ଫଟୋ ଶେୟାର କରି ଅଦା ଶର୍ମା କହିଲେ ଏମିତି…

ମୁମ୍ବାଇ: ‘କେରଲା ଷ୍ଟୋରୀ’ ପରେ ଅଭିନେତ୍ରୀ ଅଦା ଶର୍ମା ବର୍ତ୍ତମାନ ଭାରତୀୟ ସିନେମାରେ ଏକ ବଡ଼ ନାଁ ହୋଇପାରିଛନ୍ତି। ଏହି ଅଭିନେତ୍ରୀ କେବଳ ହିନ୍ଦୀରେ ନୁହେଁ ସାଉଥ୍‌ ଇଣ୍ଡଷ୍ଟ୍ରିରେ ମଧ୍ୟ ଦୀର୍ଘବର୍ଷ ଧରି ସକ୍ରିୟ ରହିଆସିଛନ୍ତି। କିନ୍ତୁ ‘କେରଲା ଷ୍ଟୋରୀ’ ତାଙ୍କୁ ଏହି ଖ୍ୟାତି ଦେଇଥିଲା। ଯାହାକୁ ସେ ବୋଧହୁଏ ବହୁ ସମୟ ଅପେକ୍ଷା କରିଥିଲେ। ସମ୍ପ୍ରତି ଅଭିନେତ୍ରୀ ତାଙ୍କର କିଛି ନୂଆ ଫଟୋ ମାଧ୍ୟମରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥିରେ ସେ ‘କେରଲା ଷ୍ଟୋରୀ’ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।

Ada Sharma age-2023-12-06c3ee8a9d8fc4148b21682b03f3655f

ନିକଟରେ ଅଦା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ରୋଚକ ଝଲକ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କୁ କେରଳର ପାରମ୍ପାରିକ ରୂପରେ ଦେଖିବାକୁ ମିଳିଛି। ଫଟୋର ଏହି ଅଭିନେତ୍ରୀଙ୍କୁ କଥକକଳୀ ନୃତ୍ୟଶିଳ୍ପୀ ଭାବରେ ଦେଖିବାକୁ ମିଳିଛି। ଏଥିରେ ସେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି।

Ada Sharma photo-2023-12-98cfa47ed0d6153eb2d509671d293f34

ଫଟୋ ଶେୟାର କରି ସେ ‘କେରଲା ଷ୍ଟୋରୀ-୨’ ବିଷୟରେ କହିଛନ୍ତି। ଫଟୋଗୁଡ଼ିକରେ କ୍ୟାପ୍‌ଶନରେ ଅଭିନେତ୍ରୀ ଲେଖିଛନ୍ତି, ମୁଁ ଜାଣେ ନାହିଁ ‘କେରଲା ଷ୍ଟୋରୀ-୨’ କେବେ ମୁକ୍ତିଲାଭ କରିବ … ଏବଂ ମୁଁ ଜାଣେ ନାହିଁ ଯେ #TheKeralaStory ଓଟିଟିରେ କେବେ ମୁକ୍ତିଲାଭ କରିବ। କିନ୍ତୁ ମୁଁ ଜାଣେ ଏହି ନଦୀରେ ଅନେକ ସାପ ଅଛନ୍ତ। ମୁଁ ଏହାକୁ କେବଳ ସକାଳେ ଦେଖିଛି। ଏବଂ ମୋତେ କୁହାଯାଇଛି ଯେ, ନଦୀରେ ଏକ କୁମ୍ଭୀର ଅଛି, ଯାହା ଖରାପ ପିଲାମାନଙ୍କୁ ଖାଇଯାଏ ଏବଂ ଯଦି ତୁମେ ଫଟୋକୁ ଶେଷ ପର୍ଯ୍ୟନ୍ତ ସ୍ବାଇପ କର, ଏହା ମଧ୍ୟ ତୁମ ଘରକୁ ଦେଖା କରିବାକୁ ଆସିବ। ଲୋକମାନେ ଏହା କହିଛନ୍ତି, ଠିକ୍‌ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri