ବିମାନରେ ରୋମାଣ୍ଟିକ୍‌ ହେଲେ ଅଭିନେତ୍ରୀ

ପାକିସ୍ତାନ ଅଭିନେତ୍ରୀ ଇକ୍‌ରା ଅଜିଜ୍‌ ବେଶ୍‌ ପ୍ରସିଦ୍ଧ। ଏହି ଟେଲି ଅଭିନେତ୍ରୀଙ୍କର ଅନେକ ପ୍ରଶଂସକ ବି ରହିଛନ୍ତି। ଏପରିକି ତାଙ୍କ ଇନ୍‌ଷ୍ଟାଗ୍ରାମରେ ୯୩ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ଏବେ ଇକ୍‌ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି।

ଏହି ଭିଡିଓ ଯୋଗୁ ସେ ଟ୍ରୋଲ୍‌ ମଧ୍ୟ ହୋଇଛନ୍ତି। କାରଣ ପାକିସ୍ତାନୀ ୟୁଜରମାନେ ଏହି ଅଭିନେତ୍ରୀଙ୍କ ଭିଡିଓକୁ ଆଦୌ ପସନ୍ଦ କରୁନାହାନ୍ତି। ଇକ୍‌ରା ତାଙ୍କ ସ୍ବାମୀ ୟାସିର ହୁସେନଙ୍କ ସହିତ ବିମାନରେ ଯାତ୍ରା କରୁଥିବାର ନଜର ଆସିଛନ୍ତି। ଉଭୟଙ୍କର ଡିସେମ୍ବର ୨୮ରେ ବିବାହ ବାର୍ଷିକୀ ଥିଲା। ତାଙ୍କ ବିବାହକୁ ୩ ବର୍ଷ ପୂରିଛି। ତେବେ ଇକ୍‌ରା ବିମାନ ମଧ୍ୟରେ ସ୍ବାମୀଙ୍କ ସହ ରୋମାଣ୍ଟିକ୍‌ ହୋଇଥିବା ଦେଖିବାକୁ ମିଳିଛି। ଯାହାକୁ ୟୁଜରମାନେ ନାପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଲିଆ ରଣବୀରଙ୍କୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା

ବଲିଉଡର କ୍ୟୁଟ ଲଭ୍‌ବାର୍ଡ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରନ୍ତି। ଉଭୟ ସର୍ବଦା ଫ୍ୟାନ୍ସଙ୍କୁ ଏଣ୍ଟରଟେନ୍‌ କରିଥାନ୍ତି। ସେମାନଙ୍କ...

ରିୟଲ୍‌ ବାପା-ପୁଅଙ୍କ ସହ ରୋମାନ୍ସ କରିଛନ୍ତି ଏହିସବୁ ଅଭିନେତ୍ରୀ

ବଲିଉଡ୍‌ରେ ଅନେକ ଅନ୍‌ସ୍କ୍ରିନ୍‌ ଯୋଡିକୁ ଆମେ ଦେଖିଛୁ। ହେଲେ ଏମିତି ଅନେକ ଅଭିନେତ୍ରୀ ରହିଛନ୍ତି ଯେଉଁମାନେ ପରଦା ଉପରେ ରିୟଲ୍‌ ବାପା-ପୁଅଙ୍କ ସହ ରୋମାନ୍ସ କରିିଛନ୍ତି।...

ଏହି ୬ ପ୍ରକାର ଲୋକଙ୍କଠାରୁ ସର୍ବଦା ଦୂରେଇ ରୁହନ୍ତୁ

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ କରୋନା ସଂକ୍ରମିତ ହୋଇ ମୁମ୍ବାଇର ନାନାବତି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସବୁ ସମୟରେ ସେ ନିଜ ସ୍ବାସ୍ଥ୍ୟ ଅପ୍‌ଡେଡ୍‌ ଇନ୍‌ଷ୍ଟ୍ରାଗ୍ରାମ୍‌...

ଆଜି ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ‘ଆର୍‌ଆର୍‌ଆର୍‌’

ବହୁ ଦିନର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ‘ଆର୍‌ଆର୍‌ଆର୍‌’ ଆଜି ପ୍ରେକ୍ଷାଳୟରେ ରିଲିଜ୍‌ ହେବ। ଦର୍ଶକଙ୍କ ମଧ୍ୟରେ...

୪୬ ବର୍ଷ ପରେ ଡିଗ୍ରୀ ହାସଲ କଲେ ଏହି ପ୍ରସିଦ୍ଧ ଭଜନ ଗାୟକ

ଭଜନ ଗାୟକରୁ ନିକଟରେ ଅଭିନେତା ସାଜିଥିବା ଅନୁପ ଜାଲୋଟା ୪୬ ବର୍ଷ ପରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ବିଏ ଡିଗ୍ରୀ ହାସଲ କରିଛନ୍ତି। ୧୯୭୪ରେ ଅନୁପ ଏଠାରୁ...

ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କଲେ ଉର୍ବଶୀ, ପୋଷ୍ଟ ଦେଖି ରାଗିଲେ ୟୁଜର୍ସ

ମୁମ୍ବାଇ: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କର ଶୁକ୍ରବାର ଏକ ବଡ ଧରଣର ଦୁର୍ଘଟଣା ହୋଇଛି । ଏଥିରେ ତାଙ୍କ ମୁଣ୍ଡ, ଗୋଡ, ପିଠି ଆଦିରେ ଖୁବ...

ଅଷ୍ଟ୍ରିଆରେ କ୍ୟାଟ୍ରିନା, ଶେୟାର କଲେ ବ୍ରେକ୍‌ଫାଷ୍ଟ ଫଟୋ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବେ ଅଷ୍ଟ୍ରିଆରେ ଅଛନ୍ତି। ସେ ସଲମାନଙ୍କ ସହ ଫିଲ୍ମ ‘ଟାଇଗର-୩’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। କ୍ୟାଟ୍‌ ଶୁଟିଂ ଲୋକେଶନର...

ପୁଣି ହୃଦୟ ଜିତିଲେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ଅଭିନୟ ବ୍ୟତୀତ ଦେଶ ବିଦେଶର କିଛି ପ୍ରସଙ୍ଗକୁ ନେଇ ବି ସେ...

Advertisement
Archives

Model This Week