏକ ଐତିହାସିକ ପ୍ରସ୍ତାବ ଦିଆଯାଇଛି । ବାପା ମାଆଙ୍କ ଅନୁମତି ବିନା କେହି ବି ବିବାହ କରିପାରିବେ ନାହିଁ, ଅର୍ଥାତ୍ ବିବାହ…

ଫର୍ମଫିଲପରେ ତ୍ରୁଟି : ଓଡ଼ିଆ ବଦଳରେ ହିନ୍ଦୀ ଥିବାରୁ ଯୁକ୍ତ ୨ ପରୀକ୍ଷାରୁ ବଞ୍ଚିତ…

ନନ୍ଦପୁର,୨୦ା୨(ତୁଷାର କାନ୍ତ ମହାନ୍ତି): ଯୁକ୍ତଦୁଇ ପରୀକ୍ଷା ପାଇଁ ଫର୍ମଫିଲପ ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଅଧୀନ ପାଡୁଆ ରାଧାକୃଷ୍ଣ ଉଚ୍ଚ…

ରାଜ୍ୟରେ ଛେଚିବ ପ୍ରବଳ ବର୍ଷା! ଲଘୁଚାପକୁ ନେଇ ଆସିଲା ବଡ଼ ଖବର…

ଭୁବନେଶ୍ୱର,୨୦।୨: ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ବିଷୁବୀୟ ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା…

ସ୍ବାସ୍ଥ୍ୟ ପାଇଁ ୨୩ ହଜାର କୋଟି

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri