ଆଜିଠୁ ଆଡ଼ପ ଅବଢ଼ା

ପୁରୀ ଅଫିସ,୧୪।୭: ଆଜିଠୁ ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ମିଳିବ॥ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଏହି ଆଡ଼ପ ଅବଢ଼ା ବାହାରିବ। ଶ୍ରୀଜିଉଙ୍କୁ ଅର୍ପଣ ପରେ ଭକ୍ତମାନେ ଅବଢ଼ା ପାଇବାର ସୁଯୋଗ ପାଇବେ। ବୁଧବାରଠାରୁ ଗୁଣ୍ଡିଚା ମନ୍ଦିର ନିକଟ ନୃସିଂହ ମନ୍ଦିର ଓ ବସ ଷ୍ଟାଣ୍ଡରେ ଅବଢ଼ା ବିକ୍ରି ପାଇଁ ନିଯୋଗ ଓ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ରତ୍ନସିଂହାସନ ଛାଡ଼ି ୩ ଠାକୁର ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି। ଏ ନେଇ ବର୍ତ୍ତମାନ ଶ୍ରୀମନ୍ଦିରରେ ଅବଢ଼ା ସେବା ବନ୍ଦ ରହିଛି। ତେବେ ଆଜିଠାରୁ ଭକ୍ତମାନେ ଗୁଣ୍ଡିଚା ମନ୍ଦିର ନିକଟରୁ ଆଡ଼ପ ଅବଢ଼ା ପାଇପାରିବେ। ଅନ୍ୟପକ୍ଷରେ ଜନ୍ମବେଦୀରେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଶା ବେପାରୀଙ୍କ ଟାର୍ଗେଟରେ ଯୁବବର୍ଗ

ବଲାଙ୍ଗୀର ଅଫିସ, ୧୪ା୩: ନିଶା ବେପାରୀଙ୍କ ଟାର୍ଗେଟରେ ରହିଛନ୍ତି ଉଭୟ ଶିକ୍ଷିତ ଏବଂ ଅଶିକ୍ଷିତ ଯୁବକ। ବଲାଙ୍ଗୀର ସମେତ ଓଡ଼ିଶାର ଅଧିକ ସଂଖ୍ୟକ ଯୁବତୀ, ଯୁବକ...

ଋଣ ନେଣଦେଣରେ ଦଲାଲ ସକ୍ରିୟ

ପୁରୀ ଅଫିସ,୧।୯: ଋଣରେ ଇକ୍ୟୁଏଟେଡ୍‌ ମନ୍ଥ୍‌ଲି ଇନ୍‌ଷ୍ଟଲମେଣ୍ଟ୍‌ (ଇଏମ୍‌ଆଇ) ବ୍ୟବସ୍ଥା ଲାଗୁ ହେବା ପରେ ବଜାରରେ ଅର୍ଥନୈତିକ ଉତ୍ସାହ ପରିଲକ୍ଷିତ ହୋଇଛି। ଲୋକେ ସୁଧ ସହ...

ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୫ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୩୨ ଲୋକାଲ କେସ୍‌...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ କାର୍ଯ୍ୟ କରୁଥିବା ଶିକ୍ଷକଙ୍କ କରୋନାରେ ମୃତ୍ୟୁ, ଶୋକ ପ୍ରକାଶ କଲେ ବାଚସ୍ପତି

ଦିଗପହଣ୍ଡି,୧୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଫୁଲସୁନ୍ଦରୀ ସାହିର ସହକାରୀ ଶିକ୍ଷକ ବଂଶୀଧର ବେହେରାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର କରୋନାରେ ମୃତ୍ୟୁ ଘଟିଛି। ଏ ନେଇ ଦିଗପହଣ୍ଡି...

ହଟିଲା ରହିତାଦେଶ: ହାଇସ୍କୁଲରେ ଠିକା ଶିକ୍ଷକ ନିଯୁକ୍ତି ପାଇଁ ବାଟ ଫିଟିଲା

କଟକ ଅଫିସ,୨୨।୭: ହାଇସ୍କୁଲରେ ଠିକା ଶିକ୍ଷକ ନିଯୁକ୍ତି ପାଇଁ ବାଟ ଫିଟିଛି। ୨୦୨୧ ମସିହାରେ ଜାରି ଠିକା ଶିକ୍ଷକ ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତିକୁ ବିରୋଧ କରି...

ପଦବୀ ପାଇଁ ଚାଲିଛି ଅଙ୍କକଷା

ଅନୁଗୋଳ ଅଫିସ, ୨୭।୨ – ଅନୁଗୋଳ ପୌରପାଳିକାରେ ଖାଲି ପଡ଼ିଥିବା ବିଭିନ୍ନ ପଦପଦବୀକୁ ନେଇ ଏବେ କର୍ମଚାରୀଙ୍କ ମଧ୍ୟରେ ଚାଲିଛି ଅଙ୍କକଷା। ଘଣ୍ଟାକୁ ଘଣ୍ଟା ସେମାନେ...

ଶିକାର ପାଇଁ ସୁଯୋଗ ଦେଲେ

ଭୁବନେଶ୍ୱର,୨୬।୪ (ବ୍ୟୁରୋ): ବାରମ୍ବାର ଚଢ଼ାଉ ହେଉଛି। ବିପୁଳ ପରିମାଣର ଛାଲ, ଦାନ୍ତ, ନଖ ଆଦି ବନ୍ୟପ୍ରାଣୀ ସାମଗ୍ରୀ ଜବତ ହେଉଛି। ଜୀବନ୍ତ ବ୍ରଜକାପ୍ତା ଚାଲାଣ ମଧ୍ୟ...

‘ପାଟଣାଗଡ଼’ ରିଲିଜ୍‌କୁ ସବୁଜ ସଂକେତ:ସ୍ଥଗିତାଦେଶ ପାଇଁ ମନାକଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର, ୬ା୧୧(ବ୍ୟୁରୋ):ବହୁଚର୍ଚ୍ଚିତ ଫିଲ୍ମ ‘ପାଟଣାଗଡ଼’ର ରିଲିଜ୍‌ ନେଇ ହାଇକୋର୍ଟଙ୍କ ପରେ ଏବେ ସୁପ୍ରିମକୋର୍ଟରୁ ମଧ୍ୟ ସବୁଜ ସଂକେତ ମିଳିଛି। ଫିଲ୍ମ ରିଲିଜ୍‌ ଉପରେ ସ୍ଥଗିତାଦେଶ ଜାରି...

Advertisement
Archives

Model This Week